ନାବାଳିକା ଛାତ୍ରୀ ହତ୍ୟା ମାମଲାରେ ଦୋଷୀକୁ ଗିରଫ ଦାବୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏବିଭିପି ଦାବୀ କରିଛି । ଏ ନେଇ ଆଜି ଜିଲ୍ଲା ସହ ସଂଯୋଜିକା ରାଜନନ୍ଦୀନି
Read More...

ଜିଏସଟି ଚଢ଼ାଉ ; ଗାୟତ୍ରୀ ଇଲେକ୍ଟ୍ରିକାଲର ଜରୁରୀ କାଗଜପତ୍ର ଓ ଲାପଟପ୍‌ ସିଲ୍‌

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପର୍ଶୁରାମ ଛକ ସ୍ଥିତ ଗାୟତ୍ରକ୍ସ ଇଲେକ୍ଟିକାଲ ଦୋକାନରେ ଜିଏସଟି ଏନ୍‌ଫୋର୍ସମେଣ୍ଟ ଟିମ ଚଢ଼ାଉରେ ଆବଶ୍ୟକ କାଗଜପତ୍ର ସହ ଦୋକାନରେ ବ୍ୟବହାହ ଲାପଟପ୍‌ ସିଲ କରାଯାଇଛି । ସୂଚନା ଅନୁସାରେ ଭବାନୀପାଟଣା ଜୋଏଣ୍ଟ କମିଶନର ଅଫ ଷ୍ଟେଟ ଟ୍ୟାକ୍ସ ଆଫିସର କିଶୋର ଚନ୍ଦ୍ର
Read More...

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରେସ କ୍ଲବ ତରଫରୁ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୧୨/୭:- ଆଜି ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ସାମ୍ବାଦିକଙ୍କ ସୁରକ୍ଷା ଓ ସୁବିଧା ନିମନ୍ତେ ୫ଦଫା ଦାବିପତ୍ର ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସଂପର୍କ ବିଭାଗ, ପାନୀୟଜଳ, ପଞ୍ଚାୟତରାଜମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତଙ୍କୁ ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ
Read More...

ଗୁଜୁରାଟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାରେ ସ୍ଥିତି ବେହାଲ

ଅହମ୍ମଦାବାଦ : ଦେଶରେ ଦିଲ୍ଲୀ, ୟୁପି, ହରିୟାଣା ଭଳି ରାଜ୍ୟରେ ଲୋକମାନେ ଗରମରୁ ମୁକ୍ତି ପାଇବା ପାଇଁ ମୌସୁମୀ ବର୍ଷା ଅପେକ୍ଷା କରିଛନ୍ତି । ଅନ୍ୟ ପଟେ ଗୁଜୁରାଟ, ମହାରାଷ୍ଟ୍ର ଭଳି ଦେଶର ପଶ୍ଚିମ ରାଜ୍ୟରେ ଜଳବନ୍ଦୀ ହେତୁ ଅବସ୍ଥା ଆହୁରି ବିଗିଡି ଯାଇଛି । ଗୁଜୁରାଟରେ ସବୁଠାରୁ ଖରାପ
Read More...

ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଆଜି ହୋଇପାରେ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିବ ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ ଆଜିଠାରୁଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବାକୁ ପଡିବ । ଏହା ପରେ ଆଉ ଏକ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଖେଳିବ । ଏହା ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ
Read More...

ପ୍ରଥମ ଦିନିକିଆରେ ଏମିତି ହୋଇପାରେ ଭାରତ ଓ ଇଂଲଣ୍ଡ ପ୍ଲେଇଙ୍ଗ ଏକାଦଶ

ନୂଆଦିଲ୍ଲୀ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଅନ୍ତର୍ଜାତୀୟ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି । ଟି-୨୦ ସିରିଜକୁ ୨-୧ରେ ଜିତିଥିବା ଭାରତୀୟ ଦଳ ମଧ୍ୟ ଦିନିକିଆ ସିରିଜରେ ବିଜୟ ସହ ଆରମ୍ଭ କରିବାକୁ ଚାହୁଁଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର
Read More...

ଓମ୍‌ ଶାନ୍ତି ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗସ୍ତ, ଜଣେ ମୃତ

ଦଶପଲ୍ଲା : ଆଜି ସକାଳୁ ଭୁବନେଶ୍ୱରରୁ ରଣପୁର ଆସୁଥିବା ଓମ୍‌ ଶାନ୍ତି ବସ୍‌ ଗଡ଼ ଖୋର୍ଦ୍ଧା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାେ ଜଣକର ମୃତ୍ୟୁ ହୋଇଥିବାଳେ ଆଠଜଣ ଗୁରୁତର ହୋଇଛନ୍ତି । ଆହୁରି ଆନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ପୋଲିସ
Read More...

ସୋନପୁର ସଡକ ଦୁର୍ଘଟଣା, ଦୁଃଖପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩
Read More...

ତୁମାଣ୍ଡି ସେବା ସମବାୟ ସମିତି ସଭାପତି ହେଲେ ସିଲନ କୁମାର

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ସେବା ସମବାୟ ସମିତିରେ ଗତକାଲି ସଭାପତି ନିର୍ବାଚନ ଥିବା ବେଳେ ତୁମାଣ୍ଡି ସେବା ସମବାୟ ସମିତିର ସଭାପତି ପଦ ପାଇଁ ସିଲନ କୁମାର ଦଳବେହେରା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ
Read More...

ସୂର୍ଯ୍ୟ ନାରାୟଣ ସାହୁ ହେଲେ ବାହାଡ଼ାଝୋଲା ସେବା ସମବାୟ ସମିତିର ସଭାପତି

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ସେବା ସମବାୟ ସମିତିର ସଭାପତି ଭାବେ ସୂର୍ଯ୍ୟ ନାରାୟଣ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାହାଡ଼ାଝୋଲା
Read More...