Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଋଣ କରିଥିବା ଗ୍ରାହଙ୍କ ପାଇଁ ଖୁସି ଖବର, କମିଲା ରେପୋରେଟ୍
ନୂଆଦିଲ୍ଲୀ; ଗ୍ରାହକଙ୍କୁ ନୂଆବର୍ଷ ଭେଟି ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଋଣ କରିଥିବା ଗ୍ରାହଙ୍କ ପାଇଁ ଖୁସି ଖବର । କମିଲା ରେପୋରେଟ୍ । ଏଣିକି ବ୍ୟାଙ୍କ ଲୋନର ଇଏମଆଇ ଉପରେ ମିଳିବ ଆଶ୍ୱସ୍ତି । ୦.୨୫ ପ୍ରତିଶତ କମିଛି ରେପୋରେଟ୍ । ବର୍ତ୍ତମାନ ରେପୋ ୫. ୨୫ ପ୍ରତିଶତକୁ ହ୍ରାସ!-->…
Read More...
Read More...
କମିଲା ଗ୍ୟାସ ଦର, ଆଜିଠାରୁ ଏହି ସବୁ ଦର ବଢିଲା
ନୂଆଦିଲ୍ଲୀ: ପ୍ରତି ମାସରେ କିଛି ନା କିଛି ନୂଆ ପରିବର୍ତ୍ତନ ଆସୁଛି। ଏହି କ୍ରମରେ, ଆଜି ଅର୍ଥାତ ୧ ଜୁଲାଇ ଠାରୁ, ଏପରି କିଛି ନିୟମ ପରିବର୍ତ୍ତନ କରାଯାଉଛି ଯାହା ଆପଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ ATM ରୁ ଅଧିକ ଟଙ୍କା ଉଠାଣ ଉପରେ ଚାର୍ଜ,!-->…
Read More...
Read More...
ଏଥର ପକ୍ଷରୁ ଭୁବନେଶ୍ୱରରେ ଖୋଲିଲା ତୃତୀୟ ଏକ୍ସପେରିଏନ୍ସ ସେଣ୍ଟର
ଭୁବନେଶ୍ୱର : ଭାରତର ଅଗ୍ରଣୀ ଇଲେକ୍ଟ୍ରିକ ଦୁଇଚକିଆ ଯାନ ନିର୍ମାତା ଏଥର ଏନର୍ଜି ଲିମିଟେଡ ଭୁବନଶ୍ୱରର ପୁରୀ ବାଇପାସ୍ ରୋଡ୍ ପାଣ୍ଡେରା ଛକଠାରେ ଏହାର ତୃତୀୟ ଏକ୍ସପେରିଏନ୍ସ ସେଣ୍ଟର "ଏଥର୍ ସ୍ପେଶ' ର ଶୁଭାରମ୍ଭ ହୋଇଛି । ଏହି ଏକ୍ସପେରିଏନ୍ସ ସେଣ୍ଟରରେ ଗ୍ରାହକମାନେ ଏଥରର୍ ପ୍ରଥମ!-->…
Read More...
Read More...
ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ୨୦ତମ ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର ଲଗୁନରେ ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ୨୦ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଡକ୍ଟର ଦେବବ୍ରତ ପାଢୀ, ସିନିୟର କନସଲଟାଣ୍ଟ ଆର୍ଥୋପେଡ଼ିକ୍ସ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ!-->…
Read More...
Read More...
ବାଲିଯାତ୍ରାରେ ଖୋଲିବ ୧୧ ଶହ ଦୋକାନ
କଟକ: ପ୍ଲଟ ପଞ୍ଜୀକରଣ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିନିମନ୍ତେ ପ୍ଲଟ୍ ଆବଣ୍ଟନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ । ୧୦ଟି ଟିମ୍ ପଞ୍ଜୀକରଣ!-->…
Read More...
Read More...
ଆଳୁ ପିଆଜ ପରେ ଏବେ ତେଲ ମହଙ୍ଗା
ଭୁବନେଶ୍ବର: ବଢୁଛି ଜରୁରୀ ସାମଗ୍ରୀର ଦାମ ବଢ଼ି ଚାଲିଛି । ଆଳୁ ପିଆଜ ପରେ ଏବେ ତେଲ ମହଙ୍ଗା ହୋଇଛି । କେନ୍ଦ୍ର ସରକାର ପାମୋଲିନ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନୀ ଶୁଳ୍କ ବଢ଼ାଇଥିଲେ ଯାହା ଗ୍ରାହାକଙ୍କ ଉପରେ ପ୍ରଭାବ ପକାଉଛି। ଶୁଳ୍କ ବୃଦ୍ଧି ଫଳରେ ଖୁଚୁରା ବଜାରରେ!-->…
Read More...
Read More...
ଚାଷୀ ପଞ୍ଜିକରଣର ପ୍ରଚାର ରଥର ଶୁଭାରମ୍ଭ
ଗଜପତି : ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି। ଧାନ ସଂଗ୍ରହ ବର୍ଷ ୨୦୨୪-୨୫ ପାଇଁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି!-->…
Read More...
Read More...
ଜୀବନ ଜୀବିକା ଯୋଗାଇଛି ମହୁନାଡ଼
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବର୍ତ୍ତମାନ ମହୁନାଡ଼ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି। ଏହି ମହୁନାଡ଼ ବନ୍ଧ, ପୋଖରୀ, ସାଗରରୁ ମହିଳା ମାନେ ସଂଗ୍ରହ କରି ବଜାରକୁ ବିକ୍ରିବଟା ସକାଶେ ଆଣିଥାନ୍ତି। ବିଡା ୧୦ ଟଙ୍କା ୨୦ଟଙ୍କାରେ ଏହି ମହୁନାଡ଼କୁ ବିକ୍ରି କରିଥାନ୍ତି।!-->…
Read More...
Read More...
କୃଷି ବିଭାଗ ତତ୍ପର ସାର କୀଟ ନାଶକ ଓ ବିହନର କଳା ବଜାର ରୋକିବାକୁ
ବରଗଡ : ଚଳିତ ଖରିଫ ଚାଷ ପାଇଁ ଆବଶ୍ୟକ ବିଭିନ୍ନ କୃଷି ସାମଗ୍ରୀ ତଥା ରାସାୟନିକ ସାର, କୀଟ ନାଶକ ଓ ବିହନର କଳା ବଜାର ରୋକିବା ପାଇଁ ବରଗଡ ଜିଲ୍ଲା କୃଷି ବିଭାଗ ଦ୍ଵାରା ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରି ମାନେ ସେମାନଙ୍କର ଚିରା ଚରିତ ଯାଞ୍ଚ!-->…
Read More...
Read More...
ବିଦେଶୀ ମଦ ଅଧିକ ମୂଲ୍ୟରେ ବିକ୍ରି ବିରୁଦ୍ଧରେ ଅଭିଯୋଗ
ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ରହିଥିବା ବିଭିନ୍ନ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି | ଗ୍ରାହକ ବିଲ୍ ମାଗିଲେ ଦୀଆ ଯାଉନାହିଁ। ଯଦି ବା କିଛି ଗ୍ରାହକଙ୍କୁ ବିଲ୍ ଦିଆଯାଉଛି ସେଥ୍ରେ ଧାର୍ଯ୍ୟ!-->…
Read More...
Read More...