ସମ୍ଭାବ୍ୟ ମହାମାରୀରୁ ଦୂରେଇବା ପାଇଁ ସ୍କୁଲସ୍ତରରେ ସଚେତନତା ଶିବିର

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗଡମୁଣ୍ଡା ଠାରେ ନଗର ଭ୍ରମ୍ୟମାଣ ଚିକିତ୍ସା କେନ୍ଦ୍ର ପକ୍ଷରୁ ଆଜି ମାସିକ ସ୍ୱାସ୍ଥ୍ୟ ଶିବିର ସହିତ ସ୍କୁଲର ବିଦ୍ୟାର୍ଥୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଯାଇ ସମ୍ଭାବ୍ୟ ମହାମାରୀକୁ ନିଜଠାରୁ କିପରି ଦୂରେଇ ରଖାଯାଇପାରିବ ସେ ସଂପର୍କରେ ଦୃଢ଼
Read More...

ବ୍ୟବସାୟ ଭିତ୍ତିକ ଯୋଜନା ଓ ବଜାରୀକରଣ ଦକ୍ଷତା କର୍ମଶାଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସେରଙ୍ଗ ସ୍ଥିତ ବେଟଭାନୀ ବଙ୍ଗଳା ଠାରେ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ସଉରା ବାପିଷ୍ଟ ଖ୍ରୀଷ୍ଟିୟାନ ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ । କର୍ମଶାଳାରେ ବିଭିନ୍ନ ମଣ୍ଡଳୀର ବିଧବା ମହିଳା ସହ ଶିକ୍ଷା ସଚେତକ ବାର୍ତ୍ତା
Read More...

ରେଳ ଧାରଣାରେ ମୃତଦେହ

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ କିଛି ଦୂରରେ,ନୂଆଗାଁ ଓ ମହିପୁର ଷ୍ଟେସନ ମଧ୍ୟରେ ଥିବା ପଞ୍ଚୁପାଣ୍ଡବ ଜଙ୍ଗଲ ମଧ୍ୟଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌ ଉପରେ ପଡ଼ି ରହିଛି ଅଚିହ୍ନା ମୃତଦେହ । ମୃତ ଶରୀରକୁ ଦେଖିଲେ ଜଣାପଡେ ତାହା ଆନୁମାନିକ ଦୁଇ କିମ୍ବା ତିନିଦିନ ତଳର ମୃତ ଶରୀର
Read More...

ହାଇକୋର୍ଟ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେବେ ଆଇନଜୀବୀ ନିହାର ମିଶ୍ର

ଭବାନୀପାଟଣା: ଓଡ଼ିଶା ଜୁଡିସିଆଲ ଏକାଡେମୀ ଦ୍ୱାରା ହାଇକୋର୍ଟ ପ୍ରତିଷ୍ଠା ଦିବସ ରେ ପ୍ରମୋଜିଙ୍ଗି ଲୟର୍ସ ଅଫ ଦି ଇୟର ସମ୍ମାନରେ ଆଇନଜୀବି ନିହାର ରଞ୍ଜନ ମିଶ୍ରଙ୍କୁ ଚଳିତ ମାସ ୨୭ ତାରିଖ ଦିନ ସମ୍ମାନିତ କରିବ । ଆସନ୍ତା ୨୭ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୨ ଆଇନଜୀବି ସେଥି ମଧ୍ୟରେ
Read More...

୨୬ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ୮ ଗିରଫ

ପୁରୀ : ପୁରୀ ବାସେଳୀ ସାହି ଥାନା ଓ ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ବଡ ସଫଳତା । ୨୬୭ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ୩ ଜଣ ବ୍ରାଉନସୁଗାର ଯୋଗାଣକାରୀଙ୍କ ସହ ନୋଳିଆ ସାହିରେ କାରବାର କରୁଥିବା ୫ ମହିଳାଙ୍କୁ ଗିରଫ କରାଯାଉଛି । ସେମାନଙ୍କ ଠାରୁ ୨୬ ଲକ୍ଷ ମୂଲ୍ୟର ୨୬୭ ଗ୍ରାମ
Read More...

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିରେ ଆଜି ପଚରାଉଚରା କରାଯିବ । ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସମାନ କାରରେ ଯାଇଥିଲେ । ଇଡି କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ
Read More...

ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

ଫୁଲବାଣୀ:ଗୁରୁବାର ସ୍ଥାନୀୟ ଏଜେଓ ହାଇସ୍କୁଲର ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଫୁଲବାଣୀ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କହଁର, ଜିଲା ସାଇନ୍ସ ସୁପରଭାଇଜର ଅଶୋକ ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର
Read More...

ଆଶା ଓଡ଼ିଶାର ଦୁଇ ଦିନିଆ ହୋମିଓପାଥିକ୍‌ ସେମିନାର

ପୁରୀ: ସ୍ୱର୍ଗତ ସ୍ୱନାମଧନ୍ୟ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହୋମିଓପାଥିକ ଚିକିତ୍ସକ ତଥା ପ୍ରଶିକ୍ଷକ ଡାକ୍ତର ଅଶୋକ କୁମାର ମହାନ୍ତିଙ୍କ ୫୯ ତମ ଜନ୍ମବାର୍ଷିକୀ ଅବସରରେ ୟୁଥ୍‌ ହଷ୍ଟେଲ ପରିସରରେଏକ ୨ ଦିନିଆ ସେମିନାର ଉଦଘାଟିତ ହୋଇଯାଇଛି । ବରିଷ୍ଠ ଚିକିତ୍ସକ ଡାକ୍ତର କୃଷ୍ଣଚନ୍ଦ୍ର ମିଶ୍ର
Read More...

ଆସନ୍ତାକାଲି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ଏହାର ୫୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏଥିପାଇଁ ଆସନ୍ତା ଜୁଲାଇ ୨୨ ତାରିଖରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ଓ ବିଭିନ୍ନ ପର୍ଯ୍ୟାୟରେ ୪ ଗୋଟେ ପ୍ରସ୍ତୁତି ବୈଠକ ଜୁଲାଇ ମାସ ମଧ୍ୟରେ
Read More...

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ, ସମସ୍ତ ୬ଟି ଫ୍ରାଞ୍ଚାଇଜ୍‌ କିଣିଲେ ଆଇପିଏଲ୍‌ ମାଲିକ

ନୂଆଦିଲ୍ଲୀ : ଆସନ୍ତା ବର୍ଷଠାରୁ ଆଇପିଏଲ୍‌ ଢାଞ୍ଚାରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ସାଉଥ୍‌ ଆଫ୍ରିକା ଟି-୨୦ ଲିଗ୍‌ । ଯେଉଁଥିରେ ମୋଟ ୬ଟି ଦଳ ଭାଗ ନେବେ । ତେବେ ଏହି ୬ଟି ଯାକ ଟିମ୍‌ର ମାଲିକାନା ଆଇପିଏଲ୍‌ ଦଳର ମାଲିକମାନେ ହିଁ ହାତେଇ ନେଇଛନ୍ତି । ଅର୍ଥାତ ଭାରତୀୟମାନେ ଏବେ ଆଇପିଏଲ ସହ
Read More...