ପ୍ରବାସୀ କଲେଣି ନାକେଦମ୍‌

ଭୁବନେଶ୍ୱର : କରୋନା ମହାମାରୀ ସମଗ୍ର ବିଶ୍ୱରେ ତାହାର କାୟାବିସ୍ତାର କରିଚାଲିଛି । ଆମ ଦେଶ ଭାରତ ମଧ୍ୟ କରୋନା କବଳରେ କବଳିତ ହୋଇ ରହିଛି । ଓଡିଶାରେ କରୋନାର ସ୍ଥିତି ଯଦିଓ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଠାରୁ ଭଲ ରହିଛି ତେବେ ପ୍ରତିଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । ଏହି କାରଣରୁ
Read More...

ରାଜ୍ୟରେ ଆଉ ୯୯ କରୋନା ରୋଗୀ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଉ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ୍ ୬୪୯ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ଜଣ ବାଲେଶ୍ୱର
Read More...

ସଂକ୍ରମଣ ସ୍ଥିତି ଅଣାୟତ୍ତ

ଆଦିଲ୍ଲୀ: ଭାରତରେ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଦେଶ ତୁଳନାରେ ଦୈନିକ ବା ଦିନକର ସଂକ୍ରମଣ ସ୍ଥିତି ଅଧିକ ଉଦ୍‌ବେଗଜନକ ହୋଇପଡ଼ିଛି । ପ୍ରତିଦିନ ସଂକ୍ରମଣ ରେକର୍ଡ଼ ଭାଙ୍ଗୁଛି । ପୂର୍ବରୁ ଦିନକର ସଂକ୍ରମଣ ସଂଖ୍ୟା ୬,୭୬୭ ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ରେକର୍ଡ଼ ଭଙ୍ଗ କରି ୬,୯୭୭ରେ
Read More...

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ବିମାନ ମଝି ସିଟ୍ ଖାଲି ରହିବ

ନୂଆଦିଲ୍ଲୀ : ବିମାନରେ ବିଦେଶରୁ ଭାରତୀୟଙ୍କୁ ଆଣୁଥିବା ବିମାନ ପାଇଁ ସୁପ୍ରିମ୍‌କୋର୍ଟ କେତେକ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିମାନଗୁଡ଼ିକର ମଝି ସିଟ୍ ଖାଲି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜୁନ୍ ୬ ପରେ ଏହି ନିୟମ ଲାଗୁ ହେବ । କାରଣ ଏହି ତାରିଖ ଯାଏଁ ବିମାନର
Read More...

ଆଇପିଏଲ୍ ଖୁବ୍‌ଶୀଘ୍ର ହେବା ନେଇ ଧାୱନ ଆଶାବାଦୀ

ନୂଆଦିଲ୍ଲୀ : ଆଇପିଏଲ୍ ଚଳିତ ବର୍ଷ ହେବ ଏବଂ ଖୁବ୍‌ଶୀଘ୍ର ଏହା ଆରମ୍ଭ ହୋଇଯିବ । ଏଭଳି ଆଶାବ୍ୟକ୍ତ କରିଛନ୍ତି ଭାରତୀୟ ଓପନର ଶିଖର ଧାୱନ । ସେ କହିଛନ୍ତି ଯେ, ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ସମସ୍ତଙ୍କର ଗୋଟିଏ ଚିନ୍ତା ଆଇପିଏଲ୍ କେବେ ଖେଳାଯିବ । ଯେହେତୁ କରୋନା ମହାମାରୀ ସଂକ୍ରମଣ ଜାରି
Read More...

ସୁବର୍ଣ୍ଣ ସୁଯୋଗକୁ ଏଡ଼ାଇ ପାଠପଢ଼ାକୁ ଗୁରୁତ୍ୱ ଦେଲେ ଜ୍ୟୋତି

ନୂଆଦିଲ୍ଲୀ : ଏଇ ନିକଟରେ ଜ୍ୟୋତି କୁମାରୀ ନାମ୍ନୀ ଜଣେ ଯୁବତୀ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାର ପାତ୍ରୀ ହୋଇଛନ୍ତି । ବିଶ୍ୱର ନାମୀଦାମୀ ସାଇକେଲ୍ ଚାଳନା ସଂଗଠନଗୁଡ଼ିକର ସେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ଦୀର୍ଘ ବାଟର ସାଇକେଲ୍ ଚାଳନା ।
Read More...

ହକି କିମ୍ବଦନ୍ତୀ ବଲବୀରଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକ

ନୂଆଦିଲ୍ଲୀ : ଭାରତୀୟ ହକିର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବଲବୀର ସିଂ (ସିନିୟର)ଙ୍କର ସୋମବାର ଭୋର ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ମଇ ୮ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିମୋନିଆରେ
Read More...

ଭୀମସାର ସେଣ୍ଟ୍ରାଲ ଆଇସିୟୁର ୬ଟି ଭେଣ୍ଟିଲେଟର ଅକାମି ନେଇ ଅଭିଯୋଗ

ସମ୍ବଲପୁର: କେବଳ ସମ୍ବଲପୁର ଜିଲ୍ଲା କାହିଁକି ସମଗ୍ର ପଶ୍ଚିମ ଓଡିଶା ଓ ସୀମାନ୍ତ ଗାଁମାନଙ୍କ ପାଇଁ ଚିକିତ୍ସା ସେବା କ୍ଷେତ୍ରରେ ଏକମାତ୍ର ଭରସା ରୂପେ ପରିଚିତ ଭୀମସାର ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥାରେ ଛନ୍ଦିହୋଇ ବଦନାମ ହେବାକୁ ଯାଉଛି । ଚିକିତ୍ସା କ୍ଷେତ୍ରରେ ଆଇସିୟୁ ସୁବିଧାକୁ ନେଇ
Read More...

ଏବିଭିପି ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ରକ୍ତ ଭଣ୍ଡାରଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ ପ୍ରଦୀପ କୁମାର
Read More...

ଟ୍ୟାଙ୍କରରେ ପାଣି ଯୋଗାଇଲେ ସରପଞ୍ଚ, ପ୍ରଶଂସା କଲେ ଗ୍ରାମବାସୀ

କଣ୍ଟାବାଞ୍ଜି : ସରପଞ୍ଚଙ୍କୁ ସରକାର ଜିଲ୍ଲାପାଳ କ୍ଷମତା ଦେବାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଓ ଫଳାଫଳ ଆଲୋଚନା ଶୁଣାଯାଏ I ବୁରୋମାଲ ସରପଞ୍ଚ ଟେଙ୍କର ଯୋଗେ ଲୋକଙ୍କୁ ପାଣି ଯୋଗାଣ କରି ଗୋଟେ ମିଶାଲ ପ୍ରସ୍ତୁତ କରିଛନ୍ତି I ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ବଢିବାକୁ
Read More...