କୂଅରେ ପଡି ବିବାହିତ ମହିଳାଙ୍କ ମୃତ୍ୟୁ
ଘୁ. ଉଦୟଗିରି : ଆଜି ଟିକାବାଲି ବ୍ଲକ ଗଦଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରୁଦାଙ୍ଗିଆ ବାନ୍ଦାଗୁଡ଼ା ଗ୍ରାମର ରଶ୍ମି ରଞ୍ଜନ ନାୟକ(ଚୁନୁ)ଙ୍କ ସୂଚନା ଅନୁସାରେ ତାଙ୍କ ସ୍ତ୍ରୀ ସୂଦୀପ୍ତା ନାୟକ (୩୫) ଗାଧୋଇବା ସମୟରେ ନିଜର ଅସାବଧାନତା ଯୋଗୁଁ କୂଅରେ ପଡିଯାଇଥିଲେ । ସେ ଏକାକୀ ଗାଧୋଉଥିବା ବେଳେ!-->…
Read More...
Read More...