Browsing Category

ଦେଶ- ବିଦେଶ

ୟୁପିରେ କଂଗ୍ରେସ ସରକାର ଆସିଲେ ଆଶା କର୍ମୀଙ୍କୁ ଦିଆଯିବ ୧୦ହଜାର ଦରମା : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ତିନି ଦଶଦ୍ଧୀ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଦଳର ନେତୃତ୍ୱ ନେଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଗୋଟିଏ ପରେ ଗୋଟିଏ ଲୋଭନୀୟ ସ୍କିମ୍‌ ଘୋଷଣା କରୁଛନ୍ତି । ସେ
Read More...

ବିବାହ କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ମଲାଲା ୟୁସୁଫଜାଇ ଏବଂ ତାଙ୍କ ସାଥୀ ଆସାର ସେମାନଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି । ବାଳିକା ଶିକ୍ଷାର ସମର୍ଥକ ମଲାଲା ଏବଂ ଆସାରଙ୍କ ବିବାହ ସମାରୋହ ବ୍ରିଟେନର ବର୍ମିଂହାମସ୍ଥିତ
Read More...

ଦେଶର ୧୦ ପ୍ରଦୂଷିତ ସହର ତାଲିକାରେ ୟୁପିର ୮

ନୂଆଦିଲ୍ଲୀ:ଦେଶର ଦିୱାଲୀ ପରଠାରୁ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ଅନେକ ବଡ ସହରରେ ଗମ୍ଭୀର ବର୍ଗରେ ରହିଆସିଛି । ଦିଲ୍ଲୀରେ ତିନି ଦିନ ପରେ ଏକ୍ୟୁଆଇ ଉନ୍ନତି ହୋଇଛି, ଯଦିଓ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ବାୟୁ ସଫା ହୋଇନାହିଁ । ଏଥି ସହିତ ଉତ୍ତରପ୍ରଦେଶର ବୃନ୍ଦାବନ ଦେଶର ପ୍ରଦୂଷିତ
Read More...

ଆଡଭାନୀଙ୍କ ଘରକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀଙ୍କ ୯୪ ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଫଟୋଗୁଡ଼ିକରେ
Read More...

ପେଟ୍ରୋଲ, ଡିଜେଲ ଉପରେ ଭାଟ କମାଇଲା ଏହି ରାଜ୍ୟ ସରକାର

ଚଣ୍ଡୀଗଡ଼: ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ଏହା ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ ହ୍ରାସ କରିଛନ୍ତି ଚନ୍ନି ସରକାର | ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଆଜି କହିଛନ୍ତି ଯେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଶସ୍ତା ହେବ, ଡିଜେଲ ଉପରେ ୫
Read More...

ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ, ପ୍ରଧାନମନ୍ତ୍ରୀ ମୋଦି ସମ୍ବର୍ଦ୍ଧିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ (ଏନଡିଏମସି) ର ସମ୍ମିଳନୀ କକ୍ଷରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ
Read More...

ଡ୍ରମ୍‌ ବଜାଇଲେ ପ୍ରଧାନମନ୍ତ୍ରୀ, ଭାଇରାଲ ହେଲେ ଭିଡିଓ

ଗ୍ଲାସ୍‌ଗୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପାଞ୍ଚ ଦିନିଆ ଗସ୍ତର ଶେଷ ଦିନ ମଙ୍ଗଳବାର ଦିନ ଇଂଲଣ୍ଡର ସ୍କଟଲ୍ୟାଣ୍ଡରେ ଥିଲେ । ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ସ୍ୱଦେଶ ଫେରିଛନ୍ତି । ଏହାପୂର୍ବରୁ ସେ କେବଳ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ସହ କଥାବାର୍ତ୍ତା କରିନଥିଲେ ବରଂ
Read More...

ଅନିଲ ଦେଶମୁଖ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନିଲ ଦେଶମୁଖ ଗିରଫଙ୍କୁ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ବିଭାଗ। ବଟି ଆଦାୟ ମାମଲା ଓ ମନି ଲଣ୍ଡରିଂ ନେଇ ଅନିଲ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବାରୁ ତାଙ୍କୁ ଇଡି ଗିରଫ କରିଛି। ୧୨ ଘଣ୍ଟା
Read More...

ହସ୍ପିଟାଲରୁ ଘରକୁ ଫେରିଲେ ରଜନୀକାନ୍ତ

ଚେନ୍ନାଇ : ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ରବିବାର ରାତିରେ ଘରକୁ ଫେରିଛନ୍ତି । ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଚେନ୍ନାଇର କାଉଭେରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ସୋସିଆଲ ମିଡିଆରେ ଘରେ ପହଞ୍ଚିବାର ଏକ ଚିତ୍ର ସେୟାର କରିଥିଲେ ଯାହା
Read More...

ରାଜନୀତିରେ ପାଦ ଥାପିଲେ ଲିଆଣ୍ଡର ପେସ, ଟିଏମ୍‌ସିରେ ସାମିଲ ହେଲେ

ନୂଆଦିଲ୍ଲୀ : ଭାରତର ତାରକା ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଟିଏମସିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟେନିସ୍‌ ଚାମ୍ପିଅନ୍‌ ଲିଆଣ୍ଡର୍‌ ପେସ୍‌ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଗୋଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ
Read More...