Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଆଉ ନାହାନ୍ତି ସିଡିଏସ ବିପିନ ରାୱତ
ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଆଉ ନାହାଁନ୍ତି । ଆଜି ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସେ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଅଧିକାରୀଙ୍କ ସହ ମୃତ୍ୟୁ ବରଣ କରିଛନ୍ତି । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍!-->…
Read More...
Read More...
ସେନା ହେଲିକପ୍ଟର ଦୁର୍ଘଟଣା ରେ ୪ ଅଧିକାରୀ ସହିଦ, ପରିବାର ସହ ସିଡିଏସ ବିପିନ ରାୱତ ଥିଲେ
ଚେନ୍ନାଇ :
ବୁଧବାର ସକାଳେ ତାମିଲନାଡୁର କୁନ୍ନରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣା ଘଟିଛି। ପତ୍ନୀ ମଦୁଲିକା ରାୱତଙ୍କ ସହ ଏହି ଚପରରେ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ ମଧ୍ୟ ଉପସ୍ଥିତ ଥିଲେ । ହେଲିକପ୍ଟରର ଥିବା ସେନାଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଚାଲିଛି । ଦୁର୍ଘଟଣାର କାରଣ!-->!-->!-->…
Read More...
Read More...
ସେନା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତ୍ଙ୍କ ସମେତ କେତେକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର୍ IAF Mi-17V5 ଆଜି ତାମିଲ୍ନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ପ୍ରାପ୍ତ!-->…
Read More...
Read More...
ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇପାରେ
ନୂଆଦିଲ୍ଲୀ:
ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇପାରେ, କାରଣ କେନ୍ଦ୍ର ଦେଇଥିବା ପ୍ରସ୍ତାବରେ ଚାଷୀ ମାନେ ରାଜି ଥିବା ଜଣାପଡ଼ିଛି । ଦୀର୍ଘ ଦେଢ଼ ବର୍ଷ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନର ଆଜି ଯବନିକା ପଡ଼ିପାରେ। ଚାଷୀ ଆଇନକୁ ବିରୋଧ କରି ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର!-->!-->!-->…
Read More...
Read More...
ପ୍ରିନ୍ସପାଲଙ୍କ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ କଲେ ଗଣଦୁଷ୍କର୍ମ, ଭିଡିଓ ଉଠାଇଲେ ଦୁଇ ଶିକ୍ଷୟିତ୍ରୀ
ଜୟପୁର :
ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର ଅର୍ଥାତ୍ ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ ଓ ଗୁରୁ ହିଁ ମହେଶ୍ୱର ।
ଆଜିର ସମାଜରେ ଗୁରୁଶିଷ୍ୟର ସଂପର୍କ ଆଉ ସେଭଳି ନାହିଁ କହିଲେ ଚଳେ । ପ୍ରାୟ ପ୍ରତ୍ୟେକ ସମୟରେ ଗୁରୁ ଓ ଶିଷ୍ୟାଙ୍କ ମଧ୍ୟରେ ପାପ ସଂପର୍କ!-->!-->!-->!-->!-->…
Read More...
Read More...
ଜୟପୁରର ଗୋଟିଏ ପରିବାରରୁ ୯ଜଣ ଓମିକ୍ରନ ସଂକ୍ରମିତ, ଦେଶରେ ୨୧
ନୂଆଦିଲ୍ଲୀ : ଦେଶରେ କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ରାଜସ୍ଥାନର ରାଜଧାନୀ ଜୟପୁରର ଏକ ପରିବାରର ୯ଜଣ ଏହି ନୂଆ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ପରିବାରର ୪ଜଣ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ।
ଏମାନଙ୍କ ସଂପର୍କରେ!-->!-->!-->…
Read More...
Read More...
ନବବଧୂଙ୍କୁ ସାଇକେଲରେ ନେଲେ ଡିଏସପି ବର, ଭିଡିଓ ହେଲା ଭାଇରାଲ
ମଧ୍ୟପ୍ରଦେଶର ନିୱାରୀ ଜିଲ୍ଲାର ପ୍ରୀତିପୁର ଡିଏସପି ସନ୍ତୋଷ ପଟେଲଙ୍କ ବିବାହ ଆଜିକାଲି ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ସରଳତା ସହିତ ବିବାହ କରିଥିବା ଡିଏସପି ସାହେବ ନିଜର ପତ୍ନୀଙ୍କୁ କାର କିମ୍ବା ବସ୍ ନ ଆଣି ସାଇକେଲରେ ଘରକୁ ଆଣିଛନ୍ତି । ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି!-->…
Read More...
Read More...
ରାଜଧାନୀରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପଶିଲା ଓମିକ୍ରନ । ମୁମ୍ବାଇ ପରେ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ତାଞ୍ଜାନିଆରୁ ଫେରିଥିବା ଜଣାପଡିଛି । ଜଣେ ଯୁବକଙ୍କ ଠାରେ ଓମିକ୍ରନ୍ ଭୂତାଣୁ ଥିବା ମାମଲା ସାମ୍ନାକୁ ଆସିଛି । ସଂକ୍ରମିତ ଯୁବକଙ୍କୁ!-->…
Read More...
Read More...
କୋର୍ଟରେ ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରିବେ ପରମବୀର ସିଂ
ମୁମ୍ବାଇ: ଗୁରୁବାର ଦିନ ମହାରାଷ୍ଟ ସରକାର ଦେଇଥିବା ନିଲମ୍ବନ ଆଦେଶକୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଚ୍ୟାଲେଞ୍ଜ କରିବେ । ପରମବୀର ସିଂ ଏହି ପ୍ରସଙ୍ଗରେ ତାଙ୍କ ଓକିଲଙ୍କ ସହ ପରାମର୍ଶ କରୁଛନ୍ତି ।
ପରମବୀର ସିଂ ଶୁକ୍ରବାର ଦିନ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର!-->!-->!-->…
Read More...
Read More...
ଭାରତରେ ‘ଓମିକ୍ରନ୍’ ଭୂତାଣୁ ଚିହ୍ନଟ, ଜାଣନ୍ତୁ କେଉଁ ରାଜ୍ୟରୁ
ନୂଆଦିଲ୍ଲୀ: ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରୁ ଏହି୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି ।ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ରହିଛି । ଉଭୟଙ୍କୁ!-->…
Read More...
Read More...