Browsing Category

ଦେଶ- ବିଦେଶ

ଚମ୍ପାବତ ମର୍ମନ୍ତୁଦ ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି,

ଚମ୍ପାବତ : ଉତ୍ତରାଖଣ୍ଡ ଚମ୍ପାବତ୍‍ ରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଥମେ ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହା ୧୪କୁ ବୃଦ୍ଧି ପାଇଛି। ଘଟଣା ବିଷୟରେ ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ
Read More...

୬୫% କୋଭିଡ ମୃତ୍ୟୁ ରୋକିବାରେ ସକ୍ଷମ ମୋଲନୁପିରାଭିର’

ନୂଆଦିଲ୍ଲୀ: ଭାରତୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ହେଟେରୋ ଜାରି କଲା ‘ମୋଲନୁପିରାଭିର’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ । ହେଟେରୋ ଆଜି ନିଜର କୋଭିଡ୍‌ ବଟିକା ମୋଭଫର୍‌ (‘ମୋଲନୁପିରାଭିର’)ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଘୋଷଣା କରିଥିବା ବେଳେ ଫଳାଫଳ ଭଲ ଥିବା କହିଛି ।
Read More...

ଆମେରିକାରେ ମଧ୍ୟ ମିଳିବ କୋଭାକ୍ସିନ

ନୂଆଦିଲ୍ଲୀ : ଆଗକୁ ଆମେରିକାରେ ମଧ୍ୟ ମିଳିବ କୋଭାକ୍ସିନ ଟିକା । ଏହା ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଆମେରିକାର ଫେଡେରାଲ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ) ପକ୍ଷରୁ କୋଭାକ୍ସିନର ଇନଭେଷ୍ଟିଗେସନାଲ ଡ୍ରଗ ଆପ୍ଲିକେସନ ଉପରେ ଲଗାଯାଇଥିବା ସ୍ଥଗିତାଦେଶ ପ୍ରତ୍ୟାହାର
Read More...

ଚନ୍ନି ଓ ସିଦ୍ଧୁଙ୍କ ନାଁରେ ମାମଲା

ଅମୃତସର: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ କଂଗ୍ରେସର ମାନସା ପ୍ରାର୍ଥୀ ସିଦ୍ଧୁ ମୋସେୱାଲାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମାମଲା ରୁଜୁ ହୋଇଛି । ନିୟମ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା
Read More...

କୁମାର ବିଶ୍ୱାସଙ୍କୁ ୱାଇ ସ୍ତରୀୟ ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆପ୍‌ର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ କେନ୍ଦ୍ର ସରକାର ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି । କିଛିଦିନ ତଳେ କୁମାର ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଖଲିସ୍ତାନ ଆତଙ୍କବାଦୀଙ୍କ ସହ ଯୋଡିଥିଲେ । ଏହାକୁ ନେଇ
Read More...

ଦାଉଦର ହିଟ୍‌ ଲିଷ୍ଟରେ ସଂଖ୍ୟାଧିକ ରାଜନେତା

ନୂଆଦିଲ୍ଲୀ,୧୯/୨: କୁଖ୍ୟାତ ମାଫିଆ ଡନ୍‌ ଦାଉଦ ଇବ୍ରାହିମ ସମ୍ପର୍କରେ ନୂଆ ତଥ୍ୟ ହାସଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଭାରତକୁ ଟାର୍ଗେଟ କରିବା ପାଇଁ ଦାଉଦ ଏକ ସ୍ୱତନ୍ତ୍ର ୟୁନିଟ ଗଠନ କରିଛି । ଏଥିସହ ଭାରତର କିଛି ବଛାବଛା ରାଜନେତା ଓ ପ୍ରସିଦ୍ଧ ବ୍ୟବସାୟୀ ଦାଉଦର
Read More...

ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ !

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ବାର୍ଡ ଫ୍ଲୁ ବ୍ୟାପିଥିବାର ଆଶଙ୍କା କରାଯାଉଛି। ଠାଣେ ଜିଲ୍ଲା ଶାହପୁର ତହସିଲ ଭେଲୋଲୀ ଗାଁରେ ଥିବା ଏକ ପଲେଟ୍ରି ଫାର୍ମରେ ଅଚାନକ ଶାତଧିକ କୁକୁଡ଼ାଙ୍କ ମୃତ୍ୟୁ ହୁଏତ ଏହାର କାରଣ ହୋଇଥାଇପାରେ ବୋଲି କୁହାଯାଇଛି। ଠାଣେ ଜିଲ୍ଲା ମାଜିଷ୍ଟ୍ରେଟ୍ ମାମଲାରେ
Read More...

ମହିଳା ଜଷ୍ଟିସଙ୍କୁ ସାର୍‌ କହିଲେ ଓକିଲ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶୁଣାଣି ସମୟରେ ଜଣେ ମହିଳା ଜଷ୍ଟିସଙ୍କୁ ସାର୍‌ ଓକିଲ ସାର୍‌ କହିବା ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି । ବାରମ୍ବାର ଏଭଳି କହୁଥିବା ଦେଖି ଶେଷରେ ଜବାବ ଦେଲେ ଜଷ୍ଟିସ ରେଖା ପଲ୍ଲୀ । ଗତକାଲି ଦିଲ୍ଲୀ
Read More...

ମହିଳାଙ୍କ ପେଟରୁ ବାହାରିଲା ୪୭ କେଜିର ଟ୍ୟୁମର

ନୂଆଦିଲ୍ଲୀ, ୧୬/୨ : ଗୁଜୁରାଟର ଅହମଦାବାଦରେ ଆପୋଲୋ ହସପିଟାଲର ଡାକ୍ତରମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଠାରେ ଜଣେ ମହିଳାଙ୍କ ପେଟରୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ଏକ ୪୭ କିଲୋର ଟ୍ୟୁମର ବାହାର କରିବା ସହ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ଟ୍ୟୁମର ପାଇଁ ମହିଳା ଜଣକ ୧୮
Read More...

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିବାରୁ ହାଇଦ୍ରାବାଦ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଶ୍ରୀ ଶର୍ମାଙ୍କ ବିରୋଧରେ ପ୍ରଥମେ
Read More...