ବାଉଁଶୁଣୀରେ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ବୌଦ୍ଧ/ବାଉଁଶୁଣୀ,୩/୬- ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସର୍ବମୋଟ ୧୪୪ ଗୋଟି
Read More...

୬୦ ପେଟି ଥଣ୍ଡା ପାନୀୟ ଜଳ ନଷ୍ଟ କରାଗଲା

ଘୁ ଉଦୟଗିରି,୨/୬: ସହରର ପାତ୍ର ଏଜେନସି ପକ୍ଷରୁ ବିତରଣ କରାଯାଉଥିବା ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ଜଳ ଆଜି ଫିଙ୍ଗି ନଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କରୋନା ସମୟରେ ୨୦୨୦ -୨୧ ମସିହାର ଯେଉଁ ଥଣ୍ଡା ପାନୀୟ ଜଳ ଯେପରି ଫିଜ୍‌, ଫ୍ରୁଟି, ବିକ୍ରି ହୋଇପାରି ନଥିଲା ।
Read More...

ଜୁନ ୩ ରୁ ୫ ପ୍ରଥମ ଗନ୍ଧରାଢୀ ଲୋକକଳା ମହୋତ୍ସବ

ବୌଦ୍ଧ /ଜହ୍ନ ।ପଙ୍କ,୨/୬: ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁ ପୀଠ ପରିସରରେ ଗନ୍ଧରାଢୀ ଲୋକକଳା କମିଟି ଓ ଅଞ୍ଚଳବାସୀ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପ୍ରଥମ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ ଜୁନ ୩ ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ ।
Read More...

ଗଜପତିରେ ଫେଲ ମାରିଛି ବଳରାମ ଯୋଜନା

ଗଜପତି,୨/୬- ଭୂମିହୀନ ଭାଗ ଚାଷୀମାନଙ୍କୁ ବିନା ବନ୍ଧକରେ କୃଷି ଋଣ ଦେଇ ସ୍ୱାବଲମ୍ବୀ କରିବା ସକାଶେ ସରକାର ଏହି ଯୋଜନା କରିଥିବାବେଳେ ଗଜପତିରେ ଏହା ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ବଳରାମ ଯୋଜନାରେ ଭୂମି ହୀନ କୃଷକ ମାନଙ୍କ ମିଳିତ ଦେୟ ଗୋଷ୍ଠୀ ଗଠନ କରି ଫସଲ ଋଣ ପାଇଁ
Read More...

ଗରିବ କଲ୍ୟାଣ ସମ୍ମିଳନୀ : ଭିଡ଼ିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗଜପତି,୨/୬:- ସାରା ଦେଶ ପାଇଁ ଗରିବ କଲ୍ୟାଣ ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ସିମଲା ଠାରୁ ଭିଡ଼ିଓ କନଫେରେସିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି
Read More...

ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ଗଜପତି,୨/୬:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଭାବେ ଡକ୍ଟର ସୁଶାନ୍ତ ରଞ୍ଜନ ଦାଶ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସହକାରୀ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର
Read More...

ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ହକି ପ୍ରଶିକ୍ଷଣ ଆରମ୍ଭ

ବୌଦ୍ଧ,୨/୬:- ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଖେଳପଡ଼ିଆ ଠାରେ ତୃଣମୂଳସ୍ତରୀୟ ଦିନିକିଆ ହକି ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟ ନାଥ ମାଝୀ ଏହି ଶିବିରକୁ ଉଦଘାଟନ କରି ଆଗ୍ରହର ସହିତ ପିଲାମାନେ ଏହି ହକି ଖେଳ କୌଶଳ ଶିଖିବାକୁ ପରାମର୍ଶ ଦେଇଥିଲେ ।
Read More...

ମାଫିଆଙ୍କ ନଜରରେ ଶୁଖିଲା ବନ୍ଧ ଜମି, ପୁନଃରୁଦ୍ଧାର ଦାବିକଲେ ପଡାବାସି

କଣ୍ଟାବାଞ୍ଜି,୧/୬- ୧୯୭୬ ମସିହା ସେଟଲମେଣ୍ଟରେ ବନ୍ଧ ନାଁରେ ଚିହିଁତ ହୋଇଥିବା ବାଲକିଶନ ବନ୍ଧ ଯାହା ଖତିଆନ ୩୯ ପ୍ଲଟ ନଂ ୩୩୦, ୩୩୧, ୩୩୨ରେ ବାଲକିଶନ ବନ୍ଧ ନାଁରେ ଉଲ୍ଲେଖ ରହିଛି । ଦୈନନ୍ଦିନ ବ୍ୟବହାରରେ ଆସୁଥୁବା ଏହି ବନ୍ଧଟି ବର୍ତ୍ତମାନ ଉଚିତ ରକ୍ଷଣାବେକ୍ଷଣା ଅଭାବରୁ ଶୁଖିଯାଇଛି ।
Read More...

ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଆଲୋଚନା

ବୌଦ୍ଧ,୩୧ା୫ : ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ, ଉଜ୍ଜଳା ଯୋଜନା, ସ୍ୱଛ ଭାରତ, ଜଳ ଜୀବନ ମିଶନ ଓ ଅମୃତ,
Read More...

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ,୩୧/୫:- ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହରିପ୍ରିୟା ହୋତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ସଭାପତିତ୍ୱ
Read More...