Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍ଙ୍କ ପରଲୋକ
ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର ଅନ୍ୟତମ ଶୀର୍ଷସ୍ଥାନୀୟ ବ୍ୟକ୍ତିତ୍ୱ ରାହୁଲ ବଜାଜଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘଦିନ ହେବ ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ୧୯୩୮ ମସିହା ଜୁନ୍ ୧୦ ତାରିଖରେ ରାହୁଲ୍ ବଜାଜ୍ ଜନ୍ମ ଗ୍ରହଣ!-->…
Read More...
Read More...
ବିଶାଖାପଟ୍ଟନମ ହେବ ଆନ୍ଧ୍ର ପ୍ରଦେଶର ରାଜଧାନୀ!
ବିଶାଖାପଟ୍ଟନମ, ୧୧/୨: ଆନ୍ଧ୍ର ପ୍ରଦେଶର ରାଜଧାନୀ ହେବ ବିଶାଖାପଟ୍ଟନମ । ଏ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଗୁଡି ପଡୱା ଅର୍ଥାତ ତେଲୁଗୁ ନୂତନ ବର୍ଷ ପରେ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀରୁ ବିଶାଖାପଟ୍ଟନମ ସ୍ଥାନାନ୍ତର କରିବାକୁ!-->…
Read More...
Read More...
ତୃତୀୟ ବିବାହ କରି ଚର୍ଚ୍ଚାରେ ପାକ୍ ସାଂସଦ
ନୂଆଦିଲ୍ଲୀ ୧୧/୨ : ତୃତୀୟ ବିବାହ କରି ଚର୍ଚ୍ଚାରେ ଏବେ ପାକିସ୍ତାନୀ ସାଂସଦ ଆମିର ଲିଆକତ ହୁସେନ । ସେ ପିଟିଆଇ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ୪୯ ବର୍ଷୀୟ ସାଂସଦ ୧୮ ବର୍ଷୀୟା ସୟିଦା ଦାନିୟା ଶାହାଙ୍କୁ ବିବାହ କରିବା ଘଟଣା ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲିଟିଛି । ବୁଧବାର!-->…
Read More...
Read More...
ହାଜତକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା
ଚଣ୍ଡିଗଡ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ କୋର୍ଟ ବେଇଆନ୍ ବାଲି ଖନନ ମାମଲାରେ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ବେଇଆନ୍ ବାଲି ଖନନ ମାମଲାରେ ଭୂପିନ୍ଦର ସିଂହ ଓ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ!-->…
Read More...
Read More...
ଗାର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଲିଙ୍ଗ ପରିବର୍ତ୍ତନ ନିଷ୍ପତ୍ତି ନେଲେ ଯୁବକ, ଅଧାରେ ଅଟକିଲା ଚିକିତ୍ସା
ନୂଆଦିଲ୍ଲୀ : ଭୋପାଳରେ ପ୍ରେମ ସମ୍ପର୍କର ଏକ ନିଆରା ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଲିଙ୍ଗ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ନେଇଥିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଲୋକଲୋଚନକୁ ଆସିଛି । ଯୁବକ ଜଣଙ୍କୁ ତାଙ୍କ ପିତାମାତା ମନାଇବା ପରେ!-->…
Read More...
Read More...
ଲକ୍ଷ୍ମୀପୁର ହିଂସା ମାମଲା, କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ : ଲକ୍ଷ୍ମୀପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଆଶିଷ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ । ଅକ୍ଟୋବର ୩, ୨୦୨୧ ରେ ଚାଷୀଙ୍କ ଉପରେ ଗାଡି ଚଢାଇବା ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ । ଏହି ଘଟଣାରେ ଚାରିଜଣ ଚାଷୀଙ୍କ!-->…
Read More...
Read More...
ୟୁପି ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିବେଦନ, କହିଲେ ଏହି ବଡ କଥା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ପଶ୍ଚିମ ଉତ୍ତରପ୍ରଦେଶର ୧୧ଟି ଜିଲାର ୫୮ଟି ଆସନ ପାଇଁ ସକାଳ ୭ଟାରୁ ଭୋଟିଂ ଚାଲିଛି। ସନ୍ଧ୍ୟା ୬ଟାରେ ଭୋଟିଂ ଶେଷ ହେବ। ତେବେ ଏହା ପୂର୍ବରୁ ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ!-->…
Read More...
Read More...
ଅପ୍ରେଲ ୨୬ରୁ ଅଫଲାଇନ୍ରେ ହେବ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରୀକ୍ଷା କରିବା ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି । ସିବିଏସ୍ଇର ପରୀକ୍ଷା ନିୟନ୍ତ୍ରକଙ୍କ ଅନୁଯାୟୀ, ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬,!-->…
Read More...
Read More...
ଋଣ ଓ ବେରୋଜଗାରୀ ନେଇଛି ୨୬ ହଜାର ଜୀବନ
ନୂଆଦିଲ୍ଲୀ,୯/୨ : ଦେଶରେ ବେରୋଜଗାରୀ ଅନ୍ୟତମ ବଡ଼ ସମସ୍ୟା । ଏଥିଯୋଗୁ ଲକ୍ଷ ଲକ୍ଷ ଯୁବକ-ଯୁବତୀ ଭୀଷଣ ମାନସିକ ଯନ୍ତ୍ରଣା ଭୋଗ କରୁଛନ୍ତି । ସେହିପରି ଋଣ କବଜାରେ ପଡ଼ି ମଧ୍ୟ ବହୁ ଲୋକ ଛଟପଟ ହେଉଛନ୍ତିି । ଏହି ସମସ୍ୟାରେ ଜଜ୍ର୍ରିତ ହୋଇ ବହୁ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ସେ ନେଇ!-->…
Read More...
Read More...
ଦେଶରେ ଆରମ୍ଭ ହେଲା ପ୍ରଥମ ‘ନାଜାଲ୍ ସ୍ପ୍ରେ’
ନୂଆଦିଲ୍ଲ.୯/୨: କରୋନାରେ ସଂକ୍ରମିତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ‘ସାନୋଟାଇଜ୍’ ସହଭାଗିତାରେ ମୁମ୍ବାଇସ୍ଥିତ ଔଷଧ କମ୍ପାନି ‘ଗ୍ଲେନ୍ ମାର୍କ’ ଭାରତରେ ‘ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ୍ ସ୍ପ୍ରେ’ର (ଫେବିସ୍ପ୍ରେ) ଶୁଭାରମ୍ଭ କରିଛି । ‘ଫେବିସ୍ପ୍ରେ’ର ପ୍ରସ୍ତୁତି ଏବଂ!-->…
Read More...
Read More...