ଭାରସାମ୍ୟ ହରାଇ କପା ବୋଝେଇ ଟ୍ରକ ଦୁର୍ଘଟଣା
ବୌଦ୍ଧ,୧/୧୨- ଆଜି ଅପରାନ୍ହ ପ୍ରାୟ ୫ ଘଣ୍ଟା ସମୟରେ ବୁଟୁପାଲି - ବଘିଆପଡା ରାସ୍ତାର କଂଟୁଆଣି ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ୫ଘଣ୍ଟା ସମୟରେ ବଘିଆପଡା ଅଂଚଳରୁ ମଧ୍ୟ ପ୍ରଦେଶ ରାଜ୍ୟକୁ ଯାଉଥିବା ଗୋଟିଏ କପା!-->…
Read More...
Read More...