Browsing Category

ଦେଶ- ବିଦେଶ

କୋଭିଡ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

ନୂଆଦିଲ୍ଲୀ ,୯ ।୧: ଏଣିକି କୋଭିଡ ସାର୍ଟିଫିକେଟରେ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଫଟୋ ରହିବ ନାହିଁ । ଏହାକୁ ଉଠାଇ ନିଆଯିବ । ତେବେ କେବଳ ୫ଟି ରାଜ୍ୟରେ ଏହା ହେବ । କାରଣ,ଏହି ୫ଟି ରାଜ୍ୟରେ ଆସନ୍ତା ଫେବ୍ରୁଆରିରେ ବିଧାନସଭା ହେବ । ଏଥିପାଇଁ ଭାରତର ନିର୍ବାଚନ କମିସନ ଗତକାଲି
Read More...

ପ୍ରଧାନମନ୍ତ୍ରୀଙ୍କ କୋଭିଡ ସ୍ଥିିତି ସମୀକ୍ଷା: ସମ୍ପୂର୍ଣ୍ଣ ଟିକାକରଣ ଉପରେ ଗୁରୁତ୍ବ, ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ କ’ଣ ପଦକ୍ଷେପ
Read More...

ଜାଣନ୍ତୁ, କେଉଁ ଅଭିନେତ୍ରୀଙ୍କ ସଂପତ୍ତି କେତେ

ନୂଆଦିଲ୍ଲୀ : ଆଜିକାଲି ବଲିଉଡ ଅଭିନେତ୍ରୀମାନେ ରୋଜଗାର କ୍ଷେତ୍ରରେ ଇଣ୍ଡୀର ଅନେକ ଏ-ଲିଷ୍ଟର ଅଭିନେତାଙ୍କ ସହ ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ପୂର୍ବରୁ ଅଭିନେତା ଏବଂ ଅଭିନେତ୍ରୀଙ୍କ ଫି ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଥିଲା । ତେବେ ବର୍ତ୍ତମାନ ଏହି ବ୍ୟବଧାନ ହ୍ରାସ ପାଇବାରେ ଲାଗିଛି ।
Read More...

କୁହୁକ ହେଲମେଟ : ଚୁଟକିରେ ଜଣାଇଦେବ ଆପଣଙ୍କ ମସ୍ତିଷ୍କର ସ୍ଥିତି

ନୂଆଦିଲ୍ଲୀ : ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ମଣିଷ ସଦାସର୍ବଦା ଚେଷ୍ଟାରତ । ବର୍ତ୍ତମାନର ଟେକ୍ନୋଲୋଜିର ଯୁଗରେ ବୈଜ୍ଞାନିକମାନେ ଏମିତି ସବୁ ଡିଭାଇସ ବା ଯାନ୍ତ୍ରିକ ଉପକରଣ ତିଆରି କରୁଛନ୍ତି,ଯାହାକୁ ଦେଖି ଆମେ ବିସ୍ମିତ ହେବା ହିଁ ହେବା । ସେଗୁଡ଼ିକ ଏଭଳିଭାବେ ତିଆରି ହେଉଛି,ଯାହା ସାହାଯ୍ୟରେ
Read More...

ପ୍ରକୃତି ଉପଭୋଗରୁ ଅନ୍ତିମ ଯାତ୍ରା :କାର ଭିତରେ ଶ୍ୱାସରୁଦ୍ଧ ହୋଇ ଚାଳିଗଲେ ୬ ଜଣ

ଇସଲାମାବାଦ : ମୃତ୍ୟୁ କାହା ପାଖକୁ କେମିିତି ଆସେ । କାହାର ଅନ୍ତିମ ଯାତ୍ରା କେମିତି ହେବ ତାହା କହିବା ମୁସ୍କିଲ । କିଏ କିଛି ନଥାଇ ବସିଥିବା କିମ୍ବା ପୂଜା କରୁଥିବା ବେଳେ ମୃତ୍ୟୁବରଣ କରିଥାନ୍ତି ତ ଆଉ କିଏ ବୁଲୁଥିବାବେଳେ ମୃତ୍ୟୁ ଜାଲରେ ଫସିଯାଇଥାନ୍ତି । ଏମିତି ଏକ ଘଟଣା ଘଟିଛି
Read More...

ଭୟଙ୍କର ତୁଷାରପାତରେ ହସ୍ପିଟାଲ ଯାଇ ଶିଶୁପୁତ୍ରକୁ ଜନ୍ମଦେଲେ ମହିଳା

ଶୋପିଆନ : କାଶ୍ମୀରର ଶୋପିଆନ ଅନ୍ତର୍ଗତ ରାମନଗରୀ ଅଞ୍ଚଳ । ଏବେ ଭୟଙ୍କର ତୁଷାରପାତ । ଘର,ରାସ୍ତା,ଗଛପତ୍ର ବରଫରେ ଢାଙ୍କିହୋଇ ରହିଛି । ବାହାରକୁ ବାହାରିବା ମୁସ୍କିଲ । କିନ୍ତୁ ଏଭଳି ଅବସ୍ଥାରେ ଜଣେ ଗର୍ଭବତୀ ମହିଳା ଜଙ୍ଗଲ ଅଞ୍ଚଳ ମଧ୍ୟଦେଇ ହସପିଟାଲକୁ ଯାଇ ଏକ ଶିଶୁପୁତ୍ରକୁ ଦେଇଛନ୍ତି ।
Read More...

୧୨ରୁ ନିଟ୍‌ ପିଜି କାଉନସେଲିଂ

ନୂଆଦିଲ୍ଲୀ:ଚଳିତ ମାସରେ ଆରମ୍ଭ ହେବ ନିଟ୍‌ ପିଜି କାଉନସେଲିଂ । ଆସନ୍ତା ୧୨ ତାରିଖରୁ ନିଟ୍‌ ପିଜି କାଉନସେଲିଂ ଆରମ୍ଭ ହେବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ୭ ତାରିଖରେ ଓବିସି ଏବଂ ଇଡବ୍ଲ୍ୟୁଏସ କୋଟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ
Read More...

ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ହେବେ ଆୟେଶା ମଲିକ, ଜାଣନ୍ତୁ ତାଙ୍କ ବିଷୟରେ କିଛି..

କରାଚୀ : ପାକିସ୍ତାନର ନ୍ୟାୟିକ ଇତିହାସରେ ଏହା ପ୍ରଥମ ଥର ହେବ ଯେ ଜଣେ ମହିଳା ପାକିସ୍ତାନର ସୁପ୍ରିମକୋର୍ଟରେ ବିଚାରପତି ହେବେ । ପାକିସ୍ତାନର ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ଆୟେଶା ମଲିକଙ୍କ ନିଯୁକ୍ତି ପାଇଁ ରାସ୍ତା ସଫା ହୋଇଯାଇଛି । ଲାହୋର ହାଇକୋର୍ଟର ଜଷ୍ଟିସ ଆୟେଶା
Read More...

ଆଉ ୧୭୩ ବିମାନଯାତ୍ରୀ କରୋନା ପଜିଟିଭ

ଅମୃତସର,୭/୧: ଏଠାରେ ବିଦେଶରୁ ଆସି ପହଞ୍ଚୁଥିବା ବିମାନଯାତ୍ରୀ ଏବେ ରାଜ୍ୟ ତଥା ଦେଶ ପାଇଁ ଚିନ୍ତାର କାରଣ ହେଲାଣି । ଗତକାଲି ଏଠାରେ ପହଞ୍ଚିଥବା ବିମାନଯାତ୍ରୀଙ୍କ ମଧ୍ୟରୁ ୧୨୫ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଆଜି ଆଉ ୧୭୩ ଜଣ ପଜିଟିଭ ବାହାରିଛନ୍ତି । ଏହି ବିମାନରେ ଥିବା ୧୭୩
Read More...

କରୋନା ବିସ୍ଫୋରଣ ସତ୍ତେ୍ୱ ଗଙ୍ଗା ସାଗର ମେଳାକୁ ଅନୁମତି

କୋଲକାତା : ଦେଶରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ପଶ୍ଚିମ ବଙ୍ଗରେ ସ୍ଥିତି ଗୁରୁତର ହୋଇପଡ଼ିଥିବା ବେଳେ କାଲକାଟା ହାଇକୋର୍ଟଙ୍କର ଆଜିର ଏକ ରାୟ ଅନେକଙ୍କୁ ବିସ୍ମିତ କରିଛି । ରାଜ୍ୟର ପ୍ରସିଦ୍ଧ ଗଙ୍ଗା ସାଗର ମେଳାକୁ ଅନୁମତି ନଦେବା ଲାଗି ପ୍ରାର୍ଥନା କରି ଏକ ପିଟିସନ
Read More...