ଚିଙ୍ଗିରିପାସରେ ଝାଡାବାନ୍ତିରେ ଜଣେ ମୃତ, ୩ ଗୁରୁତର
ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧିନ ଚିଙ୍ଗିରିପାସ ଗ୍ରାମରେ ଝାଡାବାନ୍ତି ରୋଗର ପ୍ରକୋପ ବଢିବାରେ ଲାଗିଥିବା ଜଣାପଡିଛି । ଯେଉଁଥିରେ ଆକ୍ରାନ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ସହିତ ତିନି ଗୁରୁତର ହୋଇଥିବା ଘଟଣାର ସୂଚନା ଅଞ୍ଚଳରେ ଆଲୋଡନ!-->…
Read More...
Read More...