ଗଜପତିରେ ପୁଣି 10 କରୋନା ପଜିଟିଭ ଚିହ୍ନଟ

0 436

ଗଜପତିରେ ପୁଣି 10 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ସାତଜଣ ଆନ୍ଧ୍ରପ୍ରଦେଶରୁ ଫେରନ୍ତା ଓ ତିନି ଜଣ ମହାରାଷ୍ଟ୍ର ଫେରନ୍ତା । ଏମାନେ ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ଥିଲା।ସେମାନଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କୁ ଆର ସୀତା ପୁର ଠାରେ ଥିବା କୋଭିଡ଼ ହସ୍ପିଟାଲକୁ ଚିକିତ୍ସା ସକାଶେ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲା ପାଳ ଅନୁପମ ସାହା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

one × 2 =