Browsing Category

ମନୋରଞ୍ଜନ

ବହି ପଢିବାର ଫଟୋ ସେୟାର କଲେ ମୁନି ରୟ, ଲେଖିଲେ ଏହି ଖାସ୍ କ୍ୟାପ୍‌ସନ

ନୂଆଦିଲ୍ଲୀ : ଅଭିନେତ୍ରୀ ମୁନି ରୟ ତାଙ୍କର ହଟ ଏବଂ ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁନ୍ତି । ତାଙ୍କର ଫଟୋଗୁଡିକ ପ୍ରାୟତଃ ଇଣ୍ଟରନେଟରେ ଭାଇରାଲ ହୁଏ । ସେ ବର୍ତ୍ତମାନ ତାଙ୍କ ଫଟୋକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସେ ପୁସ୍ତକ
Read More...

ଦାନ୍ତ ଚେକଅପ୍ ପାଇଁ କ୍ଲିନିକରେ ପହଞ୍ଚିଲେ ଅନୁଷ୍କା ଶର୍ମା , କଳା ପୋଷାକରେ କଏଦ ହେଲା ବେବି ବମ୍ପ

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି । କିଛି ମାସ ପୂର୍ବରୁ ଅନୁଷ୍କା ଘୋଷଣା କରିଥିଲେ ଯେ ସେ ୨୦୨୧ ମସିହାରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବେ । ଅନୁଷ୍କା ଗର୍ଭାବସ୍ଥାରେ ମଧ୍ୟ ବହୁତ
Read More...

ଅନନ୍ୟାଙ୍କ ଖୁସି କହିଲେ ନସରେ

ଚଙ୍କି ପାଣ୍ଡେଙ୍କ ସୁନ୍ଦରୀ ଚୁଲବୁଲୀ ଝିଅ ଅନନ୍ୟା ପାଣ୍ଡେ ଆଜିକାଲି ଚର୍ଚ୍ଚାରେ । ତାଙ୍କ ଅଭିନୀତ ‘ଖାଲିପିଲି’କୁ ନେଇ ଜୋର୍‌ସୋର୍‌ରେ ପ୍ରଶଂସା ଚାଲିଛି । ଅନନ୍ୟା ଏବେ ମୁମ୍ବଇରେ ଥିବାବେଳେ ତାଙ୍କ ବାପା, ମା ଓ ସାନ ଭଉଣୀ ସମସ୍ତେ ଦୁବାଇରେ । ଚଙ୍କି ଏକ ସୁଟିଂ ପାଇଁ ଦୁବାଇ ସପ୍ତାହେ
Read More...

ପ୍ରଭାସଙ୍କ ଫୋନ୍‌ ଚେକ୍‌ କରନ୍ତି ଅନୁଷ୍କା

ସୁପରହିଟ୍‌ ଫିଲ୍ମ "ବାହୁବଲୀ'ରେ ପ୍ରଭାସ ଓ ଅନୁଷ୍କାଙ୍କ ଯୋଡିକୁ ଦର୍ଶକ ଭରପୁର ସମର୍ଥନ ଦେଇଛନ୍ତି । ଖାଲି ରିଲ୍‌ ନୁହେଁ ରିଅଲ ଲାଇଫରେ ମଧ୍ୟ ଉଭୟଙ୍କ ଯୋଡି ବେସ୍‌ ସୁନ୍ଦର । ହେଲେ ଏ କଥା ଦୁହେଁ ମୁହଁ ଖୋଲି କୋଉଠି କୁହନ୍ତି ନାହିଁ । ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିିଥିବା
Read More...

ସାରା ଅଲ୍ଲି ଖାଁଙ୍କ ଡ୍ରାଇଭରକୁ କରୋନା

ମୁମ୍ବାଇ : ଫିଲ୍ମ ଜଗତରେ ଲଗାତାର କରୋନା ଭାଇରସ ସଂକ୍ରମଣ ଜାରି ରହିଛି । ବଚ୍ଚନ ପରିବାର ଓ ଅନୁପର ଖେରଙ୍କ ପରିବାର ପରେ ଏବେ ଅଭିନେତ୍ରୀ ସାରା ଅଲ୍ଲି ଖାଁଙ୍କ ଡ୍ରାଇଭର ମଧ୍ୟ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି । ଏହାର ସୂଚନା ଅଭିନେତ୍ରୀ ନିଜେ ତାଙ୍କର ଇଷ୍ଟ୍ରାଗ୍ରାମ ଆକାଉଣ୍ଟ ଜରିଆରେ
Read More...

ଅଭିନେତ୍ରୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍‌, ଜୟା ବଚ୍ଚନ ନେଗେଟିଭ

ମୁମ୍ବାଇ : ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କର ପୁତ୍ର ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ୍ ଟୋପେ ଟ୍ୱିଟ୍ କରି
Read More...

ବାତ୍ୟା ପରେ ନିଜର ଫାର୍ମହାଉସକୁ ସଫା କରୁଛନ୍ତି ସଲମାନ, ଭିଡିଓ ହେଲା ଭାଇରାଲ

ଲକଡାଉନ ସମୟରେ ନିଜର ଫାର୍ମହାଉସରେ ସଲମାନ ଖାନ ଏବେ ନିଜର ଦିନ କଟାଉଛନ୍ତି । ଏହି ଫାର୍ମହାଉସରେ ତାଙ୍କ ସହ ଭଉଣୀ ଅର୍ପିତା, ଆକ୍ଟର ଆୟୁଷ ଶର୍ମା, ଅଭିନେତ୍ରୀ ଜ୍ୟୋକଲିନ ଫର୍ଣ୍ଣାଡିଜ ଓ ୟୁଲିଆ ବନ୍ତୁର ମଧ୍ୟ ରହୁଛନ୍ତି । ଏବେ ନିକଟରେ ମହାରାଷ୍ଟ୍ରରେ ନିସର୍ଗ ବାତ୍ୟା ପ୍ରଭାବରେ ବିଭିନ୍ନ
Read More...

ପ୍ରିୟଙ୍କାଙ୍କ ଝିଆରୀ ହେଲେ ମେକଅପ୍ ଆର୍ଟିଷ୍ଟ, ପିସିଙ୍କୁ ଦେଲେ ରାଜକୁମାରୀ ଲୁକ୍‌

କରୋନା ଭାଇରସ କାରଣରୁ ବହୁତ ଗୁଡିଏ ଇଣ୍ଟରନ୍ୟାସନାଲ କାର୍ଯ୍ୟକ୍ରମ ବାତିଲ ହୋଇଛି । ଏହି କାର୍ଯ୍ୟକ୍ରମ ଭିତରେ ମେଟ ଗାଲା ଇଭେଣ୍ଟ ମଧ୍ୟ ଅନ୍ୟତମ । ଯଦି ବିଶ୍ୱରେ କରୋନା ଭାଇରାସ ମହାମାରୀ ପରିସ୍ଥିତି ଉପୁଜିନଥାନ୍ତା ତେବେ ମଇ ୪ ତାରିଖ ଦିନ ଏହି ଇଭେଣ୍ଟ ଆୟୋଜିତ ହୋଇଥାନ୍ତା । ଏହି ମେଟ
Read More...

ପରଲୋକରେ ବଲିଉଡ୍‌ ଅଭିନେତା ରିଷି କପୁର

ମୁମ୍ବାଇ,: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ବୁଧବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏଚ୍‌ଏନ୍‌
Read More...