ହଜ୍ କମିଟି ଗଠନ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ହଜ୍ କମିଟି ଗଠନ କାର୍ଯ୍ୟର ସ୍ଥିତି ନେଇ ଦୁଇ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ସୁପ୍ରିମକୋର୍ଟ ଆଜି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଏସ୍ ନାଜିର ଏବଂ ଜେ.କେ ମହେଶ୍ୱରୀଙ୍କ ଏକ ବେଞ୍ଚ ମଧ୍ୟ କମିଟି ସଦସ୍ୟଙ୍କ ନାମ ଉଲ୍ଲେଖ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି!-->…
Read More...
Read More...