ବାତ୍ୟା ପରେ ନିଜର ଫାର୍ମହାଉସକୁ ସଫା କରୁଛନ୍ତି ସଲମାନ, ଭିଡିଓ ହେଲା ଭାଇରାଲ
ଲକଡାଉନ ସମୟରେ ନିଜର ଫାର୍ମହାଉସରେ ସଲମାନ ଖାନ ଏବେ ନିଜର ଦିନ କଟାଉଛନ୍ତି । ଏହି ଫାର୍ମହାଉସରେ ତାଙ୍କ ସହ ଭଉଣୀ ଅର୍ପିତା, ଆକ୍ଟର ଆୟୁଷ ଶର୍ମା, ଅଭିନେତ୍ରୀ ଜ୍ୟୋକଲିନ ଫର୍ଣ୍ଣାଡିଜ ଓ ୟୁଲିଆ ବନ୍ତୁର ମଧ୍ୟ ରହୁଛନ୍ତି । ଏବେ ନିକଟରେ ମହାରାଷ୍ଟ୍ରରେ ନିସର୍ଗ ବାତ୍ୟା ପ୍ରଭାବରେ ବିଭିନ୍ନ!-->…
Read More...
Read More...