ପୁଣି ତିନି ରାଜ୍ୟସଭା ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ବିଶୃଙ୍ଖଳା ଆଚାରଣ ପାଇଁ ପୁଣି ଆଜି ଆଉ ତିନି ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ଆମ୍‌ ଆଦମୀ ଦଳର ହୋଇଥିବା ବେଳେ ଜଣେ ସ୍ୱାଧୀନ ସାଂସଦ ରହିଛନ୍ତି । ଆପ୍‌ ସାଂସଦ ସନ୍ଦୀପ ପାଠକ ଓ ସୁଶୀଲ ଗୁପ୍ତା ନିଲମ୍ବିତ ହୋଇଥିବା ବେଳେ ସ୍ୱାଧୀନ
Read More...

ସିରିଜ ବିଜୟ ପରେ ଯୁବ ଖେଳାଳିଙ୍କୁ ପ୍ରଶଂସା କଲେ ଧାୱନ, କହିଲେ ଏହି ବଡ କଥା

ନୂଆଦିଲ୍ଲୀ : ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୧୯ ରନ୍‌ ବିଜୟ ପରେ ଭାରତୀୟ ଦଳର ଅଧିନାୟକ ଶିଖର ଧାୱନ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ବହୁତ ଖୁସି ଅଛନ୍ତି । ଧାୱନ ଯୁବ ଖେଳାଳିଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେମାନେ ବହୁତ ପରିପକ୍ୱ ପ୍ରଦର୍ଶନ କରିଛନ୍ତି ।ଶୁଭମାନ
Read More...

ସାଇବର ଠକେଇର ଶିକାର ହେଲା ପୋଲିସ ବାବୁଙ୍କ ପତ୍ନୀ

ପୁରୀ : ସାଇବର ଠକେଇର ଶିକାର ହେଇଛନ୍ତି ଜଣେ ମହିଳା । ବ୍ୟାଙ୍କ ଆକାଉଣ୍ଟରେ ପ୍ୟାନ ଲିଙ୍କ୍‌ ହୋଇ ନଥିବା କହି ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ୍‌ । ଏଭଳି ଏକ ଘଟଣା ଘଟିଛି ପୁରୀ ପେଣ୍ଠକଟା ଅଧୀନ ସଦର ବ୍ଲକ ଅଞ୍ଚଳ ଜଣେ ପୋଲିସ ବାବୁଙ୍କ ପତ୍ନୀଙ୍କ ସହ । ପ୍ରିୟଙ୍କା କାନୁନଗୋ ନାମକ
Read More...

ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ ରହିଛି । ଏହା ପ୍ରଭାବରେ ଦିନରେ ତାପମାତ୍ରା ବଢୁଛି । ଏହାସହ କେତେକ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପଟେ ଆସନ୍ତା ୩ ଦିନ
Read More...

ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା ନିକଟରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରଟି ଓଡ଼ିଶା ଦକ୍ଷତା ବିକାଶ କେନ୍ଦ୍ର ଓ ବିଜ୍ଞାନ ଭାରତୀ
Read More...

ଜିଲ୍ଳାସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ

ସୁବର୍ଣ୍ଣପୁର: ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଦ୍ୟୁତ ଉତ୍ସବ ନୂତନ ଟାଉନ ହଲ ସୋନପୁର ଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ର
Read More...

ବିଧାୟକଙ୍କ ପ୍ରତିଶୃତି ପାଣିର ଗାର ; ଖଟିଆ ଆଉ ଭାରରେ ବୁହା ହେଉଛନ୍ତି ରୋଗୀ ଓ ପ୍ରସୂତି, ସରକାରଙ୍କ ଯୋଜନା ବାଟବଣା

ବାଲିଗୁଡ଼ା : ନିର୍ବାଚନ ପୂର୍ବରୁ ପୁଳାପୁଳା ପ୍ରତିଶ୍ରୁତି, ହେଲେ ହେଲେ ଭୋଟ ପାଇବା ପରେ ଯଥା ପୂର୍ବଂ ତଥା ପରଂ । ବିଧାୟକ ଭୋଟ ପାଇବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳକୁ ଯାଇ କହିଥିଲେ ମୁଁ ଏବେ ଚାଲି ଚାଲି ଆସିଛି ମୋତେ ଭୋଟ ଦିଅ ମୁଁ ତୁମ ଗାଁ କୁ ପକ୍କା ରାସ୍ତା କରି କାରରେ ଆସିବି । କିନ୍ତୁ
Read More...

ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ତ୍ରିରଙ୍ଗା ଧରିବେ ସିନ୍ଧୁ

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଚାମ୍ପିଅନ୍‌ ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ର ଉଦଘାଟନୀ ସମାରୋହରେ ଭାରତୀୟ ଦଳର ଧ୍ୱଜାବାହକ(ତ୍ରିରଙ୍ଗା ଧାରକ)ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ (ଆଇଓଏ)ର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ
Read More...

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା, କନ୍ଧମାଳ ଝିଅ ମୀନାକ୍ଷୀ ସ୍କୁଲ୍‍ ଟପ୍‍ପର

ଭୁବନେଶ୍ୱର, ୨୭ ।୭: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‍ ହାର ବିଜ୍ଞାନରେ ୯୪ ପ୍ରତିଶତ ରହିଥିବା ବେଳେ
Read More...

ମଙ୍କିପକ୍ସ ଟିକା ବାହାର କରିବା ପାଇଁ ଟେଣ୍ଡର ଆହ୍ୱାନ କଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ ଜଣକ ପରେ ଜଣେ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ସରକାରଙ୍କ ଚିନ୍ତା ବଢିଯାଇଛି । ଏହାର ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସ୍ଥିତିକୁ ଆଖି ଆଗରେ ରଖି ମଙ୍କିପକ୍ସ ନିମନ୍ତେ ଏକ ଟିକା ବାହାର କରିବାକୁ ଭାରତ ସରକାରଙ୍କ ଅଧିନସ୍ଥ
Read More...