ଘୁ. ଉଦୟଗିରି ନଗର ବିଜେପି ପକ୍ଷରୁ ଅନ୍ତେବାସୀମାନଙ୍କ ସହ ରକ୍ଷା ବନ୍ଧନ ପାଳିତ

ଘୁ.ଉଦୟଗିରି : ଭାରତୀୟ ଜନତା ପାର୍ଟିର ନଗର ଶାଖା ପକ୍ଷରୁ ଆଜିର ପବିତ୍ର ରକ୍ଷାବନ୍ଧନ ଦିବସ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଉପକାରାଗାରରେ ଥିବା ସମସ୍ତ ଅନ୍ତେବାସୀମାନଙ୍କୁ ବିଜେପି ଦଳର ଯୁବତୀ ଓ ମହିଳା କର୍ମୀ ରାକ୍ଷୀ ବାନ୍ଧି ଉତ୍ସବ ପାଳନ କରିଛନ୍ତି । ଆଜିର ଦିନଟି
Read More...

ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଫେସନ ସୋରେ “ସୁବର୍ଣ୍ଣାଶ୍ରୀ’ର ଅଂଶ…

ସୁବର୍ଣ୍ଣପୁର: ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଏକାମ୍ର ହାଟ ରେ ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୟନିକା ଦ୍ୱାରା ତା ୧୦/୦୮/୨୨ ରେ ଆୟୋଜିତ ଫେସନ ସୋ ରେ "ସୁବର୍ଣ୍ଣା ଶ୍ରୀ'ର ପ୍ରଡ୍ୟୁସର କମ୍ପାନୀ ଅଂଶ ଗ୍ରହଣ କରିଥିଲେ ।
Read More...

ଜମି ବିବାଦକୁ କେନ୍ଦ୍ର କରି ଭାଇକୁ ମାରିଲା ଭାଇ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଲୁଣିବାହାଲ ଛକ ଠାରେ ଜମିବାଡ଼ି କୁ କେନ୍ଦ୍ର କରି ଭାଇକୁ ଜଣେ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ଗୁରୁବାର ଦିନ ସାଢେ ୧୧ ଟା ସମୟରେ ଯୁବରାଜପୁର ଗ୍ରାମର ଝରିଆ ବାରିକ ଲୁଣିବାହଲକୁ
Read More...

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ; ମାଗଣାରେ ଜାତୀୟ ପତାକା ଯୋଗାଇଦେବେ ମିଶନ ଶକ୍ତି ଗୋଷ୍ଠୀ

ଭୁବନେଶ୍ୱର: ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି । ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି । ସରକାରୀ ଓ଼ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା
Read More...

ପୂର୍ଣ୍ଣିମାରେ ମହୁରୁଣ୍ଡି ଶିବ ମନ୍ଦିରଠାରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

ଖପ୍ରାଖୋଲ : ଆଜି ଶ୍ରାବଣ ପୂର୍ଣ୍ଣିମା ଦିନ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରାବଣରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁ ନଥିବା ବେଳେ ଚଳିତ ବର୍ଷ
Read More...

ନେହରୁ ଯୁବ କେନ୍ଦ୍ର ପକ୍ଷରୁ “ହରଘର ତ୍ରିରଙ୍ଗା’

ପାରଳାଖେମୁଣ୍ଡି : ୭୫ ତମ " ଆଜାଦୀ କା ଅମୃତ ମହୋତ୍ସବ' ଉପଲକ୍ଷେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତକା ଉଡିବା ଉପଲକ୍ଷେ ବୁଧବାର ଦିନ ୟୁଥ୍‌ କ୍ଲବ୍‌ ଡେଭେଲପମେଣ୍ଟ କ୍ୟାମ୍ପେନିଙ୍ଗ୍‌ ସହ
Read More...

ଯୁକ୍ତଦୁଇ କଳା ପରୀକ୍ଷାରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେକର୍ଡ ପାସହାର

ପାରଳାଖେମୁଣ୍ଡି : ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା ପ୍ରକାଶ ପାଇଥିବା ଦ୍ୱାଦଶ କଳା ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ଭଲ ପରୀକ୍ଷା ଫଳ ପ୍ରଦର୍ଶନ କରିଛନ୍ତି । କଳା ବିଭାଗରେ ୨୩୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨୦ ଜଣ ଉତ୍ତୀର୍ଣ୍ଣ
Read More...

ପୁଣି ମହାପ୍ରଭୁଙ୍କୁ ଅସମ୍ମାନ, କେକ୍‌ରେ ଶ୍ରୀଜଗନ୍ନାଥଙ୍କ ଫଟୋ

ପୁରୀ : ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ । ପ୍ରଜାତନ୍ତ୍ରର ୭୫ତମ ପୂରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସମ୍ମାନୀତ ହୋଇଥିବା ଖୁସିରେ ଏକ ଅନୁଷ୍ଠାନ ମହାପ୍ରଭୁଙ୍କୁ ଅସମ୍ମାନ କରିଥିବା ଦେଖିବାକୁ ମିଳିଛି । ଯାହା
Read More...

ରାଷ୍ଟ୍ରୀୟ ସମାଜସେବୀ ପରିଷଦ ବୈଠକ

ନବରଙ୍ଗପୁର:ସମାଜରେ ଘଟୁଥିବା ନାରୀ ନିର୍ଯାତନା, ବାଲ୍ୟ ବିବାହ, ପାରିବାରିକ ବିଶୃଙ୍ଖଳା, ଜାତିଗତ କଟକଣା ଓ ପାରମ୍ପରିକ ଅନ୍ଧାନୁସରଣ ଆମକୁ ବହୁ ପଛକୁ ଠେଲି ଦେଇଛି । ଏକ ସୁସ୍ଥ ପରିବାର, ନୀତିନିଷ୍ଠ ବ୍ୟକ୍ତିତ୍ୱ, ଆଦର୍ଶ ଗ୍ରାମ ଓ ଭ୍ରାତୃଭାବ ଆଧାରର ଦେଶ ଗଠନ ଆମର ଲକ୍ଷ୍ୟ । ସମସ୍ତେ ସମାନ
Read More...

ଦେଶର ୧୪ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ ଦେଶର ୧୪ ତମ ଉପରାଷ୍ଟ୍ରପତି ହୋଇଛନ୍ତି । ଗୁରୁବାର ଦିନ ରାଷ୍ଟ୍ରିୟ ଭବନରେ ଏକ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଥିଲେ । ଧନଖଡ ବିରୋଧୀ
Read More...