Browsing Category

ଦେଶ- ବିଦେଶ

ଯାତ୍ରୀଗଣ ଧ୍ୟାନ ଦେ! ଏଣିକି ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ : ଏଣିକି ଟ୍ରେନ ଯାତ୍ରୀମାନେ ଟ୍ରେନ ଭିତରେ ରନ୍ଧା ଖାଦ୍ୟ ପାଇପାରିବେ । ଏ ବାବଦରେ ରେଳବାଇ ବୋର୍ଡ ଏକ ନିର୍ଦ୍ଦେଶ ଜାରି କରିଛି । ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ବର୍ତ୍ତମାନ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ରନ୍ଧା ଖାଦ୍ୟର ସେବା ଉପଲବ୍ଧ ହେବ ।
Read More...

କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବି ଆନ୍ଦୋଳନରୁ ହଟିବେନି ଚାଷୀ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ:ପ୍ରକାଶ ପାର୍ବ ଅବସରରେ ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି । ସେ ଏହି ଅବସରରେ ଚାଷୀମାନଙ୍କୁ ନିବେଦନ କରିଛନ୍ତି ଆନ୍ଦୋଳନ ପ୍ରତ୍ୟାହାର କରି ଘରକୁ ଯାଆନ୍ତା । ସେ କହିଛନ୍ତି ଯେ କୃଷକମାନେ
Read More...

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ୩ କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ୩ କୃଷି ଆଇନ ପ୍ରତ୍ୟାହାର । କୃଷକଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ ମୋଦି ସରକାର। ୩ ନୂଆ କୃଷି ଆଇନ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ମୋଦୀ କହିଛନ୍ତି
Read More...

ପୁଣି ମେହବୁବା ଗୃହବନ୍ଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ବୁଧବାର ଗୃହବନ୍ଦୀ କରାଯାଇଛି। ତାଙ୍କର ଗୃହବନ୍ଦୀ ଅବଧି ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିଛି। ସୋମବାର ସନ୍ଧ୍ୟା ଶ୍ରୀନଗରର ହାଇଦରପଡାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨
Read More...

ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କଶ୍ମୀରିର କୁଲଗାମ ଜିଲ୍ଲା ପୋମ୍ବେ ଏବଂ ଗୋପାଲପୁରା ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ପୋମ୍ବେ ଇଲାକାରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋପାଲପୁରା ଅଞ୍ଚଳରେ ୨ ଜଣ ଆତଙ୍କବାଦୀଙ୍କ
Read More...

ପୁଣି ଖୋଲିଲା କର୍ତାରପୁର ସାହିବ କରିଡର

ନୂଆଦିଲ୍ଲୀ: ଚଳିତ ମାସ ୧୯ ତାରିଖରେ ଶିଖ ଧର୍ମ ଓ ଶିଖ ସମୁଦାୟର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ଜୟନ୍ତୀ ପୂର୍ବରୁ ଭାରତ ସରକାର କର୍ତାରପୁର ସାହିବ କରିଡର ପୁନର୍ବାର ଖୋଲିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ
Read More...

ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସାଂଘାତିକ, ସ୍କୁଲକଲେଜ ସହ ତାପଜ ଶକ୍ତି ପ୍ରକଳ୍ପ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ପରିସ୍ଥିତି ନିୟନ୍ତ୍ରଣ କରିବାକୁ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ତଦନୁଯାୟୀ ବିଦ୍ୟାଳୟଗୁଡିକୁ ବନ୍ଦ କରିଦିଆଯିବା ସହିତ ଦିଲ୍ଲୀ ମହାନଗର ପରିସୀମା ମଧ୍ୟରେ ରହିଥିବା ତାପଜ ଶକ୍ତି
Read More...

ଏନସିବିର ନୂଆ ଡିଜି ଭାବରେ ଦାୟିତ୍ୱ ନେଲେ ଓଡ଼ିଆ ଆଇପିଏସ୍‌ ଅଫିସର ସତ୍ୟ ନାରାୟଣ ପ୍ରଧାନ

ନୂଆଦିଲ୍ଲୀ:ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ନୂଆ ଡିଜି ଭାବରେ ଦାୟିତ୍ୱ ନେଲେ ଓଡ଼ିଆ ଆଇପିଏସ୍‌ ଅଫିସର ସତ୍ୟ ନାରାୟଣ ପ୍ରଧାନ । ଆଜି ସେ ବିଧିବଦ୍ଧ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଡ୍ରଗ୍‌ ଫ୍ରି ଇଣ୍ଡିଆ ଲକ୍ଷ୍ୟରେ କାମ କରିବେ ବୋଲି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି
Read More...

ଉଗାଣ୍ଡାରେ ଭୟଙ୍କର ବିସ୍ଫୋରଣ, ହୋଟେଲରେ ଥିଲେ ଓଡ଼ିଆ ଖେଳାଳି ପ୍ରମୋଦ

କାମ୍ପାଲା: ଉଗାଣ୍ଡାରେ ଘଟିଛି ଭୟଙ୍କର ବିସ୍ଫୋରଣ । ରାଜଧାନୀ କାମ୍ପାଲାରେ ଏକ ନିର୍ଦ୍ଧିଷ୍ଟ ସଂଗଠନ ଏହି ବିସ୍ଫୋରଣ ଘଟାଇଥିବା ସୂଚନା । ସବୁଠାରୁ ବଡ଼ କଥା ହେଉଛି, ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ହୋଟେଲରେ ଥିଲେ ଓଡ଼ିଆ ଖେଳାଳି । ଏଥି ମଧ୍ୟରେ ରହିଥିଲେ
Read More...

ଏଣିକି ସୂର୍ଯ୍ୟାସ୍ତ ପରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ପ୍ରୋଟକଲରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ସୂର୍ଯ୍ୟାସ୍ତ ବା ରାତି ସମୟରେ ବି ଶବଗୁଡ଼ିକ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇପାରିବ। ଯେଉଁ ହସ୍ପିଟାଲରେ ରାତିରେ ବ୍ୟବଚ୍ଛେଦ କରିବାକୁ ଆବଶ୍ୟକ ଭିତ୍ତିଭୂମି ଥିବ, ସେଠାରେ ଏହି
Read More...