Browsing Category

ଦେଶ- ବିଦେଶ

ଆତ୍ମଘୋଷିତ ବାବାଙ୍କ ରହସ୍ୟମୟ ଜୀବନ : ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିଲେ ଶିଷ୍ୟା, ତାପରେ…

ନୂଆଦିଲ୍ଲୀ : ଭାରତ ଏକ ବିଚିତ୍ର ଦେଶ । ଏଠାରେ ବିଭିନ୍ନ ପ୍ରକାରର ବିଚିତ୍ର ତଥା ଅତି ଅଦ୍ଭୁତ ଧରଣର ଲୋକଙ୍କୁ ଦେଖିବାକୁ ମିଳିଥାଏ । ତା ଭିତରୁ ଗୋଟିଏ ହେଲା ବାବା ବା ଧର୍ମଗୁରୁ । ଦେଶରେ ଭଣ୍ଡ ତଥା ଆତ୍ମଘୋଷିତ ବାବାଙ୍କ ସଂଖ୍ୟା କେତେ,ସେ ହିସାବ କାହା ପାଖରେ ନାହିଁ । ଏହି ଆତ୍ମଘୋଷିତ
Read More...

ଆଖି ବୁଜିଲା ପେଞ୍ଚର ରାଣୀ

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିବା ମଧ୍ୟ ପ୍ରଦେଶର ପେଞ୍ଚର ରାଣୀ ଆଖି ବୁଜିଛି । ୧୭ ବର୍ଷ ବୟସରେ ବିଦାୟ ନେଇଛି ଏହି ସୁପର ମମ୍‌ ବାଘୁଣୀ । ପେଞ୍ଚର ବ୍ୟାଘ୍ର ଅଭୟାରଣ୍ୟରେ ଦୀର୍ଘ ବର୍ଷ ଧରି ରାଜୁତି କରିଥିବା ଏହି ବାଘୁଣୀକୁ ଲୋକେ କଲରବାଲୀ ଓ ମାତାରାମ ବୋଲି
Read More...

ବଡ଼ ନିଷ୍ପତ୍ତି : ରେଲୱେ ଗାର୍ଡଏବେ “ଟ୍ରେନ ମ୍ୟାନେଜର’

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଜି ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛି । ଏହି ନିଷ୍ପତ୍ତି ଅନୁଯାୟୀ,ରେଳବାଇ ଗାଡର଼୍ଙ୍କୁ ଏବେ ଆଉ ଗାର୍ଡ କୁହାଯିବନି । ସେମାନେ ଏଣିକି ଟ୍ରେନ ମ୍ୟାନେଜରଭାବେ ପରିଚିତ ହେବେ । ସେମାନଙ୍କ ପଦବୀ ନାଁରେ ଏଭଳି ପରିବର୍ତ୍ତନ ଆଣିଛି ରେଳବାଇ । ରେଳବାଇ କହିଛି ଯେ
Read More...

ମଲ୍‌ମାନଙ୍କୁ ନେଇ ଏଭଳି ରାୟ ଶୁଣାଇଲେ ହାଇକୋର୍ଟ

କୋଚି : ସହରଗୁଡ଼ିକରେ ଥିବା ଶପିଂ ମଲ୍‌ମାନେ ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖିବାକୁ ବାଧ୍ୟ । ନିଜ ମଲ୍‌ ପରିସରରେ ସେମାନେ ଏହି ବ୍ୟବସ୍ଥା କରିବେ । ବିଲଡିଂ ରୁଲ୍ସରେ ଏହି ନିୟମ ରହିଛି । କନ୍ତୁ ବହୁ ମଲ୍‌ ମାଲିକ ଏହାକୁ ମାନୁ ନାହାନ୍ତି । ସେହିପରି,ଯେଉଁମାନେ ପାର୍କିଂ ବ୍ୟବସ୍ଥା
Read More...

ନିଶ୍ଚିତ ଧ୍ୱଂସମୁଖରୁ ବର୍ତ୍ତିଗଲା ଦୁଇଟି ବିମାନ

ନୂଆଦିଲ୍ଲୀ : ଦେହ ଥରାଇଦେଲା ଭଳି ଏକ ଘଟଣା ଘଟିଥିଲା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ । ଆଉ ଟିକିଏ ଡେରି ହୋଇଥିଲେ ଧ୍ୱଂସ ପାଇଯାଇଥାନ୍ତା ଦୁଇଟି ବିମାନ ଏବଂ ଶହ ଶହ ଯାତ୍ରୀ ମୃତାହତ ହୋଇଥାନ୍ତେ । ଏହି ଦୁଇଟିଯାକ ବିମାନ ଭାରତ ଆସିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଘଟଣା ଘଟିଥିଲା ।
Read More...

ଆଉ ଅଳ୍ପ ଦିନ ପରେ ଗଣତନ୍ତ୍ର ଦିବସ : ରାଜଧାନୀରୁ ମିଳିଲା ଶକ୍ତିଶାଳୀ ବିସ୍ଫୋରକ

ଗାଜିପୁର : ସାଧାରଣତଃ ସ୍ୱାଧୀନତା ଦିବସ,ଗଣତନ୍ତ୍ର ଦିବସ,ଦିପାବଳୀ ଭଳି ଅବସରରେ ସନ୍ତ୍ରାସବାଦୀ ହମଲା ଧମକ ଆସିଥାଏ । ତେଣୁ ଏହିସବୁ ଦିବସ ଓ ଉତ୍ସବ ପୂର୍ବରୁ ପୁଲିସ ସଜାଗ ରହି କଡ଼ା ଯାଞ୍ଚ ବ୍ୟବସ୍ଥା କରିଥାନ୍ତି । କିନ୍ତୁ ଏଥର ଗଣତନ୍ତ ଦିବସ ପାଖେଇ ଆସୁଥିବା ବେଳେ ପୁଳିସର ସେହିପରି
Read More...

ଆସିଲା ନୂଆ କରୋନା ଗାଇଡଲାଇନ: ଜାଣନ୍ତୁ,କ’ଣସବୁ ରହିଛି ନିୟମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ଏକାଧିକ ପଦକ୍ଷେପ ନେଇସାରିଲେଣି । ଗୋଟିଏ ପରେ ଗୋଟିଏ ଗାଇଡଲାଇନ ମଧ୍ୟ ଜାରି କରୁଛନ୍ତି । ଆଜି ପୁଣି କରୋନା ନେଇ ଆଉ ଏକ ଗାଇଡଲାଇନ ଜାରି କରିଛନ୍ତି ସରକାର । ତେବେ ନିର୍ଦ୍ଦିଷ୍ଟଭାବେ ଏହି ଗାଇଡଲାଇନ ହୋମଆଇସୋଲେସନ ଓ
Read More...

ଟେଣ୍ଟ ଖୋଲୁଥିବା ବେଳେ ମାଡ଼ିବସିଲା ମୃତ୍ୟୁ

ପାଟନା : ବିହାରରେ ଘଟିଛି ଏକ ଏକ ଅତୀବ ଦୁଃଖଦ ଘଟଣା । ଅକାଳରେ ଝଡ଼ିଯାଇଛି ତିନି ଯବାନଙ୍କ ଜୀବନ । ବିହାରରେ ଆଜି ଘଟିଛି ଏଭଳି ମର୍ମାନ୍ତିକ ଘଟଣା । ସୁପୋଲ ଜିଲ୍ଲାରେ ଏସଏସବିର ୪୫ତମ ବାଟାଲିୟମର ବୀରପୁର କ୍ୟାମ୍ପରେ ବିଦ୍ୟୁତ୍‌ ଆଘାତରେ ୩ ପ୍ରଶିକ୍ଷଣପ୍ରାନ୍ତ ଯବାନଙ୍କ ମୃତ୍ୟୁ ଘଟିଥିବା
Read More...

ଜାନୁଆରୀ ୩୧ ରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ସଂସଦର ବଜେଟ୍ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ତେବେ ଜାନୁଆରୀ ୩୧ ତାରିଖରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ୍ ସଂସଦରେ ଉପସ୍ଥାପିତ ହେବ ।
Read More...

ମକର ସଂକ୍ରାନ୍ତି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଆଜି ସାରା ଦେଶରେ ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଫିସିଆଲ୍ ଟ୍ୱିଟର
Read More...