୧୧୫ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ କାକଟପୁର ଥାନା ଅଧୀନ ବାଉରିପୋଖରୀଠାରେ ଚଢ଼ାଉକରି ୪୩ ବର୍ଷୀୟ ଉପେନ୍ଦ୍ର ଦାସଙ୍କୁ ଗିରଫ କରି ତାଙ୍କ ଠାରୁ ୧୧୫ ଗ୍ରାମ!-->…
Read More...
Read More...