ବିଂଝାଲ ସମାଜର ଶୀତଳ ଷଷ୍ଠୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼,୨୮/୫- ପବିତ୍ର ଜ୍ୟେଷ୍ଠ ଷଷ୍ଠୀକୁ ଶୀତଳ ଷଷ୍ଠୀ ରୂପରେ ସାରା ବିଶ୍ୱରେ ପାଳନ କରା ଯାଉଥିବା ବେଳେ ମାତା ପାର୍ବତୀ (ମାଁ ବିନ୍ଧ୍ୟ ବାସିନୀ ) ଏବଂ ବାବା ଭୋଳା ଶଙ୍କରଙ୍କ ବିବାହ ପରେ ଏହିଦିନହିଁ ଯୁଗଳ ମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେବାର ମାନ୍ୟତା ଏବଂ ପରମ୍ପରା ବହୁ ପୁରାତନ । ଏଣୁ
Read More...

କିଷାନ ପାଣି ପଞ୍ଚାୟତ ତରଫରୁ କର୍ମକର୍ତ୍ତା ଚୟନ

ଗଜପତି,୨୮/୫- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଧାମୋହନ ମନ୍ଦିର ଠାରେ ଆଜି କିଷାନ ପାଣି ପଞ୍ଚାୟତ ତରଫରୁ କର୍ମକର୍ତ୍ତା ଚୟନ ଏବଂ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ କିଷାନ ପାଣି ପଞ୍ଚାୟତର
Read More...

ସିଆରପିଏଫ୍‌ ପକ୍ଷରୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଟିଫିନ୍‌ ବୋମା ଉଦ୍ଧାର

ବାଲିଗୁଡା,୨୮/୫: କିଛିଦିନର ବ୍ୟବଧାନ ପରେ ପୋଷ୍ଟର ବ୍ୟାନର ଜାରିକରି କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓ ସଙ୍ଗଠନ । ସେପଟେ ପୋଲିସର ମାଓ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଙ୍ଗଠନ । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ
Read More...

ଝାଟିପାବଲିର ଅବହେଳିତ ଶୈବପୀଠ କପିଳେଶ୍ୱର ମନ୍ଦିର

ବାଉଁଶୁଣି,୨୭/୫- ବୌଦ୍ଧବ୍ଲକ ମନୁପାଲି ପଞ୍ଚାୟତର ମହୁଲିଗ୍ରାମ ବାଘନଦୀ କୂଳ ନିକଟ ଝାଟିପାବଲି ପାହାଡ଼ ଉପରେ ଅବସ୍ଥିତ କପିଳେଶ୍ୱର ଶିବ ମନ୍ଦିର । ମନ୍ଦିର ନିର୍ମାଣର ସଠିକ ସମୟ ବିଷୟରେ କିଛି ଜଣାପଡିନଥିଲେହେଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘନ ବନାନୀ ମଧ୍ୟରେ ଅବସ୍ଥିତ ଏହି ମନ୍ଦିରକୁ ଦର୍ଶନ
Read More...

ବୌଦ୍ଧଜିଲ୍ଲା ବିଜେପିର ସୁଶାସନ ଗରିବୀ କଲ୍ୟାଣ ପର୍ବ ପାଳନ ଉପଲକ୍ଷେ ବୌଦ୍ଧରେ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୬/୫- ଆସନ୍ତା ୩୧ ତାରିଖ ଠାରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ବ ପାଳନ କରାଯିବ । ରାଜ୍ୟ ବିଜେପି ତରଫରୁ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ଉପ ସଭାପତି ଭୃଗୁୁବକ୍ସି ପାତ୍ର ଯୋଗଦାନ କରି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।
Read More...

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ବାଉଁଶୁଣି,୨୪/୫ - ଆଜି ବୌଦ୍ଧବ୍ଲକ ବାଉଁଶୁଣି ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ
Read More...

ଐତିହାସିକ ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପ୍ରସ୍ତୁତି ବୈଠକ

ଗଜପତି/ପାରଳାଖେମୁଣ୍ଡି,୨୪/୫: ଗଜପତି ଜିଲ୍ଲାର ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଐତିହାସିକ ସ୍ଥାନ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାର
Read More...

ଘୁ. ଉଦୟଗିରି ପ୍ରେସ୍‌ କ୍ଲବ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଘୁ.ଉଦୟଗିରି,୨୪/୫: ଘୁ. ଉଦୟଗିରି ପ୍ରେସ କ୍ଲବ୍‌ ସଭାପତି ସମୀର ପାଢ଼ୀଙ୍କ ନେତୃତ୍ୱରେ କ୍ଲବ୍‌ ଗୃହ ନିର୍ମାଣ ନିମନ୍ତେ ଜାଗା ପ୍ରଦାନ କରିବାକୁ ଆଜି ଘୁ. ଉଦୟଗିରିର ସମସ୍ତ ସାମ୍ବାଦିକ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରେସ
Read More...

ବାଲ୍ୟବିବାହ ନିମନ୍ତେ ସଚେତନତା ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ କାର୍ଯ୍ୟକ୍ରମ

ଗଜପତି/ପାରଳାଖେମୁଣ୍ଡି,୨୪/୫: ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ଏକ ବାଲ୍ୟ ବିବାହର ସଚେତନତା କାର୍ଯ୍ୟକ୍ରମ ନାରାୟଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଗ୍ରାମ ସ୍ତରରେ ମହିଳା ସ୍ୱୟଂ
Read More...

କାଳବୈଶାଖୀର ପ୍ରଭାବ ଗଛ ଭାଙ୍ଗି ରାସ୍ତା ଅବରୋଧ

ଘୁ.ଉଦୟଗିରି,୨୪/୫:- କାଳବୈଶାଖୀ ବର୍ଷା ପବନରେ ଘୁ. ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ନିକଟରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯିବା ସହ ବିରାଟ ଆମ୍ବ ଗଛ ମଧ୍ୟ ଉପୁଡ଼ି ଯାଇଥିବାରୁ ରାଜ୍ୟ ରାଜପଥ ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନ ସମୟରେ ହଠାତ୍‌ କାଳବୈଶାଖୀ ବର୍ଷା ହେବାସହ
Read More...