କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସଂପର୍କରେ ମୁହଁ ଖୋଲିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କେଜ୍ରିୱାଲଙ୍କୁ ଚିଠି ଲେଖି ସେ କହିଛନ୍ତି,“ମଦ ଭଳି କ୍ଷମତା ମଧ୍ୟ ଗୋଟିଏ ନିଶା । ଲାଗୁଛି ଆପଣ କ୍ଷମତା ନିଶାରେ ବୁଡି ଯାଇଛନ୍ତି ।” ନୂଆ…
Read More...

ପାକିସ୍ତାନକୁ ବନ୍ୟା ସହାୟତା ପଠାଇବ ଭାରତ

ନୂଆଦିଲ୍ଲୀ : ପାକିସ୍ତାନରେ ପରିସ୍ଥିତି ଅତି ସାଂଘାତିକ । ଭୟଙ୍କର ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧୧୩୬ରେ ପହଞ୍ଚିଛି । ପ୍ରାୟ ୩ କୋଟିରୁ ଅଧିକ ଲୋକ ନାହିଁ ନଥିବା ଦୁର୍ଦ୍ଦଶା ମଧ୍ୟରେ ରହିଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଭାରତରୁ ପନିପରିବା ଓ ଜରୁରୀ ଖାଦ୍ୟ ସାମଗ୍ରୀ ଆମଦାନୀ…
Read More...

୬ ହଜାର ତଳେ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୬ ହଜାର ତଳକୁ ଚାଲି ଆସିଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫,୪୩୯ କରୋନା ନୂତନ ସଂକ୍ରମଣ ଓ ୫୦ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ…
Read More...

ଭାରସାମ୍ୟ ହରାଇ ବିଲକୁ ଖସିଲା ଅଟୋ: ଜଣେ ମୃତ

ବାଲିଗୁଡ଼ା: ଆଧାର କାର୍ଡ ସଂଶୋଧନ କରିବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ବିଲକୁ ଖସିଲା ଅଟୋ । ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ବୁଡାଗୁଡ଼ା…
Read More...

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିକଟରେ ହସ୍ତଗତ ହୋଇଛି ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତି ରିପୋର୍ଟ । ଲଗାଣ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟର ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଏଥିଯୋଗୁଁ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ୧୦ଟି ଜିଲ୍ଲା ଚାଷୀଙ୍କର ଅଧିକ କ୍ଷୟକ୍ଷତି…
Read More...

ଭାରସାମ୍ୟ ହରାଇ ବିଲକୁ ଖସିଲା ଅଟୋ; ୧୫ଆହତ, ଦୁଇ ଗୁରୁତର

ବାଲିଗୁଡ଼ା:ଆଧାର କାର୍ଡ ସଂଶୋଧନ କରିବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ବିଲକୁ ଖସିଲା ଅଟୋ । ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଥିବାବେଳେ ଦୁଇଜଣ ଗୁରୁତର ଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ବୁଡାଗୁଡ଼ା ଅଞ୍ଚଳରେ…
Read More...

ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ,୩୦/୮- କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଳକର ବଲସକୁମ୍ପା ଓ ଦୁତିପଡ଼ା ପଞ୍ଚାୟତ କଳା ସଂସ୍କୃତିସଂଘର ସଦସ୍ୟମାନେ ସ୍ଥାନୀୟ ସୋରାଦେଇ ଠାକୁରାଣୀ ରାସ୍ତାରୁ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ରାଲି ମାଧ୍ୟମରେ ବାହାରି ବିଡ଼ିଓ କାର୍ଯ୍ୟାଳୟରେ ପହଞ୍ଚି ଏକ…
Read More...

ମିଶନ ଜୀବିକା ପକ୍ଷରୁ ଧାନ କଳ ଓ ଚୂନା କଳ ବଣ୍ଟନ

ପାରଳାଖେମୁଣ୍ଡି,୩୦/୮- ଗଜପତି ଜିଲ୍ଲା ରାୟଗଡ ବ୍ଳକର ୨୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପାରଳାଖେମୁଣ୍ଡି ଆଦିବାସୀ ଉନ୍ନୟନ ସଂସ୍ଥାର ମିଶନ ଜୀବିକା ପକ୍ଷରୁ ୧୨ ଗୋଟି ଧାନ କଳ ଓ ୮ ଗୋଟି ଚୂନା କଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷ । ପୂର୍ଣ୍ଣବାସୀ ନାୟକ ପ୍ରଦୀପ…
Read More...

ଆଉ ଏକ ରେକର୍ଡ ଅପେକ୍ଷାରେ ରୋହିତ, ବିରାଟଙ୍କୁ ପଛରେ ପକାଇବେ

ଦୁବାଇ : ଏସିଆ କପରେ ଭାରତ ପାକିସ୍ତାନକୁ ମାତ୍ ଦେଇ ନିଜର ଅଭିଯାନ ଆରମ୍ଭ କରିଛି । ଏବେ ଭାରତୀୟ ଟିମ୍ ଅଗଷ୍ଟ ୩୧ରେ ହଂକଂ ବିପକ୍ଷରେ ହେବାକୁ ଥିବା ମୁକାବିଲା ଜିତି ସୁପର ଫୋରରେ ପ୍ରବେଶ କରିବାକୁ ଚାହିଁବ । ତେବେ ଏହି ମୁକାବିଲାରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ରହିବ । …
Read More...

ନୂଆଁଖାଇରେ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସିର ଖବର । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ସହାୟତା । କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ ।ଖବର ଅନୁଯାୟୀ, ରାଜ୍ୟରେ ଚାଷୀଙ୍କ ସହାୟତା ପାଇଁ ୨୦୧୯ରେ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ବର୍ଷକୁ କିସ୍ତି ଆକାରରେ ଚାଷୀଙ୍କ…
Read More...