ରବୀନଙ୍କ ଜୀବନ ଅଶାନ୍ତ : କିଡନୀ ରୋଗରେ ଆକ୍ରାନ୍ତ, ଅର୍ଥ ସାଜିଛି ବାଧକ

ଖପ୍ରାଖୋଲ : ଜୀବନର ଯୌବନ ଅବସ୍ଥାରେ ରବୀନ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଦୁଃଖ ଦ୍ୱିଗୁଣିତ ହୋଇଛି । ଚିକିତ୍ସା ପାଇଁ ପରିବାର ଲୋକେ ପ୍ରୟାସ କରୁଥିଲେ ମଧ୍ୟ , ଅର୍ଥ ବାଧକ ସାଜିଛି । ଖପ୍ରାଖୋଲ ବ୍ଲକ ଲୋହାସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗରାପଥର ଗାଁରେ ପରିବାର ସହ ବାସକରନ୍ତି
Read More...

ଦୁଇ ପରିବାରର ୬ ଅନାଥ ଶିଶୁଙ୍କୁ ପ୍ରଶାସନର ସହାୟତା

ପାରଳାଖେମୁଣ୍ଡି : ବିଭିନ୍ନ ସମ୍ବାଦ ପତ୍ର ଏବଂ ବୈଦ୍ୟୁତିକ ଗଣମାଧ୍ୟମରୁ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଏବଂ ବ୍ଳକ ପ୍ରଶାସନ ପିଲାମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଛି । ଆପଣ ଜାଣିଥିବେ ରାୟଗଡ ପଞ୍ଚାୟତ ସମିତିର କରଡ଼ା ସିଙ୍ଗି ପଞ୍ଚାୟତର ନୂଆସାହି ଗ୍ରାମର ଦୁଇ ଗୋଟି
Read More...

ଦଶମ ପରୀକ୍ଷାରେ ୮୦% ମର୍କ ରଖିଥିବା ୫ ଅନାଥ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ପ୍ରାକୃତିକ ଦୁର୍ବିପାକ ଏବଂ ଦୈବ ସିନା ସହିଲାନି ପିଲାମାନଙ୍କଠାରୁ ବାପାମାଆ ନେଇଗଲା କିନ୍ତୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଆର ସ୍ନେହ, ମମତା, ଯତ୍ନ ଏବଂ ସୁରକ୍ଷାରେ ଏପରି ବାନ୍ଧି ରଖିଛନ୍ତି ଯେ
Read More...

ପାଟିମାଲ ଗାଁରେ ଅଭାବନୀୟ ଘଟଣା ;
ବିଷ ପିଇ ଗୋଟିଏ ପରିବାରର ଦୁଇଜଣ ମୃତ୍ୟୁ, ଜଣେ ଗୁରୁତର

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଷ ପାନ କରି ଗୋଟିଏ ପରିବାରର ମାଆ ଝିଅର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଶିଶୁ ଗୁରୁତର ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।
Read More...

ପ୍ରହଲ୍ଲାଦ ସହାୟ ମୀନା ହେଲେ ବୌଦ୍ଧର ନୂଆ ଏସପି

ଭୁବନେଶ୍ୱର,(ହୀ.ପ୍ର):ଆଇପିଏସ ପ୍ରହଲ୍ଲାଦ ସହାୟ ମୀନାଙ୍କୁ ବୌଦ୍ଧ ଜିଲ୍ଲାର ନୂଆ ଏସପି ଭାବେ ନିଯୁକ୍ତ କରାଯାଇଛି । ସେହିପରି,କମିଶନରେଟ ପୁଲିସର ଡିସିପି କ୍ରାଇମ ଓପିଏସ୍‌ ପ୍ରମୋଦ କୁମାର ରଥଙ୍କୁ ଦେବଗଡ ଜିଲ୍ଲା ପୁଲିସ ଏସପି ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ
Read More...

ପାତାଳି ଶ୍ରୀକ୍ଷେତ୍ରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : ଆଜି ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସମସ୍ତଙ୍କର ମିଳିତ ପ୍ରୟାସରେ ସମଗ୍ର ପରିସରରେ ଚନ୍ଦନ, ରୁଦ୍ରାକ୍ଷ,ଚିନିଚମ୍ପା,ସ୍ୱର୍ଣ୍ଣ ଚମ୍ପା, ନାଇଟକୁଇନ୍‌,ମନ୍ଦାର,ବଉଳ, ବୋଗେନଭିଲ୍ଲା, ଟଗର, ତରାଟ ଓ
Read More...

ଆଜିଠାରୁ ଡାକ ଘରେ ମିଳିବ ଜାତୀୟ ପତାକା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ମୁଖ୍ୟ ଡାକଘରେ ସ୍ୱାଧୀନତାର ୭୫ତମ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ହର ଘର ମେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ କମ ମୂଲ୍ୟରେ ଜାତୀୟ ପତାକା ବିକ୍ରୟ ଆରମ୍ଭ ହୋଇଛି । ଏହାକୁ ଫୁଲବାଣୀ ମୁନିସିପାଲିଟି ପୌରାଧ୍ୟାକ୍ଷା
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଜିରିମିଆ ପ୍ରଧାନ (୨୭)କୁ ଦୋଷୀ
Read More...

କଳିଙ୍ଗ ଷ୍ଟାଡିୟମରେ ଅଭାବନୀୟ ପରିସ୍ଥିତି :
ଖେଳ ମଝିରେ ପିଟାପିଟି ହେଲେ ଖେଳାଳି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦ ବର୍ଷରୁ କମ୍‌ ସାଫ୍‌ ପ୍ରତିଯୋଗିତାରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ନେପାଳ ଓ ବାଂଲାଦେଶ ମଧ୍ୟରେ ଖେଳ ଚାଲିଥିବା ବେଳେ ହଠାତ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ପିଟାପିଟି ଆରମ୍ଭ ହୋଇଯାଇଥିଲା ।ଏହି ଘଟଣାରେ କେତେକ ଖେଳାଳି
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ପୁରୀ : ପୁରୀ ବଲଗଣ୍ଡି ରାୟ ବାହାଦୁର ଲେନ୍‌ର ସ୍ୱର୍ଗତ ପଦ୍ମନାଭ ଦାଶଙ୍କ ଧର୍ମପତ୍ନୀ ରମାମଣି ଦାଶଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଅବସ୍ଥାରେ ଶଯ୍ୟାଶାୟୀ ଥିଲେ । ମଙ୍ଗଳବାର ଅପରାହ୍ନ ଗୋଟାଏ ତିରିଶ ମିନିଟ୍‌ ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
Read More...