ରାନିଲ ବିକ୍ରମସିଙ୍ଘେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଦେଶ ପାଇଛି ନୂଆ ରାଷ୍ଟ୍ରପତି । ଆଜି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଙ୍ଘେ ନିର୍ବାଚିତ ହୋଇଛନ୍ତି । ୧୩୪ଟି ଭୋଟ ପାଇ ପ୍ରତିପକ୍ଷକୁ ପରାସ୍ତ କରି ରାନିଲ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଛନ୍ତି ।
Read More...

ଆଇସିସି ଦିନିକିଆ ମାନ୍ୟତା : ଶୀର୍ଷସ୍ଥାନ ହରାଇଲେ ବୁମ୍ରା, ଖସିଲେ ରୋହିତ ଓ ବିରାଟ

ଦୁବାଇ : ଗୋଟିଏ ସପ୍ତାହ ମଧ୍ୟରେ ଆଇସିସି ଦିନିକିଆ ମାନ୍ୟତାରେ ଅନେକ ପରିବର୍ତ୍ତନ ଆସିଛି । ଜସପ୍ରୀତ ବୁମ୍ରା କିଛି ଘଣ୍ଟା ପୂର୍ବରୁ ବିଶ୍ୱର ଏକ ନମ୍ବର ଦିନିକିଆ ବୋଲର ଥିଲେ, କିନ୍ତୁ ବର୍ତ୍ତମାନ ଟ୍ରେଣ୍ଟ ବୋଲ୍ଟ ପୁଣି ଏକ ନମ୍ବରରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଏବଂ ରୋହିତ
Read More...

ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ
Read More...

ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ : ପାକିସ୍ତାନର ବିଜୟରେ ଭାରତକୁ ମିଳିଲା ଫାଇଦା

ନୂଆଦିଲ୍ଲୀ : ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ପାକିସ୍ତାନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଜବରଦସ୍ତ ଫାଇଦା ହାସଲ କରିଛି । ପ୍ରଥମ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଚତୁର୍ଥ
Read More...

ଦଶପଲ୍ଲାକୁ ଆସିବେ ନୂଆ ବିଡିଓ

ଦଶପଲ୍ଲା : ରାଜ୍ୟରେ ଆଜି ବିଭିନ୍ନ ବ୍ଲକ୍‌ ଓ ତହସିଲରେ କାର୍ଯ୍ୟ କରୁଥିବା ନିର୍ଦ୍ଦେଶନାମା ଓଏଏସ୍‌ ଅଧିକାରୀମାନଙ୍କର ବଦଳି ପ୍ରକାଶ ପାଇଥିବା ବେଳେ ଏଥିରେ ଦଶପଲ୍ଲା ବ୍ଲକ୍‌ରେ ବିଡିଓ ବିଶ୍ୱରଂଜନ ବିଶ୍ୱାସଙ୍କ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ତାଙ୍କର କଟକ ଜିଲ୍ଲା ବାରଙ୍ଗକୁ ବଦଳି
Read More...

ବନ୍ଧୁକ ଦେଖାଇ ଲୁଟ, ଭୀମା ପାହାଡରେ ଅସୁରକ୍ଷିତ ପର୍ଯ୍ୟଟକ

ବଲାଙ୍ଗୀର: ଐତିହାସିକ ପର୍ଯ୍ୟଟନ ସ୍ଥଳି ଭୀମ ପାହାଡରେ ବନ୍ଧୁକ ମୁନରେ ଦାମୀ କ୍ୟାମେରା ଲୁଟି ନେଲେ ଦୁର୍ବୃତ୍ତ । କିଛି ଦିନ ପୂର୍ବରୁ ହରିଶଙ୍କର ଠାରେ ମଦୁଆଙ୍କ ଉପଦ୍ରବ ହେତୁ ସ୍ଥାନୀୟ ଲୋକଙ୍କ ମାଡପିଟ ଭିଡିଓ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଥିଲା । ଭୀମ ପାହାଡ ପର୍ଯ୍ୟଟନ କ୍ଷେତ୍ରର
Read More...

ନାହିଁ ନାହିଁରେ ଚାଲିଛି ରାଇକିଆ ଉପ ଡାକଘର, ମିଳୁନି ଉପଯୁକ୍ତ ସେବା, ବଢୁଛି ଜନ ଅସନ୍ତୋଷ

ଘୁ.ଉଦୟଗିରି,୨୦/୭: କେନ୍ଦ୍ର ସରକାର ଜନସାଧାରଣଙ୍କ ଆବଶ୍ୟକତା ଉପଲବ୍ଧ କରି ଗ୍ରାମାଞ୍ଚଳରେ ଉପଯୁକ୍ତ ଆଉ ହାତପାହାନ୍ତାରେ ସେବା ପାଇବା ପାଇଁ ମୁଖ୍ୟ ଡାକଘର ସହିତ ଉପ ଡାକଘର କରିଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଜନସାଧାରଣ ଉପଯୁକ୍ତ ସେବା
Read More...

ସମ୍ବଲପୁର ଜିଲ୍ଲାରେ ୬୫ କରୋନା ସଂକ୍ରମିତ ଓ ଜଣେ ମୃତ

ସମ୍ବଲପୁର: ଦୀର୍ଘ ଦିନ ପରେ କରୋନାର ପ୍ରତ୍ୟାବର୍ତ୍ତନ ଓ ନିରନ୍ତର ସଂକ୍ରମଣ ବୃଦ୍ଧି ଏଠାରେ ଚିନ୍ତାର କାରଣ ହୋଇଛି । ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମିତ ୬୫ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ସ୍ଥାନୀୟ ବୁର୍ଲା ବଡ଼
Read More...

ବାସ୍ତବତା ଠାରୁ ବହୁ ଦୂରରେ ସ୍ୱାସ୍ଥ୍ୟସେବା,ଖଟିଆରେ ବୁହାହେଲେ ରୋଗୀ

ଦଶପଲ୍ଲା : -ଖଟିଆରେ ବୁହାହେଲେ ରୋଗୀ । ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । ଏମିତି ଏକ ଦାରୁଣ ଓ କରୁଣ ଚିତ୍ର ଦେଖୁବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର ମୁଜୁରୁବାଡି ଗ୍ରାମରେ । ଏହି ଗ୍ରାମର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ
Read More...

ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ସିପୁ ଦିଗାଲ (୩୧)କୁ
Read More...