ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ : ଉମାଶଙ୍କର ଭୁବନେଶ୍ୱର ନୂଆ ଡିସିପି, ସାଗରିକା ସୁନ୍ଦରଗଡ ଏସପି
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆପିଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କୁ ରାଜ୍ୟ ପୁଲିସ ହାଉସିଂ କର୍ପୋରେସନର ସିଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କୋଇଲା ନିର୍ଦ୍ଦେଶକ ଥିବା ଆଇପିଏସ ସତ୍ୟଜିତ!-->…
Read More...
Read More...