ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଘୁ.ଉଦୟଗିରି:- ସାରା ଦେଶରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସମସ୍ତ ପୌର ପରିଷଦ କାର୍ଯ୍ୟାଳୟ ସୁସଜ୍ଜିତ ଓ ଉତ୍ସବ ମୁଖର । ଏହି କ୍ରମରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୨ ପାଳନ କରାଯାଇଛି । ଏହି ଅବସରରେ ପରିଷଦ ପକ୍ଷରୁ ସକାଳ ୪ ଘଣ୍ଟିକା!-->…
Read More...
Read More...