ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ଗଜପତି ଜିଲ୍ଲାପାଳଙ୍କ ଜରୁରୀ ସୂଚନା : ଫେରିବା ଲୋକଙ୍କ ନାମ ଓ ଗାଡିର…
ରାଜ୍ୟ ବାହାରୁ ନିଜ ଜିଲ୍ଲାକୁ ଫେରୁଥିବା ଓଡ଼ିଆ’ଙ୍କ ପାଇଁ ଏଣିକି ସେମାନଙ୍କ ନାମ ଓ ଯେଉଁଥିରେ ଫେରୁଥିବେ ତାର ପଞ୍ଜିକରଣ ହେବା ବାଧ୍ୟତାମୂଳକ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଜରୁରୀ ପ୍ରେସ ବିବୃତିରେ ଭିଡିଓ ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାପାଳ ଶ୍ରୀ ଶାହା କହିଛନ୍ତି ଯେ ,!-->…
Read More...
Read More...