Browsing Category

ଦେଶ- ବିଦେଶ

ମହିଳାଙ୍କ ପୋଷାକକୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ମହିଳାମାନେ ଯେଉଁଭଳି ପୋଷାକ ପିନ୍ଧିବାକୁ ଚାହୁଁଛନ୍ତି, ତାହା ସେମାନଙ୍କର ଅଧିକାର ଓ ନିଷ୍ପତ୍ତି। ବିକିନି ହେଉ କି ଓଢଣୀ କିମ୍ବା ହିଜାବ। ଏକ ଟ୍ୱିଟର ଜରିଆରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହା ବିକିନି, ଓଢଣୀ,
Read More...

ଉଡ଼ାଣ ପରେ ଖସିପଡ଼ିଲା ବିମାନର ଇଞ୍ଜିନ କଭର

ମୁମ୍ବାଇ: ଇଞ୍ଜନ କଭର ବିନା ଉଡ଼ିଲା ବିମାନ। ୭୦ଜଣଙ୍କୁ ନେଇ ମୁମ୍ବାଇରୁ ଉଡ଼ାଣ କରିଥିବା ଆଲିଆନ୍ସ ଏୟାରର ଏକ ବିମାନର ଇଞ୍ଜନ କଭର ରନୱେ ଉପରେ ଖସିପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଇଞ୍ଜିନ କଭରଟି ରନୱେ ଉପରେ ଖସିପଡ଼ିଥିଲେ ବି ଏବିଷୟରେ ପାଇଲଟ ଜାଣିପାରିନଥିଲେ।
Read More...

ଘାତକ ମାଛ ବିରୋଧରେ କେସ୍‌

ବିଶାଖାପଟନମ୍‌: ମାଛ ନାଁରେ କେସ୍‌ । ଏହା ଅଜବ ଓ ଅବିଶ୍ୱାସ ଲାଗିପାରେ,କିନ୍ତୁ ଏଭଳି ଘଟଣା ଘଟିଛି । ଏକ ଘାତକ ମାଛ ବିରୋଧରେ ରୁଜୁ ହୋଇଛି ମାମଲା । ଏହି ମାଛ ଆକ୍ରମଣରେ ଜଣେ ଧୀବର ପ୍ରାଣ ହରାଇବା ପରେ ଜଣେ ଆଇନଜୀବୀ ମାଛ ବିରୋଧରେ କେସ୍‌ କରିଛନ୍ତି । ଏଭଳି ଏକ ଅଜବ ଘଟଣା ଘଟିଛି
Read More...

ଦେଶରେ ୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୭ ହଜାର ଚାଷୀ

ନୂଆଦିଲ୍ଲୀ: ଦେଶରେ ୨୦୧୮,୨୦୧୯ ଓ ୨୦୨୦ ଏହି ତିନି ବର୍ଷ ମଧ୍ୟରେ ୧୭ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ଦୁର୍ଘଟଣାଜନିତ ମୃତ୍ୟୁ
Read More...

ସପା ଜାରି କଲା ନିର୍ବାଚନୀ ଇସ୍ତାହାର : ମହିଳା, କୃଷକ ଓ ଯୁବକଙ୍କୁ ଦେଲେ ଲୋଭନୀୟ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ମଙ୍ଗଳବାର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ଇସ୍ତାହାର ଘୋଷଣା କରିଛି । ଏଥିରେ କୁହାଯାଇଛି ଯେ, ଦଳ ଜିତିଲେ ଆଗାମୀ ୫ ବର୍ଷରେ ସମସ୍ତ ଫସଲ ପାଇଁ ଏମଏସପି ଯୋଗାଇ ଦିଆଯିବ ଏବଂ ୧୫ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଦେୟ ନିଶ୍ଚିତ କରାଯିବ । ମାଗଣା
Read More...

ଲତାଙ୍କ ସମ୍ମାନାର୍ଥେ ଜାରି ହେବ ଡାକ ଟିକେଟ

ନୂଆଦିଲ୍ଲୀ, ୭/୨ : ସଙ୍ଗୀତର ସରସ୍ୱତୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇବା ତଥା ତାଙ୍କୁ ଚିର ଦିନ ମନେ ରଖିବା ଲାଗି ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ଓ ଅଭିନବ ନିଷ୍ପତ୍ତି ଓ ଯୋଜନା ପ୍ରସ୍ତୁତ କରାଯାଉଛି । ଲତାଙ୍କ ନାଁରେ ପ୍ରତିବର୍ଷ ପୁରସ୍କାର ଦେବା ନେଇ
Read More...

ଆଜିଠୁ ଖୋଲିଲା ସ୍କୁଲ, କୋଭିଡ୍‌ କଟକଣାରେ ପିଲା ବିଦ୍ୟାଳୟକୁ ଗଲେ

ଫୁଲବାଣୀ : ଆଜିଠୁ ଖୋଲିଲା ଅଷ୍ଟମରୁ ତଦୁଦ୍ଧ୍ୱର୍ ଶ୍ରେଣୀ । ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ ଲାଇନ୍‌ ପାଠପଢ଼ା ଆରମ୍ଭ ହେଲା । ଏଥିସହ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ
Read More...

“ଅନ୍ଧ ବିରୋଧ ଗଣତନ୍ତ୍ରର ପରିପନ୍ଥୀ’

ନୂଆଦିଲ୍ଲୀ,୭/୨: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ଥିତି ଶୋଚନୀୟ । ଯେତେ ଚେଷ୍ଟା କଲେ ବି ଏହା ସେହିସବୁ ରାଜ୍ୟରେ କ୍ଷମତାକୁ ଆସିପାରୁ ନାହିଁ । ନିଜ ଘରକୁ ସଜାଡ଼ିବା ପରିବର୍ତ୍ତେ ଏହା ଆମକୁ ବିରୋଧ କରିବା କାର୍ଯ୍ୟରେ ମାତିଛି । ନିର୍ବାଚନରେ ବାରମ୍ବାର ପରାଜୟ ସତ୍ତେ୍ୱ ଏହା
Read More...

ଅକ୍ଷୟ କୁମାର ହେବେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର

ଡେରାଡୁନ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ହେବେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର। ସୋମବାର ଡେରାଡୁନରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଛନ୍ତି। ଧାମୀ ଅକ୍ଷୟଙ୍କୁ ପାହାଡ଼ି ଟୋପି ପିନ୍ଧାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି। ଏହି ଅବସରରେ
Read More...

ପୁରସ୍କାର ଓ ସମ୍ମାନ

୧୯୫୯: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର (ମଧୁମତି)୧୯୬୩: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର (ବିସ୍‌ ଶାଲ୍‌ ବାଦ)୧୯୬୬: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର୧୯୬୬: ସାଧ ମନସା ପାଇଁ ସର୍ବଶେଷ୍ଠ ଗାୟିକା୧୯୬୯:
Read More...