Browsing Category

ଦେଶ- ବିଦେଶ

ନିର୍ମଳାଙ୍କ ବଜେଟ ଟିମ୍‌ରେ ଅଛନ୍ତି ଏହି ୬ ସଦସ୍ୟ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଆଗତ ହେବ କେନ୍ଦ୍ର ବଜେଟ । ବଜେଟକୁ ନେଇ ନାନା କଳ୍ପନାଜଳ୍ପନା ଇତିମଧ୍ୟରେ ଆରମ୍ଭ ହୋଇଯାଇଛି । ବଜେଟରେ କାହା ପାଇଁ କ’ଣ ରହିବ,ତାହା ଜାଣିବା ପାଇଁ ସବୁ ମହଲରେ ଉକ୍ରଣ୍ଠା ଦେଖାଦେଇଛି । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…
Read More...

ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ବୀରତ୍ୱ ପାଇଁ ମେଡାଲ ଘୋଷଣା କରିଛନ୍ତି । ଏବର୍ଷ ୩୮୪ ଜଣଙ୍କୁ ଏହି ପୁରସ୍କାର ମିଳିବ । ଭାରତୀୟ ଆଥଲେଟ ନୀରଜ ଚୋପ୍ରାଙ୍କୁ ମିଳିଛି ପରମ ବିଶିଷ୍ଟ ସେବା ମେଡାଲ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଏକ ବିଶେଷ ଉତ୍ସବରେ ଆସନ୍ତାକାଲି ଏହି ମେଡାଲ…
Read More...

ମାଗଣା ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ : କେନ୍ଦ୍ର ଓ ଇସିଙ୍କୁ ନୋଟିସ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଦଳମାନଙ୍କର ସବୁଠୁ କାମ । ପ୍ରଲୋଭିତ କରିବା ପାଇଁ ସେମାନେ ବିଭିନ୍ନ ତରିକା ଅବଲମ୍ବନ କରିଥାନ୍ତି । ତା ଭିତରୁ ଗୋଟିଏ ହେଲା ମାଗଣା ଯୋଜନା । ଏହି ମାଗଣା ଯୋଜନା ଏବେ କାଠଗଡ଼ାରେ । ସୁପ୍ରିମକୋର୍ଟ ଦଳଗୁଡ଼ିକର ଏଭଳି ଯୋଜନାକୁ…
Read More...

ଗଣତନ୍ତ୍ର ଦିବସ : ଆଜି ସଂଧ୍ୟା ୭ଟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଆଜି ସଂଧ୍ୟା ୭ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତି ଭବନରୁ ଗତକାଲି ସଂଧ୍ୟାରେ ଜାରି କରାଯାଇଥିବା ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି । ଏହା ସଂଧ୍ୟା ୭ଟାରେ ଆକାଶବାଣୀର ସମସ୍ତ ରାଷ୍ଟ୍ରୀୟ ନେଟୱାର୍ଡ…
Read More...

ଭୟଙ୍କର ସ୍ଥିତି : ବରଫ ନେଲାଣି ୪୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ଘଟୁନି । ଦୁଃଖର ପାହାଡ଼ ସେମାନଙ୍କୁ ତଳିତଳାନ୍ତ କରିସାରିଲାଣି । ଯନ୍ତ୍ରଣା ଚରମସୀମାରେ ପହଞ୍ଚିଗଲାଣି । ତାଲିବାନଙ୍କ କ୍ରୁରତା ସେମାନଙ୍କ ଜୀବନକୁ ଦୁର୍ବିସହ କରିଥିବା ବେଳେ ଏବେ ଭୟଙ୍କର ତୁଷାରପାତ ଅବସ୍ଥାକୁ ସାଂଘାତିକ…
Read More...

ମାତ୍ର ୪୦ ଦିନର କନ୍ୟାଶିଶୁ କୋଭିଡ ସଂକ୍ରମିତ

ଭରୋଦରା: ୪୦ ଦିନର କନ୍ୟାଶିଶୁ ଓ ମା’ କୋଭିଡ ସଂକ୍ରମିତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଗୁଜରାଟ ଭଦୋଦରାସ୍ଥିତ ଏସଏସଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ସେମାନଙ୍କୁ ଜାମନବାଇ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏସଏସଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା…
Read More...

୨୬ ଶହ ବର୍ଷ ତଳର ମହିଳାଙ୍କର ତିଆରି ହେଲା ଡିଜିଟାଲ ଚେହେରା !

ନୂଆଦିଲ୍ଲୀ : ୨୬୦୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ଇଜିପ୍ଟର ସୁନ୍ଦର ମହିଳାଙ୍କ ଡିଜିଟାଲ୍‌ ଚେହେରା ପୁନଃନିର୍ମାଣ କରାଯାଇଛି । ଏହି ମମି ୧୮୧୯ ମସିହାରେ ଇଜିପ୍ଟର ସବୁଠାରୁ ପ୍ରସିଦ୍ଧ ମର୍ଗରେ ରଖାଯାଇଥିଲା । ଇଜିପ୍ଟରେ ପ୍ରବାହିତ ନୀଳ ନଦୀର ପଶ୍ଚିମ କୂଳରେ ଏହି ମର୍ଗ ଥିଲା । ଏଫଏପିଏବି…
Read More...

୧୨୨ ବର୍ଷର ବର୍ଷା ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ନୂଆଦିଲ୍ଲୀ : ଜାନୁଆରୀ ଶେଷ ହେବା ଉପରେ । ତଥାପି ଥଣ୍ଡା ଥମି ନାହିଁ । ଶୀତ ହେଉଛି,ବର୍ଷା ବି ହେଉଛି । ଗତକାଲିଠାରୁ ଜାମ୍ମୁ କାଶ୍ମୀର ଏବଂ ହିମାଚଳର ଉଚ୍ଚସ୍ତରରେ ପ୍ରବଳ ତୁଷାରପାତ ହେଉଛି । ଏହାର ପ୍ରଭାବ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଦେଖାଯାଉଛି । ଜାନୁଆରୀରେ ପ୍ରବଳ ବର୍ଷା ହୋଇଛି ।…
Read More...

ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମାଚିତ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ତାଙ୍କର ହୋଲୋଗ୍ରାମ୍‌ ପ୍ରତିମା ଉନ୍ମାଚିତ ହୋଇଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚିତ କରିଛନ୍ତି । ନେତାଜୀଙ୍କ ଗ୍ରାନାଇଟ୍‌ ପ୍ରତିମୂର୍ତ୍ତି ନିର୍ମାଣ ହେବା…
Read More...

ଉପରାଷ୍ଟ୍ରପତିଙ୍କୁ କରୋନା

ନୂଆଦିଲ୍ଲୀ : ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଆଜି ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଆଜି ସେ ଏନେଇ ଟୁଇଟକରି ଜଣାଇଛନ୍ତି । ଏହାକୁ ମିଶାଇ ସେ ଦୁଇ ଥର କୋଭିଡରେ ସଂକ୍ରମିତ ହେଲେଣି । ଏବେ ସେ ହୋଇଦ୍ରାବାଦରେ ଅଛନ୍ତି । ପଜିଟିଭ…
Read More...