ଭାରୋତ୍ତୋଳନରେ ଭାରତକୁ ଆଉ ଏକ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ଅଭିଯାନ ଆହୁରି ଗତିଶୀଳ ହୋଇଛି । ପ୍ରତିଦିନ ଦେଶ ପଦକ ପାଉଛି । ଆଜି ୬ଷ୍ଠ ଦିନରେ ଭାରତ ଆଉ ଗୋଟିଏ ପଦକ ଜିତିଛି । ଭାରୋତ୍ତୋଳନରେ ଦେଶକୁ ମିଳିଛି କାଂସ୍ୟ(ବ୍ରୋଞ୍ଜ) ପଦକ । ଭାରତର ଲଭପ୍ରୀତ ସିଂହ ପୁରୁଷ ୧୦୯ କେଜି ବର୍ଗରେ ଦେଶ ପାଇଁ ଏହି
Read More...

ଦମଦାର ପ୍ରଦର୍ଶନ ସହ ସେମିରେ ଭାରତୀୟ ମହିଳା ହକି ଦଳ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ସେମି ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଦଳ । ସବିତା ପୁନିଆଙ୍କ ଭାରତୀୟ ଟିମ ଆଜି ଜବରଦସ୍ତ ପ୍ରଦର୍ଶନ କରିଛି । ଆଜି ଦଳ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛି । ଭାରତ ଗ୍ରୁପ ଏରେ ଦ୍ୱିତୀୟ ସ୍ଥାନରେ ରହି
Read More...

ବକ୍ସିଂରେ ପଦକ ପକ୍କା କଲେ ନିତୁ ଓ ହସମୁଦ୍ଦିନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ବକ୍ସିଂ ଇଭେଣ୍ଟରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରିଚାଲିଛି । ଏହି ବିଭାଗରେ ଦୁଇ ଜଣ ବକ୍ସର ନିତୁ ଓ ମହମ୍ମଦ ହସମୁଦ୍ଦିନ ଭାରତ ପାଇଁ ପଦକ ପକ୍କା କରିଛନ୍ତି । ବକ୍ସିଂର ନିୟମ ଅନୁଯାୟୀ, ସେମିରେ ପ୍ରବେଶ କରୁଥିବା ବକ୍ସରଙ୍କୁ ଅତିକମରେ ବ୍ରୋଞ୍ଜ ପଦକ
Read More...

ରାଜ୍ୟଗୋଷ୍ଠୀ ପୁରୁଷ ହକି :
କାନାଡାକୁ ହରାଇ ଟେବୁଲ ଶୀର୍ଷରେ ଭାରତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଆଜି ଭାରତୀୟ ଦଳ କମାଲ କରିଛନ୍ତି । ମନପ୍ରୀତ ସିଂହଙ୍କ ଭାରତୀୟ ଟିମ୍‌ କାନାଡାକୁ ୮-୦ ଗୋଲରେ ପରାସ୍ତ କରିଛି । ଏହି ବିଜୟ ସହ ଦଳ ଟେବୁଲ୍‌ ବି’ରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ଏଥିସହ ସେମି ଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର
Read More...

ତାଇୱାନ ଏୟାର ଡିଫେନ୍ସ ଜୋନରେ ଚାଇନାର ୨୭ ଯୁଦ୍ଧ ବିମାନ

ବେଜିଂ: ତାଇୱାନକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଘନୀଭୂତ ହେବାରେ ଲାଗିଛି । ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ଏବେ ତାଇୱାନରୁ ଯିବା ପରେ ବେଜିଂ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି । ଏଥିପାଇଁ ଆଜି ତାଇୱାନର ଏୟାର ଡିଫେନ୍ସ ଜୋନରେ ଉଡାଣ
Read More...

ପାର୍ଥ ଓ ଅର୍ପିତାଙ୍କ ରିମାଣ୍ଡ ଅବଧି ୨ ଦିନ ବଢିଲା

କୋଲାକତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହୋଗୀ ଅର୍ପିତାଙ୍କ ରିମାଣ୍ଡ ଅବଧି ଆଉ ଦୁଇ ଦିନ ବଢିଛି । ଆଜି ଉଭୟଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ପାର୍ଥ ଓ
Read More...

ସିଲ୍‌ ହେଲା ୟଙ୍ଗ ଇଣ୍ଡିଆନ ଅଫିସ :
ସୋନିଆଙ୍କ ଘର ଆଗରେ ପୁଲିସ ମୁତୟନ

ନଆଦିଲ୍ଲୀ: ହେରାଲ୍ଡ ହାଉସରେ ଚଢଉ ପରେ ଆଜି ଏହି ହାଉସରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ଆଜି ସିଲ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏହାପରେ, ଉତ୍ତେଜନା ଆଶଙ୍କାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବାସ ଭବନ ବାହାରେ ସଙ୍ଗେ ସଙ୍ଗେ ପୁଲିସ ମୁତୟନ କରାଯାଇଛି ।
Read More...

ସୁବର୍ଣ୍ଣପୁରରେ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ନିର୍ବାଚନୀ ବୈଠକ

ସୁବର୍ଣ୍ଣପୁର: ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ସମ୍ପର୍କରେ ଏକ ନିର୍ବାଚନୀ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ : ବିଗତ ଦୁଇ ବର୍ଷ ଭଳି କୋଭିଡ ନିୟମାବଳୀ ଆଧାରରେ ପାଳିତ ହେବ ଚଳିତ ବର୍ଷର ସ୍ୱାଧୀନତା ଦିବସ । କେବଳ ପୋଲିସ ବାହିନୀ ପ୍ୟାରେଡ ପଡିଆରେ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନପ୍ରଦୀପ କୁମାର
Read More...

ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ

ଜାତିସଂଘ: ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ପ୍ରଥମ ଥରପାଇଁ ଜଣେ ମହିଳା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ହେଲେ ରୁଚିରା କମ୍ବୋଜ୍‌ । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ନିକଟରେ ନିଜର କାଗଜପତ୍ର ଦାଖଲ କରିଛନ୍ତି । ନ୍ୟୁୟର୍କରେ ଥିବା ଜାତିସଂଘର ମୁଖ୍ୟାଳୟରେ
Read More...