Browsing Category

ଦେଶ- ବିଦେଶ

ପୁଣି ବଢିଲା ନିର୍ବାଚନୀ ପ୍ରଚାର କଟକଣା

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଦେଶର ନିର୍ବାଚନ କମିସନ ସବୁପ୍ରକାର ଉଦ୍ୟମ କରୁଛନ୍ତି । କରୋନା କଟକଣା ମଧ୍ୟରେ ପ୍ରଚାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଚଛି । ଏବେ ପ୍ରଚାର କଟକଣାକୁ ବୃଦ୍ଧି କରିଛନ୍ତି ନିର୍ବାଚନ
Read More...

ପଞ୍ଚଭୂତରେ ଲୀନ ହେଲା ଲତାଙ୍କ ପାର୍ଥିବ ଶରୀର : ଭାଇ ଦେଲେ ମୁଖାଗ୍ନି

ମୁମ୍ୱାଇ ,୬/୨: ପଞ୍ଚଭୂତରେ ଲୀନ ହୋଇଛି ଭାରତୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀର । ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମୁମ୍ୱାଇର ଶିବାଜୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ଗାର୍ଡ ଅଫ୍‌ ଅନର ପ୍ରଦାନ
Read More...

ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ, ୯୨ ବର୍ଷରେ ଆଖି ବୁଜିଲେ ମହାନ ଗାୟିକା ଲତା ମଙ୍ଗେସକର

ନୂଆଦିଲ୍ଲୀ,୬/୨ : ଆରପାରିରେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର୍‌ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ବଲିଉଡ୍‌ ଜଗତର କିମ୍ବଦନ୍ତୀ ଗାୟିକା ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି । କିଛି ଦିନ ତଳେ ସେ କରୋନା ପଜିଟିଭ୍‌ ହୋଇଥିବା ବେଳେ ତାଙ୍କୁ
Read More...

ଘୁଞ୍ଚିଲା ନିଟ୍‌-ପିଜି ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିଲା ନିଟ୍‌-ପିଜି ପରୀକ୍ଷା । କରୋନା ସଂକ୍ରମଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆଜି ଏହାକୁ ୮ ସପ୍ତାହ ଘଞ୍ଚାଇ ଦେଇଛନ୍ତି । ଏହି ପରୀକ୍ଷା ମାର୍ଚ୍ଚ ୧୨, ୨୦୨୨ ରେ ଅନୁଷ୍ଠିତ ହେବାର ଥିଲା । ୬ଜଣ ଏମବିବିଏସ ଛାତ୍ରଛାତ୍ରୀ ସ୍ନାତକୋତ୍ତର ନିଟ୍‌-ପିଜି ପରୀକ୍ଷା
Read More...

ଅଢେଇ ବର୍ଷରେ ଖତମ ହେଲେଣି ୪୩୯ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହୃତ ହେବାର ଅଢେଇ ବର୍ଷ ହୋଇଗଲାଣି । କିନ୍ତୁ ଆତଙ୍କବାଦୀ ଗତିବିଧି ପୂର୍ବପରି ଲାଗି ରହିଛି । ଗତ ଅଢେଇ ବର୍ଷ ମଧ୍ୟରେ ସେଠାରେ ୧୦୯ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ୪୩୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ରାଜ୍ୟସଭାରେ
Read More...

ଗାଡ଼ି ଆଲୁଅରେ ପରୀକ୍ଷା ଦେଲେ ୪୦୦ ଛାତ୍ର

ପାଟନା: ବିହାରରେ କୋଡର଼୍ ଇଣ୍ଟର ପରୀକ୍ଷା ବେଳେ ଅଜବ ଘଟଣା ଦେଖିବାକୁ ମିଳିଛି । ସରକାର ବଡ଼ ବଡ଼ କଥା କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଓଲଟା କଥା ଦେଖିବାକୁ ମିଳୁଛି । ପରୀକ୍ଷା ପରିଚାଳନାରେ ଏଭଳି ଅବ୍ୟବସ୍ଥା ଯେ ପିଲାମାନଙ୍କୁ ଗାଡ଼ି ହେଡଲାଇଟରେ ପରୀକ୍ଷା ଦେବାକୁ ପଡ଼ିଛି ।
Read More...

ୟୁଏଇ ଉପରେ ଘନ ଘନ ମିସାଇଲ ମାଡ : ସମର୍ଥନରେ ବାହାରିଲା ଆମେରିକା

ଦୁବାଇ: ଏବେ କିଛି ଦିନ ହେଲା ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଉପରେ ଚାଲିଛି ଭୟଙ୍କର ମିସାଇଲ ମାଡ । ଏଥିରେ ଏହାର ବିପୁଳ କ୍ଷତି ହେଲାଣି । ୟେମେନରେ ଥିବା ଇହୁଦି ବିଦ୍ରୋହୀ ଗୋଷ୍ଠୀ ଏଭଳି ଆକ୍ରମଣ କରୁଛି । ଏହି ଆକ୍ରମଣର ଜବାବ ଦେବା ପାଇଁ ବର୍ତ୍ତମାନ ଆମେରିକା ଆଗେଇ ଆସିଛି । ୟୁଏଇକୁ ଏହା
Read More...

ପୁଣି ମମତା ବାନାର୍ଜୀ ହେଲେ ଟିଏମ୍‌ସି ଅଧ୍ୟକ୍ଷ

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ତୃଣମୂଳ କଂଗ୍ରେସ ୫ ବର୍ଷ ପରେ ତା'ର ସଂଗଠନ ନିର୍ବାଚନ କରାଇଥିଲା । ଦଳର ମହା ସଚିବ ପାର୍ଥ ଚାଟାର୍ଜୀଙ୍କ କହିବା ଅନୁସାରେ ବାନାର୍ଜୀଙ୍କୁ ନିର୍ବିରୋଧ ନିର୍ବାଚିତ
Read More...

ଆତଙ୍କ ଖେଳାଉଛି ଓମିକ୍ରନର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: କେବଳ କରୋନା ନୁହେଁ,ଏଥିରୁ ସୃଷ୍ଟି ହୋଇଥିବା ନୂଆ ପ୍ରଜାତି ମଧ୍ୟ ସାରାବିଶ୍ୱରେ ଆତଙ୍କ ଖେଳାଇଛି । ଓମିକ୍ରନର ପ୍ରକୋପ କେତେକ ଦେଶରେ କମୁଥିବା ବେଳେ ଏହା ଦେହରୁ ସୃଷ୍ଟି ହୋଇଛି ଏକ ନୂଆ ପ୍ରଜାତିର ଭୂତାଣୁ । ଚାହୁଁ ଚାହୁଁ ଏହି ଭୂତାଣୁ ୫୭ ଦେଶକୁ ବ୍ୟାପିଗଲାଣି । ଏଥିରେ
Read More...

ଟିକସ ନ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ମହାମାରୀ ସମୟ ଚାଲିଛି । ଏଭଳି ସମୟରେ ଲୋକଙ୍କ ଉପରେ ଆଉ ଆର୍ଥିକ ବୋଝ ଲଦିବା ଠିକ ନୁହେଁ । ତେଣୁ ଟିକସ ନ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏକଥା ପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Read More...