ମୁଖ୍ୟ ଡାକଘର ଠାରେ ତ୍ରିରଙ୍ଗା ଉଡାଇବା ଅଭିଯାନ ଶୁଭାରମ୍ଭ

ବୌଦ୍ଧ,୩/୮- ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘର ଠାରେ ତ୍ରିରଙ୍ଗା ପତାକା ଉଡ଼ାଇବା ଅଭିଯାନର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଜିଠାରୁ ବୌଦ୍ଧ ଜିଲ୍ଲାର ପୋଷ୍ଟ ଅଫିସ ମାନଙ୍କରେ ତ୍ରିରଙ୍ଗା ପତାକା ୨୫ ଟଙ୍କା ମୂଲ୍ୟରେ ମିଳୁଛି । ଗୋଟିଏ ପତାକା ପାଇଁ ୨୫ ଟଙ୍କା ପୈଠକରି ସମସ୍ତ
Read More...

ଗର୍ଭଗୃହରୁ ପଥର ଖସିବା ଘଟଣା; ପଥର ନୁହେଁ ପ୍ଲାଷ୍ଟର ଚୂନ ଖଣ୍ଡ : ଜିଲ୍ଲାପାଳ

ପୁରୀ : ଶ୍ରୀମନ୍ଦିରରୁ କୌଣସି ପଥର ଖସିନାହିଁ । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ୱରୁ ଲାଇମ୍‌ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି । ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ଗତକାଲି ସକାଳ ଧୂପ ପରେ ଏହି ଘଟଣା ଘଟିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ
Read More...

ପୁରୀରେ ପ୍ରବଳ ବର୍ଷା, ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ହେଲେ କଲବଲ

ପୁରୀ : ଆଜି ସକାଳୁ ପୁରୀରେ ପ୍ରବଳ ବର୍ଷା ଯୋଗୁଁ ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ କଲବଲ ହେବାକୁ ପଡିଛି । ଭକ୍ତ ମାନେ ବର୍ଷାରେ ଭିଜି ଭିଜି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ବାଇଶି ପାହାଚରେ ପ୍ରବଳ ବର୍ଷା ଜଳ ଆସୁଥିବାରୁ ମନ୍ଦିର
Read More...

ସଂକଟରେ ବାବରଙ୍କ ଶୀର୍ଷ ମାନ୍ୟତା, ଏହି ଷ୍ଟାର ଭାରତୀୟ ଖେଳାଳି ପହଞ୍ଚିଲେ ଦ୍ୱିତୀୟ ସ୍ଥାନରେ

ନୂଆଦିଲ୍ଲୀ : ସର୍ବଶେଷ ଆଇସିସି ଟି -୨୦ ବ୍ୟାଟିଂ ମାନ୍ୟତାରେ ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ୨ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ୭୬ ରନ୍‌
Read More...

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : କୁଚିଣ୍ଡା ଓ ପାଟଣାଗଡରେ ପ୍ରତିଷ୍ଠା ହେବ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର

ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଠାରେ ନୂତନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖୋଲାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ । କୁଚିଣ୍ଡାରେ ନୂଆ
Read More...

ଅନ୍ତର୍ଜାତୀୟ ପେଂଚାକ ସିଲାଟ ଚମ୍ପିୟାନସିପ ନିମନ୍ତେ ରେଫେରି ଭାବେ ହରିଷଙ୍କ ସଫଳତା

ନବରଙ୍ଗପୁର : ଜୁଲାଇ ୨୦ ରୁ ୩୧ତାରିଖ ପର୍ଯ୍ୟନ୍ତ ମାଲେସିଆର ମେଲାକ ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପେଂଚାକ ସିଲାଟ ରେଫେରି ଭାବେ ଓଡ଼ିଶାରୁ ଜଣେ ମାତ୍ର ନବରଙ୍ଗପୁର ଗାନ୍ଧିନଗରର ହରିଷ ଚନ୍ଦ୍ର ବେହେରା ରେଫେରି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଫେରିଛନ୍ତି ।ନବରଙ୍ଗପୁର ଭଳି ଆଦିବାସୀ
Read More...

ଅପଗ୍ରେଡ୍ ହେବ ୧୦୦ ହାଇସ୍କୁଲ୍

ଭୁବନେଶ୍ଵର : ସ୍କୁଲ୍ ଗୁଡ଼ିକରୁ ଡ୍ରପ୍ ଆଉଟ୍ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଆସନ୍ତା ଶିକ୍ଷା ବର୍ଷରୁ ଅପଗ୍ରେଡ୍ ହେବ ୧୦୦ଟି ହାଇସ୍କୁଲ୍। ଯେଉଁ ସବୁ ବ୍ଲକରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ।ମାଟ୍ରିକ ପାସ
Read More...

“ହର ଘର ତ୍ରିରଙ୍ଗା’ ଅଭିଯାନକୁ ସାକାର କରିବ ଭାଜପା

ସମ୍ବଲପୁର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୧ ସ୍ୱାଧୀନତା ଦିବସରୁ ୨୦୨୨ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚଳିତ ବର୍ଷକୁ ଚିରସ୍ମରଣୀୟ ଓ ଐତିହାସିକ ଭାବରେ ପାଳନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆହ୍ୱାନ ଦେଇଥିଲେ । ଏଥିପାଇଁ ବର୍ଷ ତମାମ ଆଜାଦି କା
Read More...

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ବିଧାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ବିଧାୟକ । ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିଛନ୍ତି
Read More...

ଏସିଆ କପ୍‌ ପାଇଁ ପାକିସ୍ତାନ ଦଳ ଘୋଷଣା, ୨୮ରେ ଭାରତ ବିପକ୍ଷରେ ଖେଳିବ ମ୍ୟାଚ

ନୂଆଦିଲ୍ଲୀ : ନେଦରଲ୍ୟାଣ୍ଡ ଏବଂ ୟୁଏଇରେ ହେବାକୁ ଥିବା ଆଗାମୀ ଟି -୨୦ ଏସିଆ କପ୍‌ ପାଇଁ ପାକିସ୍ତାନ ନିଜର ମଜଭୁତ ଦଳ ଘୋଷଣା କରିଛି । ପାକିସ୍ତାନ ୨୮ ଅଗଷ୍ଟ ରବିବାର ଦିନ ଭାରତ ବିପକ୍ଷରେ ଏସିଆ କପ-୨୦୨୨ର ପ୍ରଥମ ମ୍ୟାଚ ଖେଳିବ । ଷ୍ଟାର ପେସର୍‌ ଶାହିନ୍‌ ଆଫ୍ରିଦି ଉଭୟ ଦଳରେ
Read More...