ଆସିଲା ମେଡିକାଲ୍‌ ରିପୋର୍ଟ :
ଠିକ୍‌ ଅଛନ୍ତି ମନ୍ତ୍ରୀ ପାର୍ଥ ଚାଟାର୍ଜୀ,୧୪ଦିନିଆ ରିମାଣ୍ଡ ଆବେଦନ କଲା ଇଡି

ଭୁବନେଶ୍ୱର : ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ୱରସ୍ଥିତ ଏମ୍ସ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏମ୍ସ ପକ୍ଷରୁ କୁହାଯାଇଛି
Read More...

ଶ୍ରାବଣ ଦିତୀୟ ସୋମବାରରେ ଗନ୍ଧରାଢୀ ପୀଠ ଚଳଚଞ୍ଚଳ

ଜହ୍ନାପଙ୍କ : ଶ୍ରାବଣର ଦ୍ୱିତୀୟ ସୋମବାର ଚଳ ଚଞ୍ଚଳ ଓଡିଶାର ଐତିହାସିକ ପ୍ରମୁଖ ଶୈବ ପୀଠ ଗନ୍ଧରାଢୀ ଓ ଦୀର୍ଘ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ମନ୍ଦିରକୁ ଯିବାପାଇଁ ବାରଣ କରାଯାଇଥିଲା । ଏବର୍ଷ କଟକଣା କୋହଳ ଯୋଗୁଁ ୨ ବର୍ଷ ପରେ ହେବ ଭକ୍ତ ଭଗବାନଙ୍କ ମିଳନ ଓ ଅନେକ ଉତ୍ସାହ ଅନେକ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ
Read More...

ବିଷାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ

ଅହମଦାବାଦ: ଗୁଜରାଟର ବୋଟାଡରେ ବିଷାକ୍ତ ମଦ ପିଇ ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବିଷାକ୍ତ ମଦ ସେବନ ହେତୁ କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ନିଶ୍ଚିତ କରିଛି । ଏବେ ଏକାଧିକ ଲୋକଙ୍କ ଅବସ୍ଥା ଗୁରୁତର । ପୁଲିସ
Read More...

ଇଡିକୁ ସବୁକଥା ଖୋଲି କହିଦେଲେ ଅର୍ପିତା : ମୋ ଘରୁ ମିଳିିଥିବା ଟଙ୍କା ପାର୍ଥଙ୍କର

କୋଲକାତା: ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଏବେ ପଶ୍ଚିମ ବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଇଁ କଣ୍ଟା ହେଲା ଭଳି ସ୍ଥିତିକୁ ଚାଲି ଆସିଲେଣି । ନିଜକୁ ସରକ୍ଷିତ ରଖିବା ଯାଇ ସେ ଯାହା ଉଚିତ ମନେ କରୁଛନ୍ତି,ତାହା ଇଡିକୁ କହି ଦେଉଛନ୍ତି । ଅର୍ପିତା ପାର୍ଥ ଚାଟାର୍ଜୀଙ୍କର ଅତି ଘନିଷ୍ଠ
Read More...

ବସ୍‌କୁ ପିଟିଲା ବସ ; ୮ ମୃତ

ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକସ୍‌ପ୍ରେସ୍‌ରେ ୨ଟି ଘରୋଇ ଡବଲ୍‌-ଡେକର୍‌ ବସ୍‌ ପରସ୍ପର ସହିତ ଧକ୍କା ଖାଇବାରୁ ଅନୁୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ କେତେଜଣ ଆହତ ହୋଇଛନ୍ତି । ଲୋନି କତ୍ରା ଥାନା ଅଞ୍ଚଳର ନାରାୟଣପୁର ଗ୍ରାମ ନିକଟରେ ଉପରୋକ୍ତ ବସ୍‌
Read More...

ଶପଥ ସମାରୋହରେ ନବୀନ ଥିଲେ ସ୍ୱତନ୍ତ୍ର ଅତିଥି

ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ଉତ୍ସବରେ ଯୋଗଦାନ ଅବସରରେ ନବୀନ କହିଥିଲେ ଯେ ଏହା ଖୁବ ଗର୍ବ ଓ ଗୌରବର କଥା ଯେ ଜଣେ ଓଡ଼ିଆ ଝିଅ
Read More...

ରାଷ୍ଟ୍ରପତି ଭବନ ରୋଷେଇ ଘରେ ସ୍ଥାନ ପାଇବ ପଖାଳ ଓ ସଜନା ଶାଗ!

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଆଜି ଦେଶର ନୂତନ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବା ପରେ କେତେକ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନୂଆ ରାଷ୍ଟ୍ରପତିଙ୍କ ଅମଳରେ ରାୟସିନା ହିଲର କିଚେନରେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ସ୍ଥାନ ପାଇବ ବୋଲି ଆଲୋଚନା ହେଲାଣି । ସୋସିଆଲ ମିଡିଆରୁ ମେନ୍‌
Read More...

ବଡ଼ଚଣା ବିଜେପି ପକ୍ଷରୁ “ଧନ୍ୟବାଦ ମୋଦୀ ଜୀ’ କାର୍ଯ୍ୟକ୍ରମ ଓ ଶପଥ ଉତ୍ସବ ପାଳନ

ବଡ଼ଚଣା : ବଡ଼ଚଣା ବିଜେପି ପକ୍ଷରୁ " ଧନ୍ୟବାଦ ମୋଦୀ ଜୀ " କାର୍ଯ୍ୟକ୍ରମ ଆଜି ସମିଆ ପଞ୍ଚାୟତରେ ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଜଣେ ସାଧାରଣ ଆଦିବାସୀ, ଜନଜାତି ମହିଳାଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ଓ ଓଡ଼ିଶାକୁ ସାରା
Read More...

୪ କଂଗ୍ରେସ ସାଂସଦ ସଂପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବିତ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦରଦାର ବୃଦ୍ଧିକୁ ନେଇ ସଂସଦରେ ଆଜି ବିରୋଧୀ ଦଳ ସାଂସଦମାନେ ହଙ୍ଗାମା କରିଛନ୍ତି । ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଲୋକସଭା ବାଚସ୍ପତି ଏମ ବିରଲା ସୋମବାର ୪ କଂଗ୍ରେସ ସାଂସଦ ମଣିକମ ଟାଗୋର,ରମ୍ୟା ହରିଦାସ, ଜ୍ୟୋତିମଣି ଓ
Read More...