ଖାଇକୁ ଖସିଲା ସିଆରପିଏଫ୍ ଗାଡି ; 3 ଯବାନ ସହିଦ, 15 ଆହତ
ନୂଆଦିଲ୍ଲୀ ; ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼ରେ ଆଜି ଘଟିଛି ଏକ ବଡ ଦୁର୍ଘଟଣା । କାଣ୍ଡୱା ନିକଟରେ ଏକ CRPF ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ତିନି ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ୧୫ ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି!-->…
Read More...
Read More...