Browsing Category

ଦେଶ- ବିଦେଶ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳର ପ୍ରାର୍ଥୀ

ନୂଆଦିଲ୍ଲୀ:ବିରୋଧୀ ଦଳ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହେବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ସୂଚନା ଦେଇଛନ୍ତି। ସେ ଭାରତର ସବୁଠାରୁ ସମ୍ମାନିତ
Read More...

ମୁମ୍ବାଇରେ ବର୍ଷାର ତାଣ୍ଡବ, ଜୀବନଯାତ୍ରା ଠପ୍

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ପୁଣି ଥରେ ଜୀବନଯାତ୍ରାକୁ ବାଧାପ୍ରାପ୍ତ କରିଛି। ମଙ୍ଗଳବାର ସକାଳ ଠାରୁ ଲଗାତାର ବର୍ଷା ଯୋଗୁଁ ସେଣ୍ଟ୍ରାଲ ଲାଇନ ଏବଂ ହାର୍ବର ଲାଇନରେ ସ୍ଥାନୀୟ ସେବା ବନ୍ଦ ହୋଇଛି। ମଧ୍ୟାହ୍ନ 12 ଟାରୁ ଉଭୟ ଲାଇନରେ ସେବା ବାଧାପ୍ରାପ୍ତ ହୋଇଛି, ଯାହା ଯୋଗୁଁ ପ୍ରତିଦିନ
Read More...

କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କରିବ ପାର୍ଲାମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ମହାକାଶରେ ଇତିହାସ ସୃଷ୍ଟି କରି ଭାରତ ଫେରିଛନ୍ତି। ରବିବାର, ବହୁ ସଂଖ୍ୟକ ଲୋକ ଦିଲ୍ଲୀ ବିମାନବନ୍ଦରରେ ତ୍ରିରଙ୍ଗା ହଲାଇ ଏବଂ ଡ୍ରମ ବଜାଇ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ସୋମବାର (୧୮
Read More...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ଏକଜୁଟ, ନୀତିଶଙ୍କଠାରୁ ନାଇଡୁ ପର୍ଯ୍ୟନ୍ତ ସମସ୍ତେ ସିପି ରାଧାକୃଷ୍ଣନଙ୍କୁ କଲେ…

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପଦ ପାଇଁ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଛି, ଯାହାଙ୍କୁ ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ପ୍ରମୁଖ ସହଯୋଗୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ଜନତା ଦଳ (ୟୁନାଇଟେଡ୍)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Read More...

ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ !

ନୂଆଦିଲ୍ଲୀ। ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି, ବିରୋଧୀ ଦଳଗୁଡ଼ିକ SIR ଏବଂ 'ଭୋଟ ଚୋରି' ଅଭିଯୋଗରେ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ଗତକାଲି, ନିର୍ବାଚନ କମିଶନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ 7 ଦିନ ମଧ୍ୟରେ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ
Read More...

ରାହୁଲଙ୍କୁ ଏମିତି କହିଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଭୋଟଚୋରି ଅଭିଯୋଗ ଆଣିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ। କମିସନ ସ୍ପଷ୍ଟଭାବେ କହିଛନ୍ତି ଯେ ଶପଥପତ୍ର ଦାଖଲ କରିବାକୁ ହେବ ନଚେତ୍ କ୍ଷମା ମାଗିବାକୁ ହେବ । କୌଣସି ତୃତୀୟ ବିକଳ୍ପ ନାହିଁ । ଯଦି ୭ ଦିନ ମଧ୍ୟରେ
Read More...

ଜଷ୍ଟିସ୍ ବର୍ମାଙ୍କ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ, ବାଚସ୍ପତି ଓମ୍ ବିର୍ଲା ଗଠନ କଲେ ୩ ଜଣିଆ କମିଟି

ନୂଆଦିଲ୍ଲୀ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ଏକ ତିନିଜଣିଆ କମିଟି ଗଠନ କରିଛନ୍ତି। ଏହା ସହିତ ଜଷ୍ଟିସ୍ ବର୍ମାଙ୍କ ମହାଭିଯୋଗ ପ୍ରକ୍ରିୟା
Read More...

ଏଣିକି ଏହି ଶ୍ରେଣୀର ପିଲା ବହି ଦେଖି ପରୀକ୍ଷା ଦେବେ

ଭୁବନେଶ୍ୱର:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  (ସିବିଏସ୍‌ଇ) ପରିଚାଳିତ ସ୍କୁଲରେ ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ  କରାଯିବ ପରିବର୍ତ୍ତନ । ବହି ଦେଖି ପିଲାମାନେ ପରୀକ୍ଷା ଦେବେ । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍‌ ମୋଡ୍‌ରେ କାର୍ଯ୍ୟକାରୀ  କରାଯିବ । ଜୁନ୍‌ ମାସରେ
Read More...

ଆଜି  ସଂସଦରେ ଉପସ୍ଥାପନ ହେବ ସଂଶୋଧିତ  ଆୟକର ବିଲ୍‌

ନୂଆଦିଲ୍ଲୀ: ସୋମବାର ସଂସଦରେ ଉପସ୍ଥାପନ ହେବ ସଂଶୋଧିତ  ଆୟକର ବିଲ୍‌ । ୩୧ ସଦସ୍ୟ ବିଶିଷ୍ଟ ସିଲେକ୍ଟ  କମିଟିର ସଂଶୋଧିତ ପ୍ରସ୍ତାବ ପରେ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ନୂଆ ଆୟକର ବିଲ୍‌ ୨୦୨୫କୁ ପୁଣି ଥରେ  ଆଣିଛନ୍ତି । ନୂଆ ଆଇନକୁ ବର୍ତ୍ତମାନର ଫ୍ରେମୱାର୍କ  ସହ ଯୋଡ଼ିବା ଉପରେ
Read More...

ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ସଂପର୍କରେ ଏହି ବଡ କଥା କହିଲେ ମୋଦୀ

ନୂଆଦିଲ୍ଲୀ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି ଘୋଷଣା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ପରୋକ୍ଷ ଭାବରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମ ପାଇଁ, ଆମର ଚାଷୀଙ୍କ ସ୍ୱାର୍ଥ ସର୍ବୋଚ୍ଚ ପ୍ରାଥମିକତା,
Read More...