ଶତାଧିକ ଚାଷୀଙ୍କ ଜୀବିକା ପୁନଃ ଆରମ୍ଭ କରିବାରେ ସାହାଯ୍ୟ କଲା ବେଦାନ୍ତ

ଝାରସୁଗୁଡ଼ା : କୋଭିଡ୍-୧୯ ପରିପ୍ରେକ୍ଷୀରେ ଦେଶବ୍ୟାପୀ ହୋଇଥିବା ତାଲାବନ୍ଦ ପାଇଁ କୃଷି କ୍ଷେତ୍ରରେ ଜୀବନଜୀବିକା ବ୍ୟାହତ ହୋଇଛି । ଅମଳ ପାଇଁ ମାନବ ଶକ୍ତିର ଅଭାବ, ବିଚ୍ଛିନ ଯୋଗାଣ ଶୃଙ୍ଖଳା, ବଜାର ଏବଂ ଗତିବିଧିରେ ସୀମିତତା ଇତ୍ୟାଦି ପାଇଁ ଚାଷୀଭାଇମାନେ ସେମାନଙ୍କର ଶୀତ ଅମଳକୁ
Read More...

ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ ସହ କୋଭିଡି୧୯ର ସଚେତନତା କଲେ ପୁଷ୍ପାଞ୍ଜଳୀ ପଣ୍ଡା

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ବି ସୀତା ପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ଗ୍ରାମର ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରିବା ସହ କୋଭିଡି୧୯ ଉପରେ ସଚେତନତା କରାଇଛନ୍ତି । ହାତକୁବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତା ରକ୍ଷା
Read More...

ଜୟ ମା ୟୁଥ୍ କ୍ଲବ ଓ ମହାବରୀ ମଲ୍ଟି ଜିମ୍ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର:ଆଜି ଟିମ୍ ପ୍ରକାଶ ତ୍ରିପାଠୀ, ଜୟ ମା ୟୁଥ୍ କ୍ଲବ୍ ଓ ମହାବୀର ମଲ୍ଟି ଜିମ୍ ତରଫରୁ ପ୍ରଭୂଜୀ ଇଙ୍ଗ୍ଲିସ ମିଡିଅମ୍ ସ୍କୁଲ୍,କ୍ରିୟାଯୋଗ ଆଶ୍ରମ ପରିସରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ " ଜୀବନ ବିନ୍ଦୁ" ରକ୍ତଦାନ ଶିବିର ଅନୁଷ୍ଠିତ ହେବା
Read More...

ବରବେଶ ରେ ଯିବା ବଦଳରେ ସିଧାଚାଲିଗଲେ ଗାଁ ମଶାଣି

ସୋନପୁର : ବିଧିର ବିଧାନ ବଡ଼ ବିଚିତ୍ର।ବାହାଘରପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଘରେ ବିବାହ ବେଦୀ ପ୍ରସ୍ତୁତ ସରିଥିଲା ।କରୋନା ର କଟକଣା ହେତୁ ଘରେ ସ୍ୱଳ୍ପ ସଂଖ୍ୟକ ବନ୍ଧୁ ବର୍ଗ ମଧ୍ୟ ପହଞ୍ଚି ସାରିଥିଲେ।ଆଉ ମାତ୍ର କିଛି ଘଣ୍ଟା ପରେ ବରବେଶରେ ସଜାଡି ହୋଇ ବରଯାତ୍ରୀ ଙ୍କ ଗହଣରେ
Read More...

ହୀରାକୁଦରୁ ବହୁପରିମାଣରେ ଜଳ ନିଷ୍କାସନ ପରେ ଜଳସ୍ତର ୬୦୭.୯୭ଫୁଟ କୁ ଖସିଲା

ସମ୍ବଲପୁର- ହୀରାକୁଦ ଜଳଭଣ୍ଡାରରୁ ବିପୁଳ ପରିମାଣରେ ଜଳ ନିଷ୍କାସନପରେ ଏହାର ଜଳସ୍ତର ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬୦୭.୯୭ଫୁଟ କୁ ଖସି ଆସିଛି । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ସମୟରେ ଜଳଭଣ୍ଡାର ଭିତରକୁ ୬୫.୧୪୩ କ୍ୟୁସେକ ଜଳରାଶି
Read More...

ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୪୦ ୟୁନିଟ ରକ୍ତ ସଂଗୃହିତ

ସମ୍ବଲପୁର,ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ରବିବାର ଅପରାହ୍ନ ସମୟରେ ଶାନ୍ତିନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ପୂର୍ବତନ ସମ୍ବଲପୁର ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଂଯୋଜନା ରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୪୦
Read More...

ପେଟ୍ରୋଲ ଡିଜେଲ ଦରବୃଦ୍ଧି ବିରୁଦ୍ଧରେ କଂଗ୍ରେସର ପ୍ରତିବାଦ

 ବୌଦ୍ଧ,୨୯/୬-  ଦେଶରେ କିଛିଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ନିୟମିତ ବୃଦ୍ଧି ପାଉଥିବାରୁ ଜିଲ୍ଲା କଂଗ୍ରେସ କମିଟି ଆଜି ତାର ପ୍ରତିବାଦ କରିଛି । ଲକଡାଉନ ସମୟରେ ପେଟ୍ରୋଲିୟମ ସାମଗ୍ରୀରେ ଟିକସ ବସାଇ ଖାଉଟିମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ଏସବୁ ସାମଗ୍ରୀର ଦର କମାଇବାକୁ ଦାବି
Read More...

ନବ ବଧୂକୁ ଅପହରଣ ଉଦ୍ୟମ ପଣ୍ଡ, ଛେଚା ଖାଇଲେ 2 ଯୁବକ !

ବୌଦ୍ଧ,29/6 - ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମ ପଂଚାୟତର ଗୋଟିଏ ଗାଆଁକୁ ସଦ୍ୟ ବିବାହିତା ଜଣେ ନବ ବଧୂକୁ ଅପହରଣ ଉଦ୍ୟମ କରିବାକୁ ଆସିଥିବା 5 ଜଣ ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଛେଚିବା ଘଟଣା କୁଶଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l କୁଶଙ୍ଗ ଅଂଚଳର ଜଣେ ଯୁବକ ପଡୋଶୀ ନୟାଗଡ
Read More...

କୋଭିଡ-୧୯ ଆଇନର ସବୁଠି ଉଲ୍ଲଂଘନ, ପ୍ରଶାସନ ନିରବଦ୍ରଷ୍ଟା

ବୌଦ୍ଧ,୨୯/୬- ବିଭିନ୍ନ ସାମାଜିକ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନକୁ କରୋନା ମହାମାରୀ ପାଇଁ କଟକଣା ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିବାହ କାର୍ଯ୍ୟକ୍ରମର ଅନୁମତି ପାଇଁ ବ୍ୟବସ୍ଥା ରହିଛି । ଅନୁମତି ଦେବା ପୂର୍ବରୁ କୋଭିଡ-୧୯ ଆଇନର ଅନୁପାଳନ ପାଇଁ ଆବେଦନକାରୀମାନେ
Read More...

ରାସ୍ତା କଡ଼କୁ ଓଲଟିଲା ଚିପ୍ସ ବୋଝେଇ ହାଇୱା

ବୌଦ୍ଧ - ଆଜି ଭୋର 4 ଘଣ୍ଟା ସମୟରେ ଚାରିଛକ - କୁଶଙ୍ଗ ରାସ୍ତାର ଲକ୍ଷ୍ମଣପୁର ଗ୍ରାମ ନିକଟରେ ଗୋଟିଏ ଚିପ୍ସ ବୋଝେଇ ହାଇୱା ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର 4 ଘଣ୍ଟା ସମୟରେ ଗୋଟିଏ ହାଇୱା ନିକଟସ୍ଥ ଏକ କ୍ରସରରୁ ଚିପ୍ସ ବୋଝେଇ କରି
Read More...