ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ

ଖପ୍ରାଖୋଲ: ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ କରାଯାଇଥିବା ଜଣାପଡିଛି । ‘ବିଦ୍ୟୁତ ବିଭାଗ ହାଏ ହାଏ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କର’ ଇତ୍ୟାଦି ନାରାରେ ଗୁଞ୍ଜି ଉଠିଥିଲା ଗାଁର କୋଣ ଅନୁକୋଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମର ସାବିତ୍ରୀ ବାଇ
Read More...

ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା; ୩ ମୃତ, ୬ ଗୁରୁତର

ସୁବର୍ଣ୍ଣପୁର : ଆଜି ସକାଳେ ସୋନପୁର ସଦରବ୍ଲକ ୫୭ ନମ୍ବର ରାଜପଥ ଅନ୍ତର୍ଗତ ବଡ଼ବାହାଲି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଖବର ଅନୁଯାୟୀ ଅଟୋ ଓ ବାଇକକୁ ଏକ ଆର୍ଟିଗା ଗାଡି ଧକ୍କା ଦେବା ଫଳରେ ରାସ୍ତାପାର୍ଶ୍ୱରେ ଠିଆହୋଇଥିବା ଏକ ବାଇକ ଓ ଅଟୋରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ
Read More...

ଭିଏସସନଗରରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜି ଭିଏସସନଗର "ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ" ତରଫରୁ ଭିଏସସନଗର ସରକାରୀ ହାଇସ୍କୁଲର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା -୨୦୨୨ ରେ ସର୍ବାଧିକ ମାର୍କ ରଖି A1 ଗ୍ରେଡରେ ପାସ କରିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀ ଶ୍ରୀ ଆୟୁଷ୍ମାନ ମହାନ୍ତି, ଆୟୁଷ କୁମାର ମହନ୍ତି, ତନୁଶ୍ରୀ
Read More...

ଇଡିରେ ୨୧ରେ ହାଜର ହେବେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ଗତ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ଚିଠି ଲେଖି ଏଜେନ୍ସି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଥିଲେ । ଆଜି ଏଜେନ୍ସି ପକ୍ଷରୁ ସାନି ସମନ ଜାରି କରାଯାଇ ଜୁଲାଇ ୨୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।
Read More...

ନୂତନ ସଂସଦ ଭବନରେ ଅଶୋକ ସ୍ତମ୍ଭ ଉନ୍ମୋଚିତ

ନୂଆଦିଲ୍ଲୀ : ନୂତନ ସଂସଦ ଭବନର ଛାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଙ୍କେତ ବିଶାଳ ଅଶୋକ ସ୍ତମ୍ଭର ଉନ୍‌ମୋଚନ କରିଛନ୍ତି । ପ୍ରାୟ ୯୫୦୦ କିଲୋଗ୍ରାମ ଓଜନର ଏହି ଅଶୋକ ସ୍ତମ୍ଭ ପିତ୍ତଳରେ ନିର୍ମିତ ହୋଇଥିବା ବେଳେ ଏହାର ଉଚ୍ଚତା ୬.୫ ମିଟର । ଏହାପରେ ପ୍ରଧାନମନ୍ତ୍ରୀ ଏହାକୁ ସଠିକ
Read More...

ଶ୍ରୀଲଙ୍କାକୁ ସୈନ୍ୟ ପଠାଇବ ନାହିଁ ଭାରତ

କଲମ୍ବୋ : ଶ୍ରଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ଭାରତ । ତେବେ ଏହି ପଡେ଼ାଶୀ ଦେଶକୁ ସୈନ୍ୟ ପଠାଇବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ,
Read More...

ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଫୁଲବାଣୀ:-ଖଜୁରୀପଡା ବ୍ଲକର ଜିଏନଏମ କଲେଜ ସଭାଗୃହ ଗୁଦାରିଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜିଏନଏମ କଲେଜ ଗୁଦାରିର ମୁଖ୍ୟ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...

ଖୁଣ୍ଟବନ୍ଧ ସେବା ସମବାୟ ସମିତିର ସଭାପତି ଭାବେ ରାଜ୍‌ କିଶୋର ଦେହୁରୀଙ୍କ ଦାୟିତ୍ୱ ଗ୍ରହଣ

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଅନ୍ତର୍ଗତ ଖୁଂଟବନ୍ଧ ସେବା ସମବାୟ ସମିତିର ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ରାଜ କିଶୋର ଦେହୁରୀ ଆଜି ସମିତିର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ବେଳେ ସମିତିର ସମ୍ପାଦକ ଦେବାଶିଷ ମିଶ୍ର, ନିର୍ଦ୍ଦେଶକ ମୁରଲୀଧର ମିଶ୍ର,
Read More...

କଂଗ୍ରେସର ଜନସମ୍ପର୍କ ଯାତ୍ରା

ପାଟଣାଗଡ଼ : ପାଟଣାଗଡ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରାଦେଶିକ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି ସ୍ଥାନୀୟ ବର୍ଥଳା ଗ୍ରାମଠାରେ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା । ବରିଷ୍ଠ ପିସିସି ସଭ୍ୟ ଅନିଲ ମେହେର ନେତୃତ୍ୱରେ ଅନୁଷ୍ଠିତ ସ୍ୱାଗତ ସମାରୋହରେ ୫ ଶହରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ ଏକ
Read More...

ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକର ରାମଗିରି ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ୫୫ ଗୋଟି ଅଭିଯୋଗ ଆସିଥିବା ବେଳେ ଏହାକୁ ତୁରନ୍ତ ସମାଧାନ ସକାଶେ ବିଭାଗୀୟ
Read More...