ଆଇଏଏସ ଅଧିକାରୀମାନଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ :
ଅବହେଳିତଙ୍କ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କର
ନୂଆଦିଲ୍ଲୀ: ଦେଶର ବିଭିନ୍ନ ଭାଗରେ ବହୁ ବଞ୍ଚିତ ଓ ଅବହେଳିତ ଲୋକ ଅଛନ୍ତି । ସେମାନେ ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ତେଣୁ ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦୁଃଖ ଦୂର କର । ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣ । ନିଜକୁ ସେମାନଙ୍କ ପାଇଁ ଉତ୍ସର୍ଗ କର ।!-->…
Read More...
Read More...