Browsing Category

ଦେଶ- ବିଦେଶ

ଖାଇକୁ ଖସିଲା ସିଆରପିଏଫ୍ ଗାଡି ; 3 ଯବାନ ସହିଦ, 15 ଆହତ

ନୂଆଦିଲ୍ଲୀ ; ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼ରେ ଆଜି ଘଟିଛି ଏକ ବଡ ଦୁର୍ଘଟଣା । କାଣ୍ଡୱା ନିକଟରେ ଏକ CRPF ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ତିନି ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ୧୫ ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି
Read More...

ପିନାକୀ-ମହୁଆଙ୍କ ରିସେପ୍ସନରେ ସାମିଲ ହେଲେ ଏହି ସବୁ ବଡ ନେତା

ନୂଆଦିଲ୍ଲୀ, : ଜର୍ମାନୀରେ ବାହାଘର ଆଉ ଦିଲ୍ଲୀରେ ଦେଲେ ରିସେପ୍ସନ। ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା ମଙ୍ଗଳବାର ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି । ଏହି ଉତ୍ସବରେ ଦେଶର ବହୁ ବିଶିଷ୍ଟ ରାଜନୈତିକ
Read More...

ଧର୍ମ ଆମକୁ ନିଜର ହେବା ଶିଖାଏ:ମୋହନ ଭାଗବତ

ନୂଆଦିଲ୍ଲୀ- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ବୁଧବାର କହିଛନ୍ତି ଯେ ଧର୍ମ ହେଉଛି ପରମ ସତ୍ୟ ଏବଂ ଏହି ପଥକୁ ଦାୟିତ୍ୱର ସହ ଅନୁସରଣ କରିବା ଦ୍ୱାରା ସମାଜକୁ ଶାନ୍ତିପୂର୍ଣ୍ଣ ରଖିବାରେ ସାହାଯ୍ୟ ମିଳିବ।ଏଠାରେ ଧର୍ମ ଜାଗରଣ ନ୍ୟାସର କାର୍ଯ୍ୟାଳୟର ଉଦଘାଟନ ଅବସରରେ
Read More...

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରଲୋକ

ନୂଆଦିଲ୍ଲୀ। ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ଦିନ ୭୯ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଆଜି ଅପରାହ୍ନ ପ୍ରାୟ ୧ଟାରେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି, ଯେଉଁଠାରେ ସେ ଚିକିତ୍ସାଧୀନ
Read More...

କେନ୍ଦ୍ର ଗୃହମନ୍ତ୍ରୀ ଭାବେ ବଡ ରେକର୍ଡ କଲେ ଅମିତ ଶାହ, ପଛରେ ପଡିଲେ ଆଡଭାନୀ

ନୂଆଦିଲ୍ଲୀ-କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ନାମରେ ଆଉ ଏକ ବଡ ରେକର୍ଡ । ସେ ଭାରତର ସବୁଠାରୁ ଅଧିକ ସମୟ ଧରି କେନ୍ଦ୍ର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ମେ 30, 2019 ରେ ଦାୟିତ୍ୱ ଗ୍ରହଣ କରିବା ପରେ 2,258 ଦିନ କାର୍ଯ୍ୟ କରିବା ସହିତ ଶାହ ଏବେ ବରିଷ୍ଠ ବିଜେପି ନେତା
Read More...

ତେଜସ୍ବୀ ଯାଦବଙ୍କୁ ନୋଟିସ ପଠାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଦୁଇଟି ଭୋଟର ପରିଚୟ ପତ୍ର ନମ୍ବର ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ନିର୍ବାଚନ କମିସନ ତାଙ୍କୁ ଏହି ମାମଲାରେ ନୋଟିସ ପଠାଇଛନ୍ତି। ଦୁଇଟି ଭୋଟର ପରିଚୟ ପତ୍ର ମାମଲାରେ କମିସନ
Read More...

ଉପଭୋକ୍ତାଙ୍କ ପାଇଁ ଖୁସି ଖବର , କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ପହିଲାରୁ ଗ୍ୟାସ୍‌ ଦରରେ ବଡ଼ ଆଶ୍ୱସ୍ତି ମିଳିଛି । ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଅଗଷ୍ଟ ୧ରୁ ଏଲପିଜି ସିଲିଣ୍ଡରର ଦର ହ୍ରାସ କରିଥିବା ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା କମିଛି ।
Read More...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

ନୂଆଦିଲ୍ଲୀ- ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଦେବାର କିଛି ଦିନ ପରେ, ନିର୍ବାଚନ କମିଶନ ଶୁକ୍ରବାର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍
Read More...

ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍

ଶ୍ରୀନଗର: ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍ । ସିନ୍ଧ ନଦୀକୁ ଖସି ପଡ଼ିଲା ବସ୍ । ଭୋର ସମୟରେ ଏକ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ ବସଟି ନଦୀକୁ ସିଧା ଖସି ଯିବା ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ସୌଭାଗ୍ୟର କଥା ବସଟି ଖାଲି ଥିଲା, ସେଥିରେ କୌଣସି ଯବାନ
Read More...

ବସ୍‌କୁ ଧକ୍କା ଦେଲା ଟ୍ରକ୍ , ୧୮ କାଉଡ଼ିଆଙ୍କ ମୃତ୍ୟୁ

ଝାଡ଼ଖଣ୍ଡ : କାଉଡି ଯାତ୍ରାରୁ ଶେଷ ଯାତ୍ରା । ବସ୍‌କୁ ଧକ୍କା ଦେଲା ଟ୍ରକ୍ । ୧୮ କାଉଡ଼ିଆଙ୍କ ମୃତ୍ୟୁ । ଝାଡ଼ଖଣ୍ଡର ଦେଓଘରର ମୋହନପୁର ଥାନା ଅଞ୍ଚଳର ଜାମୁନିଆ ମୋଡ଼ ନିକଟରେ ଗୋଡ୍ଡା ଦେଓଘର ମୁଖ୍ୟ ରାସ୍ତାରେ ଘଟିଛି ଘଟଣା । ମଙ୍ଗଳବାର ସକାଳେ ଘଟିଛି ବଡ଼ ଦୁର୍ଘଟଣା ଘଟିଛି । ଯେଉଁଠାରେ
Read More...