୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ : ଆଜି ସ୍ଥାନୀୟ ଆରଚେରି ଖେଳ ପଡିଆର ସ୍ଥାନରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ଦ୍ୱାରା ଆୟୋଜିତ୍‌ ହୋଇଥିବା ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପବନ କୁମାର ତିୱାରୀ, ଆସିଷ୍ଟାଣ୍ଟ
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିକଟରେ ପୁଣିଥରେ ଫେରାଦ ହେଲା ବିଜେପି

ବରଗଡ: ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଯୋଗାଇ ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବା ବେଳେ ଏବଂ ଓଡିଶା ସରକାର ଏ ଦିଗରେ ନିରବତା ଅବଲମ୍ବନ କରୁଥିବା ବେଳେ ଆଜି ପାର୍ଲାମେଣ୍ଟ ଭବନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,କୁଚିଣ୍ଡା
Read More...

କୁରୁମପଦର ଧାନକ୍ରୟ କେନ୍ଦ୍ର ମଣ୍ଡିର ଉଚ୍ଛେଦ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ : କୁରୁମପଦର ଧାନକ୍ରୟ କେନ୍ଦ୍ର ମଣ୍ଡିର ଉଚ୍ଛେଦ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ବ୍ଲକ କସୁରବନ୍ଧ ଓ ଦହ୍ୟା ପଂଚାୟତର ଶତାଧିକ ଚାଷୀମାନେ ଆଜି ଚାଷୀନେତା ଶିବଶଙ୍କର କର୍ଣ୍ଣଙ୍କ ନେତୃତ୍ୱରେ ବୌଦ୍ଧ କୋର୍ଟ ଛକଠାରୁ ଶତାଧିକ ଚାଷୀମାନେ ଏକ
Read More...

ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମେ ସକାଳ ୧୦ଟା ପୂର୍ବରୁ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଅପରାହ୍ନ ୨ଟାରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ପିଲାମାନେ cbse.gov.in. cbseresults.nic.in,
Read More...

କାର୍ଗିଲ ବିଜୟ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଗଞ୍ଜାମ:ଆସନ୍ତା ୨୬ ତାରିଖରେ କାର୍ଗିଲ ବିଜୟ ଦିବସ ପାଳନ କରିବା ଅବସରରେ ଏକ ପ୍ରସ୍ତୁତି ବୈଠକ ଜଗଦଳପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତ ମାଟିର ପୁଅ ସହିଦ୍‌ ଏସ୍‌ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ଠାରେ
Read More...

ନୟାଗଡ ପାଇଁ ଖ୍ୟାତି ଆଣିବ ବଲାଙ୍ଗୀ ପାର୍କ, ୨୦୨୩ରେ ଉଦଘାଟନ ସମ୍ଭାବନା

ଦଶପଲ୍ଲା : ନୟାଗଡରେ ବିଶ୍ୱ ସ୍ତରୀୟ ପାର୍କ ନିର୍ମାଣ ପାଇଁ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ପରିକଳ୍ପନା କରିଥିଲେ । ଅବ୍ୟବହୃତ ହୋଇ ପଡି ରହିଥିବା ବଲାଙ୍ଗୀ ବନ୍ଧ ଏବଂ ଏହାର ଚତୁପାର୍ଶରେ ପାର୍କ ନିର୍ମାଣ କରିବା ପାଇଁ ପରିକଳ୍ପନା ହୋଇଥିଲା । ଏଥିପାଇଁ ବିଭିନ୍ନ ବିଭାଗ ସହଯୋଗରେ
Read More...

କରୋନା ସଂକ୍ରମଣ: ୧୧୧ ଚିହ୍ନଟ ସହିତ ସମ୍ବଲପୁର ରାଜ୍ୟରେ ତୃତୀୟ ସ୍ଥାନ

ସମ୍ବଲପୁର : ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ସହିତ ଏହା ରାଜ୍ୟରେ ତୃତୀୟସ୍ଥାନ ହାସଲ କରିଛି ।ଏହା ପୂର୍ବରୁ ବୁଧବାର ଦିନ ଏହି ସଂଖ୍ୟା ୭୮, ମଙ୍ଗଳବାର ୬୫ ଓ ସୋମବାର ୫୮ ଥିଲା ।ଇତିମଧ୍ୟରେ ରାଜ୍ୟର ଖୋର୍ଦ୍ଧା ଓ କଟକ ପରି ଜିଲ୍ଲାରେ ସଂକ୍ରମଣ
Read More...

ଦ୍ରୌପଦୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର: ଭାରତର ପଞ୍ଚଦଶ ରାଷ୍ଟ୍ରପତି ହୋଇଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଜଣେ ଆଦିବାସୀ ନେତ୍ରୀରୁ ସେ ରାଷ୍ଟ୍ରମୁକୁଟ ପିନ୍ଧିଛନ୍ତି । ଏହାକୁ ନେଇ ଓଡିଶା ସମେତ ସାରା ଦେଶ ଉତ୍ସବ ମୁଖର । ଚାରିଆଡୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ
Read More...

ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ଖେଳିନପାରନ୍ତି ଜାଡେଜା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ, କିନ୍ତୁ ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ । ଦଳର ଉପ-ଅଧିନାୟକ ତଥା ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଟିମ୍‌ ଏକାଦଶରୁ ବାଦ ପଡିପାରନ୍ତି ।
Read More...

୩ ରାଜ୍ୟରେ କ୍ଲିନ୍‌ସୁଇପ କଲେ ଦ୍ରୌପଦୀ ମୁର୍ମୁ, ଏହି ୮ ରାଜ୍ୟରେ ସିହ୍ନାଙ୍କୁ ମିଳିଛି ଅଧିକ ଭୋଟ

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଥିଲେ । ଦେଶର ୧୫ ତମ ରାଷ୍ଟ୍ରପତି ହେବା ପାଇଁ ନିର୍ବାଚନ ମଣ୍ଡଳ ସମେତ ସାଂସଦ ଏବଂ ବିଧାୟକଙ୍କ ୬୪% ରୁ ଅଧିକ ଭୋଟ୍‌ ପାଇଥିଲେ । ତିନୋଟି
Read More...