Browsing Category

ଦେଶ- ବିଦେଶ

କ୍ଷମତାକୁ ନେଇ ତାଲିବାନରେ ଗୋଷ୍ଠୀ କନ୍ଦଳ

ନୂଆଦିଲ୍ଲୀ : କାବୁଲ ଦଖଲ ପରେ ଆଫଗାନିସ୍ତାନ ଉପରେ ରାଜ୍ କିଏ କରିବ, ଏହାକୁ ନେଇ ତାଲିବାନରେ ଆଭ୍ୟନ୍ତରୀଣ ସଂଘର୍ଷ ଜାରି ରହିଛି । ଆଫଗାନିସ୍ତାନ କ୍ଷମତାରେ କାହାର ନିୟନ୍ତ୍ରଣ ରହିବ । ଏହାକୁ ନେଇ ଏବେ ବଡ ପ୍ରଶ୍ନ । ଅପରପକ୍ଷେ ରକ୍ତରେ ଜୁଡୁବୁଡୁ ଓ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର
Read More...

ବଲିଉଡ ଅଭିନେତା ଅରମାନ କୋହଲି ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ଅରମାନ କୋହଲିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରିଫ କରିଛି । ତାଙ୍କ ମୁମ୍ବାଇ ଘରୁ ଡ୍ରଗ୍ସ ଜବତ କରିବା ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହାପୂର୍ବରୁ ଶନିବାର ଦିନ ତାଙ୍କ ଘରେ ଏନସିବି ଚଢାଉ କରି ଅଭିନେତାଙ୍କୁ ପଚରାଉଚରା ପାଇଁ ଅଟକ
Read More...

କାବୁଲ ବିମାନବନ୍ଦରରେ ଆଉ ଏକ ଆକ୍ରମଣ ହୋଇପାରେ, ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ୍‌:ତାଲିବାନ ଦଖଲ ପରେ ଆଫଗାନିସ୍ତାନରେ ଅବସ୍ଥା ବିଗିଡିବା ମଧ୍ୟରେ ବିଦେଶୀ ନାଗରିକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି । ଏହି ସମୟରେ ଗୁରୁବାର ଦିନ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ସମଗ୍ର ସହର କମ୍ପି ଉଠିଥିଲା । ଏହି ପରି ଆହୁରି
Read More...

କ୍ୟାପ୍ଟେନଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବ କଂଗ୍ରେସ

ଚଣ୍ଡିଗଡ : ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଲଢାଯିବ । ସିଏମ୍‌ ଚେହେରାର ପରିବର୍ତ୍ତନ ଦାବି କରୁଥିବା ଲୋକଙ୍କୁ ଉତ୍ସାହିତ କରି ରାୱତ କହିଛନ୍ତି ଯେ ଏହି କଥାକୁ
Read More...

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା

ନୂଆଦିଲ୍ଲୀ : ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି । ଆସନ୍ତା ଗୁରୁ ଦିବସ(ସେପ୍ଟେମ୍ବର ୫) ପୂର୍ବରୁ ଦେଶର ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରାଯିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
Read More...

କାବୁରରୁ ଭାରତ ଫେରିଥିବା ୭୮ଙ୍କ ମଧ୍ୟରୁ ୧୬ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ମଙ୍ଗଳବାର ଆଫଗାନିସ୍ତାନରୁ ଉଦ୍ଧାର କରି ଭାରତକୁ ଆଣାଯାଇଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡିଛି । ସତର୍କତା ଭାବରେ ସମସ୍ତ ୭୮ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛଇ । ସମସ୍ତ ୧୬ଜଣଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉନାହିଁ ।
Read More...

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା, ଏମ୍ସରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିବାରୁ ତାଙ୍କୁ ଦିଲ୍ଲୀର ଏମ୍ସରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
Read More...

ତାଲିବାନ ଭୟ : ଆଇଟି ମନ୍ତ୍ରୀରୁ ଡେଲିଭରି ବୟ

କାବୁଲ : ତାଲିବାନ୍ ଆଫଗାନିସ୍ତାନ ନିଜ କବଜାକୁ ନେବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏବେ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି । ଆଫଗାନିସ୍ତାନର ପୂର୍ବତନ IT ମନ୍ତ୍ରୀଙ୍କ ଏପରି ଏକ ଫଟୋ
Read More...

କାବୁଲରେ ୟୁକ୍ରେନ ବିମାନ ଅପହରଣ !

କାବୁଲ: ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଇତି ମଧ୍ୟରେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ହାଇଜାକ୍ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଫଗାନିସ୍ତାନରେ ପହଞ୍ଚିଥିଲା। ମଙ୍ଗଳବାର ୟୁକ୍ରେନର ଡେପୁଟି ବୈଦେଶିକ
Read More...

ତୃତୀୟ ଲହର ଚିନ୍ତା : ଆଜି ଅପରାହ୍ନରେ ପିଏମ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରକୁ ନେଇ ବଢିଲା ଚିନ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ୩ଟା ୩୦ରେ କରୋନା ସ୍ଥିତି ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ବର୍ତ୍ତମାନର କରୋନା ସ୍ଥିତି ନେଇ ମଧ୍ୟ ଚର୍ଚ୍ଚା କରାଯିବ ।
Read More...