Browsing Category

ଦେଶ- ବିଦେଶ

ଭୟଙ୍କର ମୃତ୍ୟୁ : ବରଫ ପାଲଟିଗଲେ ୪ ଭାରତୀୟ

ଟରେଣ୍ଟୋ : ମୃତ୍ୟୁ କାହା ପାଖକୁ କେମିତି ଆସେ । କିଏ ଝୁଣ୍ଟିକି ଚାଳିଯାଉଛି ତ ଆଉ କିଏ ବସିଥିବା ଅବସ୍ଥାରେ ପ୍ରାଣ ହରାଉଛି । ତେବେ କେହି କେହି ଅତି ଭୟଙ୍କର ମୃତ୍ୟୁର ସାମ୍ନା କରିଥାନ୍ତି । ଅର୍ଥାତ ସେମାନଙ୍କ ମୃତ୍ୟୁ ଅତି ଭୟାନକ ହୋଇଥାଏ । ସେହିଭଳି ମୃତ୍ୟୁର ଶିକାର ହୋଇଛନ୍ତି ଏକ…
Read More...

କୋ-ୱିନ ଆପରେ ଆସିଲା ବଡ଼ ସୁବିଧା : ଏଣିକି ଗୋଟିଏ ମୋବାଇଲ ନମ୍ବରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ

ନୂଆଦିଲ୍ଲୀ : ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର କୋ-ୱିନ ଆପରେ କିଛିଟା ପରିବର୍ତ୍ତନ କରିଛନ୍ତି । କୋ-ୱିନ ଆପରେ ଏଣିକି ଗୋଟିଏ ମୋବାଇଲ ନମ୍ୱରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରାଯାଇ ପାରିବ । ଏହା ପୂର୍ବରୁ ଗୋଟିଏ ନମ୍ୱରରୁ ଚାରି ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ…
Read More...

୩୫ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ : ଭାରତ ବିରୋଧୀ ଅପପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣରେ ଲିପ୍ତ ଥିବା ୟୁଟ୍ୟୁବ ଚାନେଲଗୁଡ଼ିକ ବିରୋଧରେ ଆଜି କେନ୍ଦ୍ର ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସରକାର ୩୫ଟି ୟୁଟ୍ୟୁବ ଚାନେଲକୁ ବ୍ଳକ୍‌…
Read More...

ମୋଦି ବିଶ୍ୱର ନମ୍ବର ୱାନ୍‌ ଲୋକପ୍ରିୟ ନେତା : ଷଷ୍ଠ ସ୍ଥାନରେ ବାଇଡେନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧% ଭୋଟ ସହ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି । ୧୩ଟି ବିଶ୍ୱ ନେତାଙ୍କ ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୩ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ମଧ୍ୟ ୪୩%…
Read More...

ରୋଜଗାର ଉପରେ କରୋନାର ଭୟଙ୍କର ମାଡ଼ : ହାତବାନ୍ଧି ବସିଛନ୍ତି କୋଟିକୋଟି ଲୋକ

ନୂଆଦିଲ୍ଲୀ: ୨୦୨୦ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ଅନ୍ତ କେବେ ହେବ,ତାହା କେହି ଜାଣି ନାହାନ୍ତି । ଏବେ କେତେକ ବୈଜ୍ଞାନିକ ଦାବି କରୁଛନ୍ତି ଯେ ମାର୍ଚ୍ଚରେ କରୋନାର ଅନ୍ତ ଘଟିବ । କିନ୍ତୁ ଏହି ଦାବିରେ କେତେ ଦୃଢତା ରହିଛି,ତାହାର ପ୍ରମାଣ ଆଗାମୀ ଦିନ ହିଁ ଦେବ । ଏହି ମହାମାରୀ…
Read More...

ଦୋହରାଇଲେ ସୁପ୍ରିମକୋର୍ଟ : ପୈତୃକ ସମ୍ପତ୍ତିରେ ଝିଅର ବି ରହିଛି ସମାନ ଅଧିକାର

ନୂଆଦିଲ୍ଲୀ: ପୈତୃକ ସଂପତ୍ତି ଉପରେ ପୁଅ ଭଳି ଝିଅର ବି ସମାନ ଅଧିକାର ରହିଛି । ଏକଥାକୁ ଆଜି ଦୋହରାଇଛନ୍ତି ସୁପ୍ରିମକୋର୍ଟ । ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ । ପୈତୃକ ସମ୍ପତ୍ତି…
Read More...

ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ : ଅମର ଜବାନ ଜ୍ୟୋତିକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ଗେଟ୍‌ ଉିପରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।…
Read More...

ଲିଭିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ ପାଖରେ ଥିବା ଅମର ଯବାନ ଜ୍ୟୋତି ଲିଭିବନି । ଗତ ୫୦ ବର୍ଷ ଧରି ଏହା ଜଳିଆସୁଛି ଏବଂ ଆଗକୁ ମଧ୍ୟ ଏଭଳିଭାବେ ରହିବ । ଏହା କେବେ ବି ଲିଭିବନି । କେନ୍ଦ୍ର ସରକାର ଆଜି ଏହା ସ୍ପଷ୍ଟ କରିଦେଇଛନ୍ତି । ଏହି ଜ୍ୟୋତିକୁ ନେଇ ବିବାଦ ସୃଷ୍ଟି ହେବାପରେ ଆଜି ଏଭଳି…
Read More...

୧୨୫୦ କୋଟିରେ ପହଞ୍ଚିଲା ନୂଆ ସଂସଦ ଭବନର ନିର୍ମାଣ ଖର୍ଚ୍ଚ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍‌ ସେଣ୍ଟ୍ରାଲ୍‌ ଭିସ୍ତା ପ୍ରକଳ୍ପର ମୁଖ୍ୟ ଆକର୍ଷଣ ହୋଇଥିବା ନୂତନ ସଂସଦ ଭବନ ନର୍ମାଣରେ ଆଉ ୨୮୨ କୋଟି ଟଙ୍କା ଖର୍ଚ୍ଚ ହେବ । ଡିସେମ୍ବର ୨୦୨୦ରେ ରେ ହୋଇଥିବା ଭୂମିପୂଜନ ସମାରୋହର ଏକ ବର୍ଷରୁ ଅଧିକ ସମୟ ପରେ ୯୭୭ କୋଟି ଡଲାରର ବଜେଟରେ ୨୯…
Read More...

ବୁଡ଼ି ବୁଡ଼ି ଯାଉଛି ଇଣ୍ଡୋନେସିଆର ଏହି ନଗରୀ

ନୂଆଦିଲ୍ଲୀ : ବିଶ୍ୱରେ ଅନେକ ପ୍ରାକୃତିକ ବିପର୍ଯ୍ୟୟର କାରଣ ହେଉଛି ମଣିଷ । ମଣିଷର ବିଚିତ୍ର ପ୍ରକାରର କାର୍ଯ୍ୟ ଯୋଗୁ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି ହେଉଛି । ବିଶ୍ୱ ତାପନ ବୃଦ୍ଧିଠୁ ଆରମ୍ଭ କରି ପରିବେଶ ପ୍ରଦୂଷଣ,ସବୁଥିରେ ମଣିଷର ସଂଯମବିହୀନ କାର୍ଯ୍ୟକଳାପ କାର୍ଯ୍ୟକଳାପର ଭୂମିକା…
Read More...