ପାକିସ୍ତାନ ହାରିବାର କାରଣ କହିଲେ ବାବର ଆଜମ

ଦୁବାଇ : ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍‌ ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଏସିଆ କପ୍‌ ୨୦୨୨ ରେ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା । ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ…
Read More...

ଏହି ସିରିଏଲ୍‌ ଦେଖିବାକୁ ଦେଶବାସୀଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ମୁମ୍ଵାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅର୍ଥାତ୍‌ ଗତକାଲି ଏକ ସିରିଏଲ ଦେଖିବା ପାଇଁ ଭାରତବାସୀଙ୍କୁ ନିବେଦନ କରିଛନ୍ତି। ଏହି ସିରିଏଲର ନାମ ହେଉଛି ସ୍ୱରାଜ: ଭାରତର ସ୍ଵତନ୍ତ୍ର ସଂଗ୍ରାମର ସମଗ୍ର ଗାଥା । ଏହି ସିରିଏଲ ଦୁରଦର୍ଶରେ ଲଞ୍ଚ ହୋଇଛି । ଏଥିରେ ସ୍ୱାଧୀନତା ସଂଗ୍ରାମର…
Read More...

ଅସରାଏ ବର୍ଷାରେ ସ୍କୁଲ ପରିସର ଜଳାର୍ଣ୍ଣବ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବହୁ ପୁରାତନ ଡ଼ିମିରିଝରି ଆଞ୍ଚଳିକ ବିଦ୍ୟାଳୟକୁ ୫-ଟି ଯୋଜନାରେ ରାଜ୍ୟ ସରକାର ରୂପାନ୍ତରିତ କରି ସୌନ୍ଦର୍ଯ୍ୟକରଣ କରିବା ସହ ସ୍ମାର୍ଟ ଓ ଡିଜିଟାଲ ମଧ୍ୟରେ ପାଠ ପଢାଇବାକୁ ଅନୁସଙ୍ଗିକ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ସରକାର ୪୫ ଲକ୍ଷ ଟଙ୍କା…
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଦଶପଲ୍ଲା :ଦଶପଲ୍ଲା ବ୍ଲକର ସାତପାଟଣା ସରକାରୀ ହାଇସ୍କୁଲ ପ୍ରାଂଗଣରେ ପଦ୍ମଚରଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରର ଉଦଘାଟନ ଉତ୍ସବରେ ପରିବେଶବିତ୍‌ ପ୍ରଶନ୍ନ କୁମାର…
Read More...

ବେନକେରା ଗ୍ରାମରେ ସେବା ଚାରିଟେବଲ ଟ୍ରଷ୍ଟର ବୈଠକ ଅନୁଷ୍ଠିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଗ୍ରାମରେ ସେବା ଚାରିଟେବଲ ଟ୍ରଷ୍ଟର ସଭାପତି ସୁନୀଲ କୁମାର ସିଂହଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଖପାଖର ୧୫ ଟି ଗ୍ରାମର ଯୁବଗୋଷ୍ଠୀ ଯୋଗଦେଇଥିଲେ ଏବଂ ନିଜ ନିଜ ଗ୍ରାମର ସୁବିଧା…
Read More...

ଜଗଦଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ଜନ୍ମ ଶତବର୍ଷିକୀ ଉପଲକ୍ଷେ କୃପାଳୁ ଶିଶୁ ସାହିତ୍ୟ ଆସର

ପାରଳାଖେମୁଣ୍ଡି : ବିଶ୍ୱର ପଞ୍ଚମ ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜନ୍ମ ଶତବର୍ଷିକୀ (୧୯୨୨-୨୦୨୨)ଉପଲକ୍ଷେ ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସର ବେଗନ ପାର୍କ, ବେତାଗୁଡା, ଗଜପତିଠାରେ ଚଳିତ ମାସ ଶେଷ ରବିବାର ଅପରାହ୍ନରେ ଅନୁଷ୍ଠିତ…
Read More...

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଯୁବତୀ ଗୁରୁତର

ପୁରୀ : ବିଳମ୍ବିତ ରାତିରେ ପ୍ରଶାନ୍ତି ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜନୈକ ଯୁବତୀ ଗୁରୁତର । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ପୁରୀ ପିପିଲି ନିକଟସ୍ଥ ଦଇସିପାଟଣା ଛକ ନିକଟରେ ଥିବା ଆପାର୍ଟମେଣ୍ଟରେ ଗତକାଲି ରାତ୍ରି ପ୍ରାୟ…
Read More...

ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍‌ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରର କୃଷିଜାତ ଫସଲର ଅବଶେଷ ପୃଷ୍ଟିସାର ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ…
Read More...

ଘୁ.ଉଦୟଗିରି ମହିଳା ପୋଲିସ୍‌ ଏସ୍‌ଆଇଙ୍କ ମୃତ୍ୟୁ ଘଟଣା, ଏସପିଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ପରିବାର ଲୋକେ

ବାଲିଗୁଡ଼ା/ଘୁ.ଉଦୟଗିରି: ଗତକାଲି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୋଲିସ୍‌ ଏସ୍‌ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ମୃତ ଏସ୍‌ଆଇଙ୍କ ପରିବାର ଲୋକେ ମହିଳା ଏସ୍‌ଆଇଙ୍କ ମୃତ୍ୟୁ ଘଟଣାରେ ଥାନା…
Read More...

ନୂଆଁଖାଇରେ ଦୁଇ ଦିନ ସରକାରୀ ଛୁଟି ଦାବିରେ ଧୂମାଭଟା ସରପଞ୍ଚଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକର ଧୂମାଭଟା ପଞ୍ଚାୟତ ସରପଞ୍ଚ ବନମାଳୀ ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ପ୍ରେରଣ କରିଛନ୍ତି । ସରପଞ୍ଚ ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ତଥା…
Read More...