ହାଇମାକ୍ସ ଲାଇଟ ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦିଗାପୁର ହାଇସ୍କୁଲରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀଙ୍କ ନାମ ସବିତା ମାଠପଡିଆ ବୋଲି ଜଣାପଡିଛି । ତାଙ୍କ ଘର ବୈପାରୁଗୁଡ଼ା ବ୍ଲକ ଭାଲୁଗୁଡ଼ାରେ , ସେ ଏହି ବିଦ୍ୟାଳୟରେ…
Read More...

ସବ୍‌-ଜେଲ୍‌ର ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର

ସୋର : ସବ୍‌-ଜେଲ୍‌ରୁ କଏଦୀ ଚମ୍ପଟ । ସୋର ସବ୍‌-ଜେଲ୍‌ର ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ତନାଘନା । ଖବର ଅନୁଯାୟୀ, ମୟୁରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ସୁଦାମ ଦୁଷ୍କର୍ମ ମାମଲାରେ ସୋର ସବ୍‌-ଜେଲ୍‌ରେ ଥିଲେ । ହେଲେ ଗୁରୁବାର…
Read More...

କଳିଙ୍ଗା ଜିପିଏଲଏଫ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ

ଘୁ.ଉଦୟଗିରି :- ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଜିପିଏଲଏ ଗ୍ରୁପର ମହିଳାମାନଙ୍କ ଦ୍ୱାରା ସଭାପତି ଭାରତୀ ପ୍ରଧାନ ଓ ସମ୍ପାଦିକା ନୀଳମା ଦିଗାଲଙ୍କ ସଭାପତିତ୍ୱରେ କଳିଙ୍ଗା ଛକ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗ୍ରୁପ ମହିଳାମାନଙ୍କ ଦ୍ୱାରା ଛକ ନିକଟ…
Read More...

ଜିଲ୍ଲା ଚାଇଲ୍ଡ ଲାଇନର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର : ଜିଲ୍ଲା ଚାଇଲ୍ଡ ଲାଇନକୁ ଦୁଇ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସୋନପୁର ସଦର ଏନ୍‌ଜିଓସିସି ସଭାଗୃହ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶିଶୁ ଗୃହ ସୋନପୁରର ଶିଶୁ…
Read More...

ଦଶପଲ୍ଲା ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଦଶପଲ୍ଲା : ଦଶପଲ୍ଲା ଏନଏସିରେ ବୁଧବାର ଦିନ ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ-୨୦୨୨ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବୃଦ୍ଧାଶ୍ରମ ଓ ଡାକ୍ତରଖାନାରେ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନଏସିର ନବନିର୍ମିତ…
Read More...

ବଲାଙ୍ଗିର ପୌରପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବଲାଙ୍ଗିର,୧/୯- ବଲାଙ୍ଗିର ପୌରପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପୌରସଂସ୍ଥା ଠାରେ ଜାତୀୟ ପତାକା ଉତ୍ତୋଳନ କରି କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା କରାଯାଇ ଟାଉନହଲ ଠାରେ ସମାପ୍ତ ହୋଇଥିଲା । ପୌରାଧ୍ୟକ୍ଷା ଲିକା ସାହୁଙ୍କ…
Read More...

ରାୟଗଡ ବ୍ଳକରେ ତୃତୀୟ ସାଧାରଣ ସମିତି ବୈଠକ

ପାରଳାଖେମୁଣ୍ଡି,୧/୯- ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତି ସଦଦ୍ଭାବନା ସଭାଗୃହ ଠାରେ ବ୍ଳକ ଅଧ୍ୟକ୍ଷ ପୂର୍ଣ୍ଣବାସୀ ନାୟକଙ୍କ ଅଧ୍ୟକ୍ଷତାରେ ସମିତିର ପଞ୍ଚମ ଅଧିବେଶନ ତଥା ତୃତୀୟ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିତାମ୍ବର ବେହେରା,…
Read More...

ଡ଼ିମିରିଝରି ଗ୍ରାମର ନିଆରା ଗଣେଶ ପୂଜା

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବଡ଼ଗୋଠ ପଞ୍ଚାୟତର ଡ଼ିମିରିଝରି ଗ୍ରାମରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ବେଶ ଜାକଜମକରେ ପାଳିତ ହେଉଛି । ଚଳିତ ବର୍ଷ ଏହି ପୂଜା ୩୫ ବର୍ଷରେ ପଦାର୍ପଣ କରୁଥିବାରୁ ଗ୍ରାମବାସୀଙ୍କ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ…
Read More...

ନୟାଗଡ଼ ମେଡିକାଲ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ଦଶପଲ୍ଲା : ଆଜି ବିଜୁ ଶ୍ରମିକ ସାମୁଖ୍ୟ ତରଫରୁ ନୟାଗଡ଼ ମେଡିକାଲ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମୁଖ୍ୟ ର ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଶ୍ରୀକାନ୍ତ ଖଟେଇ ପ୍ରମୁଖ…
Read More...

ପ୍ରେସକ୍ଳବ ଏକାଦଶ ଏବଂ ମୁନିସିପାଲଟି ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ପ୍ରେସ କ୍ଲବ ଏକାଦଶ ଓ ମୁନିସିପାଲଟି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଂଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚ ଉଦଘାଟନ କରିଥିଲେ । ଅନ୍ୟ…
Read More...