ବାଏଫ ସଂସ୍ଥା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 46

ଯୁଯୁମୁରା: ବାଏଫ ସଂସ୍ଥା ପକ୍ଷରୁ ଯୁଯୁମୁରା ବ୍ଲକର ବାଣ୍ଡିଝରଣ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାକେଶ ୱାରିଓର, ଆଞ୍ଚଳିକ ନିର୍ଦ୍ଦେଶକ ବାଏଫ ସିପ୍ରିଆନ ସାଙ୍ଗ, ଆକାଉଣ୍ଟସ ଅଫିସର ଅଲେଖ ଦିଲା, ଶାଖା ପରିଚାଳକ ଏଚଡିଏଫସି ବ୍ୟାଙ୍କ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ ।

hiring

ବୃକ୍ଷରୋପଣ କରାଯିବା ପରେ ବାଣ୍ଡିଝରଣ ଗ୍ରାମରେ ଚାଷୀ ଓ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏଥିଷର ସନ୍ତୋଷ ବଘାର, ସିନିଅର ପ୍ରୋଜେକ୍ଟ ଅଫିସର ସଭାପତିତ୍ୱ କରିଥିଲେ । ବୃକ୍ଷରୋପଣ ଏକ ମହାନ କାର୍ଯ୍ୟ ଏବଂ ଚାଷ ଓ ଚାଷୀ ପାଇଁ ବାଏଫ ସଂସ୍ଥାର ଏହି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅବଗତ କରାଯାଇଥିଲା । ଶେଷରେ କାର୍ଯ୍ୟରତ ସିଆରପିମାନଙ୍କୁ ସାଇକେଲ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one × two =