କରୋନା କାଳରେ କଳାକାରମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ଆଲୋଚନା ଚକ୍ର

ସୁବର୍ଣ୍ଣପୁର: ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶର ସମସ୍ତ କଳାକାର ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ରୋଜଗାର ହରାଇ କିଏ ରାସ୍ତା କଡ଼ରେ ଉଠାଦୋକାନ କରିଛନ୍ତି କିଏ ପୁଣି ପେଟର ଜ୍ୱାଳା ସହିନପାରି ଦାଦନ ଯିବାକୁ ପଛାଇନାହାନ୍ତି । ଘୋର ଆର୍ଥିକ ଦୁଃସ୍ଥିତିରେ ଅଥୟ ହୋଇ ସେମାନଙ୍କ
Read More...

କରୋନା ସଂକଟ ବେଳେ ଯୋଗ ସାଜିଛି ଆଶାର କିରଣ : ପିଏମ

ନୂଆଦିଲ୍ଲୀ : ଆଜି ସାରା ବିଶ୍ୱରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଥିଲେ ।ସେ କହିଛନ୍ତି ଯେ ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ବିରୁଦ୍ଧରେ ଲଢୁଛନ୍ତି, ଯୋଗ ଏକ ଆଶାର କିରଣ ହୋଇ ରହିଛି । ଦୁଇ ବର୍ଷ
Read More...

ଯୋଗ @ ବୁଦ୍ଧମ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଠାରେ ଯୋଗ @ ବୁଦ୍ଧମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ବିକାଶ ମାହାର, ରାୟ ସ୍ୱସ୍ତିକ କୁମାର୍ ଦେଓ ଓ ଚନ୍ଦ୍ର ଶେଖର ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । କୋଭିଡ୍ ଗାଇଡ୍ ଲାଇନର ଆଧାରରେ
Read More...

ପୁଣି ୪୩ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୩୦୩୧ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ
Read More...

ଆଜି ମହାପ୍ରଭୁଙ୍କ ବିବାହ ମହୋତ୍ସବ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ । ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ଋକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ୠକ୍ମିଣୀ ହରଣ ଏକାଦଶୀ ବିଧି । ଏହି ଅବସରରେ
Read More...

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ : ଗଛ ବଖାଣୁଛି ସୁସ୍ଥ ଜୀବନ ଓ ସୁରକ୍ଷାର ମନ୍ତ୍ର

ଭୁବନେଶ୍ୱର : ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳିତ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି ବି ଉଇଥ୍ ଯୋଗ, ବି ଆଟ ହୋମ୍ । ଅର୍ଥାତ୍ ମହାମାରୀ କରୋନାର ନିୟମ ପାଳନ କରି ପରିବାର ସହିତ ଯୋଗକୁ ଆପଣାନ୍ତୁ । ଯାହା
Read More...

ବିଜେପି ପୁରୁଣାକଟକ ମଣ୍ଡଳ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ହରଭଙ୍ଗା,୨୧/୬- ବିଜେପି ପୁରୁଣାକଟକ ମଣ୍ଡଳ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବୁରୁବୁଡ଼ା ବାବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମାଗୁଣି ଗାଇଗୌରିଆ, ସୁଶୀଲ ଦେହୁରୀ, ରବୀନ୍ଦ୍ର ପ୍ରଧାନ, ମଣ୍ଡଳ ସଭାପତି ବାମନ ବାରିକ, ଗରୁଡ଼ଧ୍ବଜ ପ୍ରଧାନ, ବାଲ୍ୟକୃଷ୍ଣ ପାତ୍ର, ରଞ୍ଜନ
Read More...