ରାଜେନ୍ଦ୍ର ନଗର ସେବାକମିଟି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି,୨୦/୫- ମହାମାରୀ କରୋନା ସମୟରେ ଲକ ଡାଉନ ଓ ସଟ ଡାଉନ ଭଳି ସମସ୍ୟାରୁ ନିଜନିଜ ଜୀବିକା ହରେଇଥିବା ଗରିବ, ଅସହାୟ ମାନଙ୍କ ପାଇଁ ସହଯୋଗର ହାତ ବଢେଇଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଜେନ୍ଦ୍ର ନଗର ସେବା କମିଟି । ସହରର ହସ୍ପିଟାଲ, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ସହରର
Read More...

ଦୁଇଟି ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି,୨୦/୫- ଗଜପତି ଜିଲ୍ଲା କାଶୀନଗର ବ୍ଳକର କେ. ସୀତାପୁର ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲାପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ଚାଇଲଡ଼ ଲାଇନର ଟିମ ମେମ୍ବର ଖବରପାଇ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ କନକଲତା
Read More...

ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା, ଦୈନିକ ବଜାର ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ

ବୌଦ୍ଧ/ ଜହ୍ନାପଙ୍କ,୨୦/୫- ଗ୍ରାମାଞ୍ଚଳରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢିଚାଲିଥିବାବେଳେ ସାପ୍ତାହିକ ଓ ଦୈନିକ ବଜାରରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସାମାଜିକ ଦୂରତା ନରହିବା, ମାସ୍କ ନପିନ୍ଧିବା ଆଦି କରୋନା କଟକଣାକୁ ଲୋକମାନେ ମାନୁନଥିବା ଯୋଗୁଁ ବୌଦ୍ଧବ୍ଳକ
Read More...

କୋଭିଡ୍‌ ହସପିଟାଲରେ ମୃତ୍ୟୁବରଣ କଲେ ସ୍ୱେଚ୍ଛାସେବୀ ସନ୍ତୋଷ ସାହୁ

ବୌଦ୍ଧ/ ଜହ୍ନାପଙ୍କ,୨୦/୫- ବୌଦ୍ଧ ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମର ସନ୍ତୋଷ କୁମାର ସାହୁ ଗତକାଲି ବୁଧବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବୌଦ୍ଧସ୍ଥିତ କୋଭିଡ୍‌ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜକୁ
Read More...

ବିପୁଳ ପରିମାଣର କାଠ ସହ ଆସବାବପତ୍ର ନିର୍ମାଣ ସାମଗ୍ରୀ ଜବତ

ବୌଦ୍ଧ,୨୦/୫ - ବୌଦ୍ଧ ବନ ବିଭାଗର ୭୨ ଜଣିଆ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହିତ ବିପୁଳ ପରିମାଣର ଅର୍ଦ୍ଧନିର୍ମିତ ଆସବାବପତ୍ର ବନ ବିଭାଗ ଜବତ କରିଛି । ବୌଦ୍ଧ ଡି.ଏଫ.ଓ. ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ବନ
Read More...