ସଂକଟରେ ବାବରଙ୍କ ଶୀର୍ଷ ମାନ୍ୟତା, ଏହି ଷ୍ଟାର ଭାରତୀୟ ଖେଳାଳି ପହଞ୍ଚିଲେ ଦ୍ୱିତୀୟ ସ୍ଥାନରେ
ନୂଆଦିଲ୍ଲୀ : ସର୍ବଶେଷ ଆଇସିସି ଟି -୨୦ ବ୍ୟାଟିଂ ମାନ୍ୟତାରେ ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ୨ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ୭୬ ରନ୍!-->…
Read More...
Read More...